ସେରିଟିନିବ

ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ସେରିଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ Zykadia, ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ନିର୍ଦ୍ଦିଷ୍ଟ ଭାବରେ ଏହା ଉନ୍ନତ ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଆନାପ୍ଲାଷ୍ଟିକ୍ ଲିମ୍ଫୋମା କାଇନେଜ (ALK) ପଜିଟିଭ୍ ଅଟେ | [୨] ଏହା ପାଟିରେ ଦିଆଯାଏ । [୩]

ସେରିଟିନିବ
Clinical data
PronunciationCeritinib: /səˈrɪtɪnɪb/ sə-RIT-i-nib
Zykadia: /zˈkdə/ zy-KAY-dee-ə
Trade namesZykadia, Spexib, others
SynonymsLDK378
AHFS/Drugs.commonograph
data
Pregnancy
category
  • US: D (Evidence of risk)
Routes of
administration
By mouth (capsules)
Legal status
Legal status
Pharmacokinetic data
BioavailabilityNot determined
Protein binding97%
MetabolismCYP3A
Elimination half-life41 hours
ExcretionFeces (92.3%), urine (1.3%)[୧]
Identifiers
  • 5-Chloro-N2-{5-methyl-4-(piperidin-4-yl)-2-[(propan-2-yl)oxy]phenyl}-N4-[2-(propane-2-sulfonyl)phenyl]pyrimidine-2,4-diamine
ECHA InfoCard100.241.919 Edit this at Wikidata
Chemical and physical data
FormulaC28H36ClN5O3S
Molar mass୫୫୮.୧୪ g·mol−1
3D model (JSmol)
  • CC1=CC(=C(C=C1C2CCNCC2)OC(C)C)NC3=NC=C(C(=N3)NC4=CC=CC=C4S(=O)(=O)C(C)C)Cl
  • InChI=1S/C28H36ClN5O3S/c1-17(2)37-25-15-21(20-10-12-30-13-11-20)19(5)14-24(25)33-28-31-16-22(29)27(34-28)32-23-8-6-7-9-26(23)38(35,36)18(3)4/h6-9,14-18,20,30H,10-13H2,1-5H3,(H2,31,32,33,34)
  • Key:VERWOWGGCGHDQE-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଥକାପଣ, ଯକୃତ ସମସ୍ୟା, ଓଜନ ହ୍ରାସ, ରାସ, ବୃକ୍‌କ ସମସ୍ୟା ଏବଂ ନିମ୍ନ ଲୋହିତ ରକ୍ତ କଣିକା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ନିମୋନିଆ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ। [୨] [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର, ବିଶେଷ ଭାବରେ ଏକ ଏଏଲକେ (ALK) ପ୍ରତିବନ୍ଧକ । [୨] [୪]

୨୦୧୪ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେରିଟିନିବ ଅନୁମୋଦିତ ହୋଇଥିଲା। [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୮୦୦ ପାଉଣ୍ଡ ହୁଏ । [୪] ଯୁକ୍ରରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ୧୦,୪୦୦ ଡଲାର ।[୫]

ଆଧାର ସମ୍ପାଦନା

  1. "Zykadia (ceritinib) Capsules, for Oral Use. Full Prescribing Information" (PDF). Novartis Pharmaceuticals Corporation. Archived (PDF) from the original on 28 April 2019. Retrieved 14 February 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Zykadia". Archived from the original on 13 October 2021. Retrieved 3 January 2022.
  3. ୩.୦ ୩.୧ ୩.୨ "DailyMed - ZYKADIA- ceritinib tablet, film coated". dailymed.nlm.nih.gov. Archived from the original on 24 March 2021. Retrieved 3 January 2022.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1018. ISBN 978-0857114105.
  5. "Ceritinib Prices, Coupons & Savings Tips - GoodRx". GoodRx. Retrieved 3 January 2022.