ସି ବି ମୁତାମ୍ମା
କୋନିରା ବେଲିଆପ୍ପା ମୁତାମ୍ମା (କୋଦାଭା: ಚೋನಿರ ಬೆಳ್ಯಪ್ಪ ಮುತ್ತಮ್ಮ) (୨୪ ଜାନୁଆରୀ ୧୯୨୪ - ୧୪ ଅକ୍ଟୋବର ୨୦୦୯) ପ୍ରଥମ ମହିଳା ଭାବେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ସେ ମଧ୍ୟ ପ୍ରଥମ ମହିଳା ଭାବେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତର ପ୍ରଥମ କୂଟନୀତିଜ୍ଞ ଥିଲେ । ପରେ ସେ ପ୍ରଥମ ଭାରତୀୟ ମହିଳା ରାଷ୍ଟ୍ରଦୂତ ହୋଇଥିଲେ । ସେ ଭାରତୀୟ ପ୍ରଶାସନିକ ସେବାରେ ଲିଙ୍ଗଗତ ସମାନତା ଆଣିବା ପାଇଁ ଚେଷ୍ଟା କରିଥିଲେ ।[୧][୨][୩][୪]
କୋନିରା ବେଲିଆପ୍ପା ମୁତାମ୍ମା | |
---|---|
ಚೋನಿರ ಬೆಳ್ಯಪ್ಪ ಮುತ್ತಮ್ಮ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଜାନୁଆରୀ ୧୯୨୪ ବିରଜାପେଟ |
ମୃତ୍ୟୁ | ୧୪ ଅକ୍ଟୋବର, ୨୦୦୯ (୮୫ ବର୍ଷ) ବାଙ୍ଗାଲୋର |
ଶିକ୍ଷାନୁଷ୍ଠାନ | ମହିଳା ଖ୍ରୀଷ୍ଟିଆନ୍ ମହାବିଦ୍ୟାଳୟ ପ୍ରେସିଡ଼େନ୍ସି ମହାବିଦ୍ୟାଳୟ, ଚେନ୍ନାଇ |
Military service | |
ଆନୁଗତ୍ୟ | India |
Years of service | ୧୯୪୯-୧୯୮୨ |
ର୍ୟାଙ୍କ | ରାଷ୍ଟ୍ରଦୂତ |
ଆଧାର
ସମ୍ପାଦନା- ↑ "WOMEN IN INDIAN FOREIGN SERVICE". Ministry of External Affairs. Government of India. Retrieved 11 October 2014.
- ↑ "Women in India's Foreign Service". NCHRO. Confederation of Human Rights Organizations (CHRO). Retrieved 11 October 2014.
- ↑ Rajagopalan, Swarna; Baruah, Amit. "Women in the Indian Foreign Service". Hindustan Times Blog, “Wordly Wise"/ PSW Weblog. Retrieved 11 October 2014.
- ↑ Bhaumik, Anirban; Arun, B S (13 November 2009). "Diva of diplomacy". Deccan Herald. Deccan Herald. Retrieved 11 October 2014.