ସେଲେଗିଲିନ

ଏହା ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ସ‌ହ ପାର୍କିନ୍‌ସୋନିଜ୍ମ ଏବଂ ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ

ସେଲେଗିଲିନ, ବେପାର ନାମ ଏଲଡେପ୍ରିଲ୍, ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ସ‌ହ ପାର୍କିନ୍‌ସୋନିଜ୍ମ ଏବଂ ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୫] [୬] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ଲଗାଯାଇଥିବା ପ୍ୟାଚ୍ ଭାବରେ ବ୍ୟବହୃତ ହୁଏ ।[୫] [୬]

ସେଲେଗିଲିନ
Clinical data
Pronunciation/səˈlɛɪln/ sə-LEJ-i-leen
Trade namesEldepryl, Jumex, Zelapar, Emsam, others[୧]
SynonymsL-Deprenyl; (R)-(–)-N,α-Dimethyl-N-2-propynylphenethylamine; (R)-(–)-N-Methyl-N-2-propynylamphetamine; (R)-(–)-N-2-propynylmethamphetamine
AHFS/Drugs.commonograph
MedlinePlusa697046
data
Pregnancy
category
  • AU: B2
  • US: C (Risk not ruled out)
Routes of
administration
By mouth, skin (patch)
Legal status
Legal status
Pharmacokinetic data
Bioavailability10% (by mouth), 73% (patch)
Protein binding94%
MetabolismIntestines and liver
MetabolitesN-Desmethylselegiline, levoamphetamine, levomethamphetamine
Elimination half-life1.5–3.5 hours (oral),[୨] 18–25 hours (transdermal)[୩]
ExcretionUrine
Identifiers
  • (R)-N-methyl-N-(1-pheny lpropan-2-yl)prop-3-yn-1-amine
ECHA InfoCard100.109.269 Edit this at Wikidata
Chemical and physical data
FormulaC13H17N
Molar mass187.281
3D model (JSmol)
  • C#CCN([C@@H](Cc1ccccc1)C)C
  • InChI=1S/C13H17N/c1-4-10-14(3)12(2)11-13-8-6-5-7-9-13/h1,5-9,12H,10-11H2,2-3H3/t12-/m1/s1 checkY
  • Key:MEZLKOACVSPNER-GFCCVEGCSA-N checkY
  (verify)

ଯେତେବେଳେ ପାଟିଦ୍ୱାରା ନିଆଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ହାଲୁକା, ଶୁଖିଲା ପାଟି, ମୁଣ୍ଡବିନ୍ଧା ଏବଂ ହାଲୁସିନେସନ୍ ହୋଇପାରେ ।[୪] ପ୍ୟାଚ୍ ଭାବରେ ପ୍ରୟୋଗ କରାଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା ସମସ୍ୟା, ରାସ ଏବଂ ନାକ ଭରି ରହିଥାଏ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ୍ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ଜୁଆ ଖେଳିବାକୁ ଇଚ୍ଛା, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ହଠାତ୍ ଶୋଇବା ଆରମ୍ଭ ହୋଇପାରେ। [୪] ଏହା ନିମ୍ନ ମାତ୍ରାରେ ଏକ ମୋନୋଆମିନୋ ଅକ୍ସିଡେଜ୍ ବି ଇନହିବିଟର ହୋଇଥିବାବେଳେ ଅଧିକ ମାତ୍ରାରେ ଏହା ଏକ ମୋନୋଏମାଇନ୍ ଅକ୍ସିଡେଜ୍ ଏ ଇନହିବିଟର କାମ କରେ ।[୫] [୪] ଏହା ଡୋପାମାଇନ୍ ଏବଂ ସେରୋଟୋନିନର ମସ୍ତିଷ୍କ ସ୍ତର ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୬] [୪]

୧୯୮୯ ମସିହାରେ ସେଲେଗିଲିନ ଔଷଧ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଏହାର ୧୦ ମିଗ୍ରା ୧୦୦ ବଟିକା ଔଷଧର ମୂଲ୍ୟ ୨୦୨୧ରେ £୩୨ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୩୦ ଡଲାର ଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏକ ମାସର ପ୍ୟାଚର ମୂଲ୍ୟ ପ୍ରାୟ ୧,୮୦୦ ଡଲାର ଥିଲା ।[୮]

ଆଧାର ସମ୍ପାଦନା

  1. "Selegiline". Drugs.com. Archived from the original on December 29, 2019. Retrieved February 7, 2016.
  2. "Archive copy". Archived from the original on April 16, 2015. Retrieved July 10, 2021.{{cite web}}: CS1 maint: archived copy as title (link)
  3. "Archive copy" (PDF). Archived (PDF) from the original on April 3, 2021. Retrieved July 10, 2021.{{cite web}}: CS1 maint: archived copy as title (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Selegiline Monograph for Professionals". Drugs.com (in ଇଂରାଜୀ). Archived from the original on August 13, 2020. Retrieved 11 October 2021.
  5. ୫.୦ ୫.୧ ୫.୨ ୫.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 447. ISBN 978-0-85711-369-6.{{cite book}}: CS1 maint: date format (link)
  6. ୬.୦ ୬.୧ ୬.୨ ୬.୩ "EMSAM® (selegiline transdermal system)" (PDF). Archived from the original (PDF) on August 10, 2021. Retrieved 11 October 2021.
  7. "Selegiline Prices and Selegiline Coupons - GoodRx". GoodRx. Retrieved 11 October 2021.
  8. "Emsam Prices, Coupons & Savings Tips - GoodRx". GoodRx. Archived from the original on November 15, 2016. Retrieved 11 October 2021.