ତଥ୍ୟ ନିରାପତ୍ତା

(ସୂଚନା ସୁରକ୍ଷାରୁ ଲେଉଟି ଆସିଛି)

ସୂଚନା ସୁରକ୍ଷା କହିଲେ ତଥ୍ୟ ବା ସୂଚନାକୁ ବିଭିନ୍ନ ପ୍ରକାର ଦିଗରୁ ରକ୍ଷା କରିବାକୁୁ ବୁଝାଇଥାଏ | ଏହା ସୂଚନା ସୁରକ୍ଷା ପରିଚାଳନାର ପରିସରଭୂକ୍ତ ଅଟେ | ସାଧାରଣ ଭାବରେ ଦେଖିବାକୁ ଗଲେ ତଥ୍ୟର ଅନଧିକୃତ ବ୍ୟବହାର, ବେଆଇନ୍ ଭାବରେ ଉପଯୋଗ, ପରିପ୍ରକାଶ, ବିଲୋପ, ବଦଳ, କପି ଇତ୍ୟାଦିରୁ ସୁରକ୍ଷା ଦେବାହିଁ ସୂଚନାର ସୁରକ୍ଷା ଅଟେ | ଏହାର ୩ଟି ମୂଳ ଲକ୍ଷ୍ୟ ହେଲା କ. ଗୋପନୀୟତା ଖ. ଅଖଣ୍ଡତା ଗ. ଉପଲବ୍ଧତା | ସୁଚାରୁରୂପେ ଏହା କରିବା ପାଇଁ ନିମ୍ନଲିଖିତ ସୋପାନକୁ ଅନୁସରଣ କରାଯାଏ ।[][]

  • ତଥ୍ୟ ବା ସୂଚନାକୁ ଚିହ୍ନଟ କରିବା
  • ଏଥିରେ ଥିବା ଦୁର୍ବଳତା ଓ ଏହାର ନଷ୍ଟରେ ପ୍ରଭାବ
  • ବିପଦ ମୂଲ୍ୟାଙ୍କନ
  • ସୂଚନା ସମ୍ବନ୍ଧିତ ବିଭିନ୍ନ ପ୍ରକ୍ରିୟାର ତଦାରଖ କରିବା

ସୂଚନା ସୁରକ୍ଷାର ଅର୍ଥ

ସମ୍ପାଦନା

ଇତିହାସ

ସମ୍ପାଦନା

ପୁରାତନ କାଳରେ କୁଟନୀତି ଓ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନାର ଆଦାନପ୍ରଦାନ କରାଯାଉଥିଲା ଓ ଏହି ସୂଚନା କିପରି ଶତ୍ରୁ ପାଖରେ ପହଞ୍ଚିପାରିବନି ସେଥିପାଇଁ ତାକୁ ଅତ୍ୟନ୍ତ ଗୁପ୍ତ ଭାବରେ ସ୍ଥାନାନ୍ତର କରାଯାଉଥିଲା | ରୋମ୍ ସମ୍ରାଟ ଜୁଲିୟସ୍ ସିଜର୍ ପ୍ରଥମେ ସିଜର୍ ସାଇଫର୍ ବ୍ୟବହାର କରିଥିଲେ ଯେଉଁଥିରେ ସୂଚନାକୁ ପରିବର୍ତ୍ତନ କରି ଲେଖା ଯାଉଥିଲା ଯାହାଦ୍ୱାରା ତାକୁ ଆଉ କେହି ପଢ଼ିଲେ ମଧ୍ୟ ସେଥିରୁ ପ୍ରକୃତ ତଥ୍ୟ ବାହାର କରି ପାରୁନଥିଲେ |

ମୂଳ ତତ୍ତ୍ୱ

ସମ୍ପାଦନା

ବିପଦ ପରିଚାଳନା

ସମ୍ପାଦନା

ପ୍ରକ୍ରିୟା

ସମ୍ପାଦନା

ଘଟଣା ପ୍ରସ୍ତୁତିର ବିଭିନ୍ନ ଉପାୟ

ସମ୍ପାଦନା

୧. ପ୍ରସ୍ତୁତି

୨. ଚିହ୍ନଟ

୩. ସୁରକ୍ଷା ବଳୟରେ ଧାରଣ

୪. ଦୂରୀକରଣ

୫. ପୁନରୁଧ୍ଧାର

୬. ଶିକ୍ଷାଲାଭ

  1. "What is Information Securtiy | Policy, Principles & Threats | Imperva". Learning Center (in ଆମେରିକୀୟ ଇଂରାଜୀ). Retrieved 2022-01-14.
  2. https://www.dnv.com/article/the-three-pillar-approach-to-cyber-security-data-and-information-protection-165683