ସେନେଜର୍ମିନ
ଏହା ନ୍ୟୁରୋଟ୍ରୋଫିକ୍ କେରାଟାଇଟିସ୍ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।
ସେନେଜର୍ମିନ, ଏକ ବିକ୍ରୟ ନାମ ଅକ୍ସର୍ଭେଟ୍, ନ୍ୟୁରୋଟ୍ରୋଫିକ୍ କେରାଟାଇଟିସ୍ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨] ମଧ୍ୟମ କିମ୍ବା ଭୟଙ୍କର ରୋଗରେ ଏହା ବ୍ୟବହୃତ ହୁଏ । [୨] ଯୁକ୍ତରାଜ୍ୟଦ୍ୱାରା ଏହାର ବ୍ୟବହାର ସୁପାରିଶ କରାଯାଇନଥିଲା । [୩] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୪]
Clinical data | |
---|---|
Trade names | Oxervate |
Synonyms | Cenegermin-bkbj, recombinant human nerve growth factor (rhNGF), human beta-nerve growth factor (beta-NGF)-(1-118) peptide (non-covalent dimer)[୧] |
AHFS/Drugs.com | monograph |
MedlinePlus | a619001 |
data |
|
Pregnancy category | |
Routes of administration | Eye drop |
Legal status | |
Legal status | |
Chemical and physical data | |
Formula | C583H908N166O173S8 |
Molar mass | ୧୩,୨୬୭.୧୫ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା, ଲୁହ ଉତ୍ପାଦନ ବୃଦ୍ଧି ଏବଂ ଆଖିପତା ଯନ୍ତ୍ରଣା ହୋଇପାରେ । [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ସ୍ନାୟୁ ଅଭିବୃଦ୍ଧି କାରକ (NGF)ର ଏକ ପୁନର୍ବିନ୍ୟାସ ରୂପ । [୩]
୨୦୧୭ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସେନେଗର୍ମିନକୁ ଅନୁମୋଦନ କରାଯାଇଥିଲା। [୪] [୨] ଯୁକ୍ତରାଷ୍ଟ୍ରରେ ୧୪ ଭାଏଲର ମୂଲ୍ୟ ୨୩୬୦୦ ଡଲାର । [୫]
ଆଧାର
ସମ୍ପାଦନା- ↑ World Health Organization (2017). "International nonproprietary names for pharmaceutical substances (INN): recommended INN: list 77". WHO Drug Information. 31 (1): 76. hdl:10665/330984.
- ↑ ୨.୦ ୨.୧ ୨.୨ ୨.୩ "Oxervate". Archived from the original on 31 October 2020. Retrieved 2 January 2022.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1210. ISBN 978-0857114105.
- ↑ ୪.୦ ୪.୧ "Cenegermin-bkbj Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 2 January 2022.
- ↑ "Oxervate Prices and Oxervate Coupons - GoodRx". GoodRx. Retrieved 2 January 2022.