ସୁଷମା ରଣା ଜଣେ ଭାରତୀୟ ପେଶାଗତ ବନ୍ଧୁକଚାଳନା ଖେଳାଳି । ସେ ୨୫ ମିଟର୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରନ୍ତି । ସେ ଯଶପାଲ୍ ରଣାଙ୍କ ଛୋଟ ଭଉଣୀ ।i

ସୁଷମା ରଣା
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମସୁଷମା ରଣା
ପୂରା ନାମସରୋଜା ଝୁଠୁ
ଜାତୀୟତାଭାରତୀୟ
ଜନ୍ମ (1980-11-13) ୧୩ ନଭେମ୍ବର ୧୯୮୦ (ବୟସ ୪୩)
Sport
ଦେଶ ଭାରତ
କ୍ରୀଡ଼ାବନ୍ଧୁକଚାଳନା
Event(s)୨୫ ମିଟର୍ ଏୟାର୍ ପିସ୍ତଲ୍

ସେ ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ୨୫ ମିଟର୍ ବନ୍ଧୁକଚାଳନାରେ ଜାତୀୟ ରେକର୍ଡ ବ‌ହନ କରିଥିଲେ । ସେ ମେଲ୍‌ବୋର୍ଣ୍ଣ୍‌ଠାରେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇ ୨୫ ମିଟର୍ ମହିଳା ଯୁଗଳ ବନ୍ଧୁକଚାଳନାରେ ସରୋଜା ଝୁଠୁଙ୍କ ସ‌ହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଆଧାର ସମ୍ପାଦନା