ସୁମନା ଦାସ

ଭାରତୀୟ ଅଭିନେତ୍ରୀ

ସୁମନା ଦାସ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ବାୟତ୍ତବ ଦିଲ୍ କୀ ତମନ୍ନା ହୈ ଧାରାବାହିକରେ ଶାମଲି ଭୂମିକରେ ଓ କ୍ୟା ମସ୍ତ ହୈ ଲାଇଫ୍ରେ ରିୟାଅ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ଆସାମର ଦିଫୁ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ମଧୁମିତା ଦାସ ମଧ୍ୟ ଜଣେ ଅଭିନେତ୍ରୀ ।

ସୁମନା ଦାସ ଗରଡ଼ିଆ
ଜନ୍ମ
ସୁମନା ଦାସ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯–୨୦୧୬
ବୈବାହିକ-ସାଥୀ
ସୁମିତ ଗରଡ଼ିଆ
(m. ୨୦୧୪)
ପିତାମାତା
  • ସାବିତ୍ରୀ ଦାସ ମହନ୍ତ (mother)
ପରିବାରମଧୁମିତା ଦାସ (ଭଉଣୀ)

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୦୯–୨୦୧୦ କ୍ୟା ମସ୍ତ ଲାଇଫ୍ ହୈ ରିୟା ଡିଜ୍‌ନି ସହାୟକ ଭୂମିକା
ବାୟତ୍ତାବ ଦିଲ୍ କୀ ତମନ୍ନା ହୈ[] ଶାମୋଲି କୁନାଲ ମେହେରା ସୋନି ଟିଭି ମୁଖ୍ୟ ଭୂମିକା
୨୦୧୦ ଆହାଟ - ଇସ୍ସେ ଦେଖ୍‌ନା ମନା ହୈ : ଅଧ୍ୟାୟ ୧ ଓ ୨ ନୈନା (ଅଧ୍ୟାୟ ୩୭ ଓ ୩୮) ଅଧ୍ୟାୟଗତ ଭୂମିକା
ବୈରି ପିୟା କାଜ୍ରି କଲର୍ସ ଟିଭି ସହାୟକ ଭୂମିକା
ସି.ଆଇ.ଡି. - ନେତ୍ରହୀନ ଗବାଃ ଅଧ୍ୟାୟ ୬୫୩ ସୋନି ଟିଭି ଅଧ୍ୟାୟଗତ ଭୂମିକା
୨୦୧୧ ନାଚ୍‌ଲେ ବେ ଉଇଥ୍ ସରୋଜ୍ ଖାନ୍ ଅତିଥି ଏନ୍‌ଡିଟିଭି ଇମାଜିନ୍ ରିଆଲିଟି ଶୋ
୨୦୧୧–୨୦୧୨ କାହାନୀ ଚନ୍ଦ୍ରକାନ୍ତା କି ଦାମିନୀ ସାହାରା ୱାନା ସହାୟକ ଭୂମିକା
୨୦୧୨ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍‌ବୀରେଁ ଅଧ୍ୟାୟ ୧୧ ଜୀ ଟିଭି ଅଧ୍ୟାୟଗତ ଭୂମିକା
ସାବଧାନ ଇଣ୍ଡିଆ ପ୍ରତିମା (ଅଧ୍ୟାୟ ୨୨) ଲାଇଫ୍ ଓକେ
୨୦୧୩ ସାବିତ୍ରୀ - ଏକ ପ୍ରେମ୍ କାହାନୀ ମିଷ୍ଟି ସହାୟକ ଭୂମିକା
ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସ୍‌ବୀରେଁ[] ଅଧ୍ୟାୟ ୯୨ ଜୀ ଟିଭି ଅଧ୍ୟାୟଗତ ଭୂମିକା
୨୦୧୪ ୟେ ହୈ ଆଶିକୀ ରୋହଙ୍କ ବଡ଼ ଭଉଣୀ (ସିଜିନ୍ ୧ - ଅଧ୍ୟାୟ ୧୩) ବିନ୍ଦାସ୍
  1. "Its Kareena of Atraaz for Sumana Das". Gaea Times Dot Com (in ଇଂରାଜୀ). 2009-10-03. Retrieved 2020-02-18.
  2. "Sumana Das & Sunayana Fozdar in Fear Files". Times Of India Dot Com (in ଇଂରାଜୀ). 2013-05-12. Retrieved 2020-02-18.