ସିଲୋଡୋସିନ
ସିଲୋଡୋସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ରାପାଫ୍ଲୋ, ହେଉଛି ଏକ ଔଷଧ ଯାହା ବିନାଇନ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ (BPH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ୫α ରିଡକ୍ଟେଜ ଇନହିବିଟର ସହିତ ଏକତ୍ର ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Urief, Rapaflo, Silodyx, others |
Synonyms | KAD-3213, KMD-3213 |
AHFS/Drugs.com | monograph |
MedlinePlus | a609002 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 32% |
Protein binding | 96.6% |
Metabolism | Liver glucuronidation (UGT2B7-mediated); also minor CYP3A4 involvement |
Elimination half-life | 13±8 hours[ଆଧାର ଲୋଡ଼ା] |
Excretion | 33.5% renal, 54.9% fecal |
Identifiers | |
| |
ECHA InfoCard | 100.248.664 |
Chemical and physical data | |
Formula | C25H32F3N3O4 |
Molar mass | ୪୯୫.୫୪ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପଶ୍ଚାତଗାମୀ ସ୍ଖଳନ, ମୁଣ୍ଡ ବୁଲାଇବା, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ନାକ ଭରି ରହିଥାଏ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାଅପରେଟିଭ୍ ଫ୍ଲପି ଆଇରିସ୍ ସିଣ୍ଡ୍ରୋମ ହୋଇପାରେ ।[୧] ଯକୃତ କିମ୍ବା ବୃକ୍କ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହାର ବ୍ୟବହାରକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ α1-ଆଡ୍ରେନୋସେପ୍ଟର ଆଣ୍ଟାଗୋନିଷ୍ଟ ଯାହା ମୂତ୍ରାଶୟ ଏବଂ ପ୍ରୋଷ୍ଟେଟରେ ମାଂସପେଶୀକୁ ଆରାମ ଶିଥିଳ କରିବାରେ ସାହାଯ୍ୟ କରେ ।[୧]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୦ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ୩ ମାସର ଚିକିତ୍ସା ଖର୍ଚ୍ଚ ବାବଦ ୨୦୨୧ ସୁଦ୍ଧା ପ୍ରାୟ ୩୪ ଡଲାର ଥିଲା ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Silodyx EPAR". European Medicines Agency (EMA). 2010-01-10. Archived from the original on 2021-05-16. Retrieved 2021-07-27.
- ↑ ୨.୦ ୨.୧ ୨.୨ ୨.୩ "Silodosin Monograph for Professionals". Drugs.com (in ଇଂରାଜୀ). Archived from the original on 10 August 2020. Retrieved 12 October 2021.
- ↑ "Silodosin Prices, Coupons & Savings Tips - GoodRx". GoodRx. Archived from the original on 4 May 2016. Retrieved 12 October 2021.