ସୁନାଗୋସ୍ୱାମୀ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମଠର ମହନ୍ତ ମଧ୍ୟ ଦର୍ପନାରାୟଣ ମଠର ମହନ୍ତ ଅଟନ୍ତି । [୧]

ଜଗନ୍ନାଥଙ୍କ ସେବାରେ ଯୋଗଦାନ ସମ୍ପାଦନା

ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ଗହଣା ଯଥା ଅଳକା ଏବଂ ଚଉସରା ଯୋଗାଇଥାଏ । ବନକଲାଗି ସମୟରେ ରତ୍ନବେଦୀ ମଜଣା ଏବଂ ସ୍ନାନ ପୁର୍ଣ୍ଣିମା ରୀତି ସମୟରେ ଶୀତଳା କୂପରୁ ଅଧିବାସ ଜଳ ଯୋଗାଇଥାଏ ଏବଂ ଅଗ୍ନିଉତ୍ସବରେ ଦୋଳ ଗୋବିନ୍ଦଙ୍କ ପାଖରେ ପଙ୍କ୍ତି ଭୋଗ ଲାଗି କରିଥାନ୍ତି । [୨]

ଆଧାର ସମ୍ପାଦନା

  1. "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
  2. "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.

ଅଧିକ ପଠନ ସମ୍ପାଦନା