ସୁକ୍ରାଲଫେଟ
ସୁକ୍ରାଲଫେଟ ଏକ ଔଷଧ ଯାହା ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ପାକସ୍ଥଳୀ ଘାଆ, ଗ୍ୟାଷ୍ଟ୍ରୋସୋଫେଜାଲ୍ ରିଫ୍ଲକ୍ସ ରୋଗ (GERD), ବିକିରଣ ପ୍ରୋକ୍ଟାଇଟିସ ଓ ପାକସ୍ଥଳୀ ପ୍ରଦାହ ଭଳି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ ଏବଂ ଚାପଯୁକ୍ତ ଘାଆର ପ୍ରତିଷେଧ ଭାବରେ ଦିଆଯାଏ | [୨] [୩] [୪] ଏଚ ପାଇଲୋରି (H. pylori ) ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏହାର ଉପଯୋଗୀତା ସୀମିତ ଅଟେ | [୫] ଏହା ପାଟିରେ କିମ୍ବା ମଳଦ୍ୱାର ବାଟେ ଦିଆଯାଏ | [୫] [୬]
Clinical data | |
---|---|
Trade names | Carafate |
AHFS/Drugs.com | monograph |
MedlinePlus | a681049 |
data |
|
Pregnancy category |
|
Routes of administration | By mouth, rectal |
Legal status | |
Legal status |
|
Pharmacokinetic data | |
Bioavailability | 3-5% (local acting) |
Metabolism | GI; liver: unknown |
Elimination half-life | unknown |
Excretion | Feces, urine |
Identifiers | |
| |
ECHA InfoCard | 100.053.636 |
Chemical and physical data | |
Formula | C12H54Al16O75S8 |
Molar mass | ୨,୦୮୬.୬୭ g·mol−1 |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୋଇପାରେ | [୫] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପିଣ୍ଡୁଳା ଗଠନ ଏବଂ ଏନସେଫାଲୋପାଥି ହୋଇପାରେ | [୭] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନରେ ବ୍ୟବହାର କଲେ ନିରାପଦ ମନେହୁଏ | [୮] ଏହା କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ କିନ୍ତୁ ଅଲସରକୁ ବାନ୍ଧି ରଖିବା ଏବଂ ଅଧିକ କ୍ଷତିରୁ ସୁରକ୍ଷା କରେ ବୋଲି ବିଶ୍ୱାସ କରାଯାଏ | [୫] [୮]
ସୁକ୍ରାଲଫେଟ ୧୯୮୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା। [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୮] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ପ୍ରାୟ $ ୦.୨୨ ଆମେରିକୀୟ ଡଲାର ଅଟେ । [୯] ୨୦୧୭ ରେ, ଏହା ଯୁକ୍ତରାଷ୍ଟ୍ରରେ ୨୧୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୦] [୧୧]
ଆଧାର
ସମ୍ପାଦନା- ↑ Merck Index, 12th Edition, 9049.
- ↑ "Sucralfate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists.
- ↑ Maton PN (November 2003). "Profile and assessment of GERD pharmacotherapy". Cleveland Clinic Journal of Medicine. 70 Suppl 5: S51-70. doi:10.3949/ccjm.70.Suppl_5.S51. PMID 14705381.
- ↑ Mendenhall WM, McKibben BT, Hoppe BS, Nichols RC, Henderson RH, Mendenhall NP (October 2014). "Management of radiation proctitis". American Journal of Clinical Oncology. 37 (5): 517–23. doi:10.1097/COC.0b013e318271b1aa. PMID 23241500.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Sucralfate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists.
- ↑ Mendenhall WM, McKibben BT, Hoppe BS, Nichols RC, Henderson RH, Mendenhall NP (October 2014). "Management of radiation proctitis". American Journal of Clinical Oncology. 37 (5): 517–23. doi:10.1097/COC.0b013e318271b1aa. PMID 23241500. S2CID 12129192.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 73. ISBN 9780857113382.
- ↑ ୮.୦ ୮.୧ ୮.୨ British national formulary : BNF 76 (76 ed.). Pharmaceutical Press. 2018. p. 73. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Sucralfate - Drug Usage Statistics". ClinCalc. Retrieved 11 April 2020.