ସେଭେରସ୍ ସ୍ନେପ୍‌

ସେଭେରସ୍ ସ୍ନେପ୍‌ (English: Severus Snape) J.K. Rowlingଙ୍କ ରଚିତ ହାରୀ ପୋଟର ଫିଲ୍ମ ଓ ଉପନ୍ୟାସର ଏକ କାଳ୍ପନିକ ଚରିତ୍ର । ଏହି ଫିଲ୍ମ ଧାରାବାରିକରେ ସେ ଏକ ଜଟିଳ ଓ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଶେଷ ଭାଗ ଯାଏ ତାଙ୍କର ଅସଲି ଭୂମିକା ଜଣାପଡ଼ିନଥିଲା । ସେ ତାଙ୍କର ଶେଷ ନିଶ୍ୱାସ ଥିବା ଯାଏ ହାରୀ ପୋଟରକୁ ସାହାଯ୍ୟ କରିଥିଲେ । ସେ ତାଙ୍କର ପୁରା ଜୀବନ ଉତ୍ସର୍ଗ କରିଥିଲେ ହାରି ପୋଟରକୁ ରକ୍ଷା କରିବା ନିମନ୍ତେ । ହାରୀ ପୋଟରର ମା ଲିଲୀ ପୋଟରଙ୍କୁ ସେ ଭଲ ପାଉଥିଲେ, ତେଣୁ ଲିଲୀ ପୋଟରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଇଁ ସେ ପୁରା ଜୀବନ ଉତ୍ସର୍ଗ କରି ଦେଇଥିଲେ । ସେ ଜଣେ ମହାନ ଜାଦୁଗର ଥିଲେ, କିନ୍ତୁ କାହାଣୀର ଶେଷ ଭାଗରେ କାହାଣୀର ଖଳନାୟକ ହାତରେ ତାଙ୍କର ମୃତୁ ହେଇଥିଲା ।

Severus Snape
Harry Potter character
Ootp076.jpg
First appearance Harry Potter and the Philosopher's Stone
Last appearance Harry Potter and the Deathly Hallows
ଲେଖକ J. K. Rowling
Portrayed by Alan Rickman (adult)
Alec Hopkins (teenager)
Benedict Clarke (child)
House Slytherin

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ