କୋନିରା ବେଲିଆପ୍ପା ମୁତାମ୍ମା (କୋଦାଭା: ಚೋನಿರ ಬೆಳ್ಯಪ್ಪ ಮುತ್ತಮ್ಮ) (୨୪ ଜାନୁଆରୀ ୧୯୨୪ - ୧୪ ଅକ୍ଟୋବର ୨୦୦୯) ପ୍ରଥମ ମହିଳା ଭାବେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ସେ ମଧ୍ୟ ପ୍ରଥମ ମହିଳା ଭାବେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତର ପ୍ରଥମ କୂଟନୀତିଜ୍ଞ ଥିଲେ । ପରେ ସେ ପ୍ରଥମ ଭାରତୀୟ ମହିଳା ରାଷ୍ଟ୍ରଦୂତ ହୋଇଥିଲେ । ସେ ଭାରତୀୟ ପ୍ରଶାସନିକ ସେବାରେ ଲିଙ୍ଗ‌ଗତ ସମାନତା ଆଣିବା ପାଇଁ ଚେଷ୍ଟା କରିଥିଲେ ।[୧][୨][୩][୪]

କୋନିରା ବେଲିଆପ୍ପା ମୁତାମ୍ମା
ಚೋನಿರ ಬೆಳ್ಯಪ್ಪ ಮುತ್ತಮ್ಮ
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୪ ଜାନୁଆରୀ ୧୯୨୪
ବିରଜାପେଟ
ମୃତ୍ୟୁ୧୪ ଅକ୍ଟୋବର, ୨୦୦୯ (୮୫ ବର୍ଷ)
ବାଙ୍ଗାଲୋର
ଶିକ୍ଷାନୁଷ୍ଠାନମହିଳା ଖ୍ରୀଷ୍ଟିଆନ୍ ମହାବିଦ୍ୟାଳୟ
ପ୍ରେସିଡ଼େନ୍ସି ମହାବିଦ୍ୟାଳୟ, ଚେନ୍ନାଇ
Military service
ଆନୁଗତ୍ୟ India
Years of service୧୯୪୯-୧୯୮୨
ର‍୍ୟାଙ୍କରାଷ୍ଟ୍ରଦୂତ


ଆଧାର ସମ୍ପାଦନା

  1. "WOMEN IN INDIAN FOREIGN SERVICE". Ministry of External Affairs. Government of India. Retrieved 11 October 2014.
  2. "Women in India's Foreign Service". NCHRO. Confederation of Human Rights Organizations (CHRO). Retrieved 11 October 2014.
  3. Rajagopalan, Swarna; Baruah, Amit. "Women in the Indian Foreign Service". Hindustan Times Blog, “Wordly Wise"/ PSW Weblog. Retrieved 11 October 2014.
  4. Bhaumik, Anirban; Arun, B S (13 November 2009). "Diva of diplomacy". Deccan Herald. Deccan Herald. Retrieved 11 October 2014.