ସିସାଟ୍ରାକୁରିଅମ

ଏହା ଏକ ଔଷଧ ଯାହା ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ ଏବଂ ଅସ୍ତ୍ରୋପଚାର କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ ସମୟର

ସିସାଟ୍ରାକୁରିଅମ (ଇଂରାଜୀ ଭାଷାରେ Cisatracurium), ଅନ୍ୟମାନଙ୍କ ମଧ୍ୟରେ ନିମ୍ବକ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ ଏବଂ ଅସ୍ତ୍ରୋପଚାର କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ ସମୟରେ ସାହାଯ୍ୟ କରିଥାଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ଏହାର ଆରମ୍ଭରେ ମଧ୍ୟବର୍ତ୍ତୀ ପ୍ରଭାବ ଏବଂ କାର୍ଯ୍ୟର ଅବଧି ହୁଏ ।[୩] [୧]

ସିସାଟ୍ରାକୁରିଅମ
Clinical data
Trade namesNimbex, others
SynonymsCisatracurium besilate, cisatracurium besylate, 51W89
AHFS/Drugs.commonograph
data
Pregnancy
category
  • B
Routes of
administration
Intravenous
Legal status
Legal status
Pharmacokinetic data
Bioavailability100% (IV)
Metabolism80% Hofmann degradation / liver
Elimination half-life20–29 minutes
Excretion10-15% unchanged
Identifiers
  • 5-[3-[(1R,2R)-1-[(3,4-Dimethoxyphenyl)methyl]-6,7-dimethoxy-2-methyl-3,4-dihydro-1H-isoquinolin-2-yl]propanoyloxy]pentyl 3-[(1R,2R)-1-[(3,4-dimethoxyphenyl)methyl]-6,7-dimethoxy-2-methyl-3,4-dihydro-1H-isoquinolin-2-yl]propanoate benzenesulfonate (1:2)
Chemical and physical data
FormulaC65H82N2O18S2
Molar mass୧,୨୪୩.୪୯ g·mol−1
3D model (JSmol)
  • [O-]S(=O)(=O)c1ccccc1.[O-]S(=O)(=O)c1ccccc1.O=C(OCCCCCOC(=O)CC[N@@+]2([C@@H](c1c(cc(OC)c(OC)c1)CC2)Cc3ccc(OC)c(OC)c3)C)CC[N@+]5(C)[C@@H](c4cc(OC)c(OC)cc4CC5)Cc6ccc(OC)c(OC)c6
  • InChI=1S/C53H72N2O12.2C6H6O3S/c1-54(22-18-38-32-48(62-7)50(64-9)34-40(38)42(54)28-36-14-16-44(58-3)46(30-36)60-5)24-20-52(56)66-26-12-11-13-27-67-53(57)21-25-55(2)23-19-39-33-49(63-8)51(65-10)35-41(39)43(55)29-37-15-17-45(59-4)47(31-37)61-6;2*7-10(8,9)6-4-2-1-3-5-6/h14-17,30-35,42-43H,11-13,18-29H2,1-10H3;2*1-5H,(H,7,8,9)/q+2;;/p-2/t42-,43-,54-,55-;;/m1../s1 checkY
  • Key:XXZSQOVSEBAPGS-DONVQRBFSA-L checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃଦ୍‌ଗତି ହାର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଦୀର୍ଘସ୍ଥାୟୀ ମାଂସପେଶୀ ଦୁର୍ବଳତା ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିଲେ ମଧ୍ୟ ଏହାର ମାତ୍ରା ସଜାଡିବା ଆବଶ୍ୟକ ନାହିଁ ।[୧] ଏହା ଅଣ-ଡିପୋଲାରାଇଜିଂ ପ୍ରକାରର ଏକ ନ୍ୟୁରୋମସ୍କୁଲାର ବ୍ଲକିଂ କାରକ ଅଟେ।[୧] ଏହା କଙ୍କାଳୀୟ ମାଂସପେଶୀକୁ ଆରାମ ଦେଇଥାଏ ।[୧]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିସାଟ୍ରାକୁରିଅମ ଅନୁମୋଦିତ ହୋଇଥିଲା [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧୦୨୧ ମସିହାରେ ଏହାର ଏକ ୨୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୮ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ ଡଲାର ଅଟେ ।[୪]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Cisatracurium Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 5 January 2022.
  2. "DailyMed - CISATRACURIUM BESYLATE injection". dailymed.nlm.nih.gov. Archived from the original on 28 March 2021. Retrieved 5 January 2022.
  3. ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 1390. ISBN 978-0857114105.
  4. "Cisatracurium Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 5 January 2022.