ସିଲଭର ଡାଇଆମ୍ମିନ ଫ୍ଲୋରାଇଡ

ଏହାଏକ ଔଷଧ ଯାହା ଦାନ୍ତ କ୍ଷୟକୁ ରୋକିବାକୁ, ପ୍ରତିରୋଧ କରିବାକୁ ଏବଂ ସମ୍ବେଦନଶୀଳ ଦାନ୍ତର ଚିକିତ୍ସା କରିବାକୁ

ସିଲଭର ଡାଇଆମ୍ମିନ ଫ୍ଲୋରାଇଡ (SDF), ସିଲଭର ଡାଇଆମିନ ଫ୍ଲୋରାଇଡ୍ ମଧ୍ୟ ବନାନ କରାଯାଇଥାଏ, ହେଉଛି ଏକ ଔଷଧ ଯାହା ଦାନ୍ତ କ୍ଷୟକୁ ରୋକିବାକୁ, ପ୍ରତିରୋଧ କରିବାକୁ ଏବଂ ସମ୍ବେଦନଶୀଳ ଦାନ୍ତର ଚିକିତ୍ସା କରିବାକୁ ବ୍ୟବହୃତ ହୁଏ ।[] ଦାନ୍ତ କ୍ଷୟ ଚିହ୍ନଟ କରିବା ମଧ୍ୟ ଉପଯୋଗୀ ଏହା ଉପ‌ଯୋଗୀ ହୁଏ ।[] ଏହା ଦାନ୍ତରେ ପ୍ରୟୋଗ କରାଯାଏ | [] ଫ୍ଲୋରାଇଡ୍ ଭାର୍ନିଶ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ଜଣାଯାଏ ।[]

ସିଲଭର ଡାଇଆମ୍ମିନ ଫ୍ଲୋରାଇଡ
Before (left) and after (right) use of SDF in people with tooth decay
Clinical data
Trade namesFagamin, Advantage Arrest, others
SynonymsDiammine silver fluoride, diamine silver fluoride, silver fluoride, silver ammonium fluoride
Legal status
Legal status
  • US: ℞-only and 510(k) cleared class II medical device
Identifiers
  • Diamminesilver(I) fluoride
Chemical and physical data
FormulaAgFH6N2
Molar mass୧୬୦.୯୩ g·mol−1
3D model (JSmol)
  • F[Ag]([NH3])[NH3]
  • InChI=InChI=1S/Ag.FH.2H3N/h;1H;2*1H3/q+1;;;/p-1

ପାର୍ଶ୍ୱ ପ୍ରତିକ୍ରିୟାରେ ଦାନ୍ତ ଗୁହାରେ ସ୍ଥାୟୀ କଳା ଦାଗ ହୁଏ ଏବଂ ଧାତବ ସ୍ୱାଦ ଲାଗିପାରେ ।[] ଚର୍ମର ଦାଗ ହୋଇପାରେ କିନ୍ତୁ ଏହା ଅସ୍ଥାୟୀ ଅଟେ ।[] ପିଲାମାନଙ୍କରେ ବର୍ଷକୁ ଦୁଇଥର ବ୍ୟବ‌ହାର କଲେ ଦାନ୍ତ ଫ୍ଲୋରୋସିସ୍ ହେବାର ଆଶଙ୍କା କମ୍ ଥାଏ ।[] ଏହି ଔଷଧରେ ରୂପା, ଫ୍ଲୋରାଇଡ ଏବଂ ଆମୋନିଆ ଆୟନ ଥାଏ ।[] ଏହା ଡେଣ୍ଟିନ୍ ଟ୍ୟୁବୁଲକୁ ଅବରୋଧ କରି, ଜୀବାଣୁ ମାରି ଏବଂ ଦାନ୍ତର ରିମିନେରାଇଜେସନର ଉନ୍ନତି କରି କାର୍ଯ୍ୟକ୍ଷମ ହୁଏ ।[]

ଷାଠିଏ ଦଶକରେ ଜାପାନରେ ଏବଂ ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିଲଭର ଡାଇମାଇନ୍ ଫ୍ଲୋରାଇଡ୍ ଅନୁମୋଦିତ ହୋଇଥିଲା ।[] ଏହା ଅନ୍ୟମାନଙ୍କ ମଧ୍ୟରେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଉପଲବ୍ଧ ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ବ୍ୟବହାର କଲେ ପ୍ରାୟ ୭୫ ଡଲାର ଖର୍ଚ୍ଚ ହୁଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Seifo N, Robertson M, MacLean J, Blain K, Grosse S, Milne R, Seeballuck C, Innes N (January 2020). "The use of silver diamine fluoride (SDF) in dental practice". British Dental Journal. 228 (2): 75–81. doi:10.1038/s41415-020-1203-9. PMID 31980777. Archived from the original on 2022-11-01. Retrieved 2022-10-31. {{cite journal}}: Unknown parameter |displayauthors= ignored (|display-authors= suggested) (help)
  2. Rosenblatt A, Stamford TC, Niederman R (February 2009). "Silver diamine fluoride: a caries "silver-fluoride bullet"". Journal of Dental Research. 88 (2): 116–25. doi:10.1177/0022034508329406. PMID 19278981.
  3. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  4. Contributors, WebMD Editorial. "What to Know About Silver Diamine Fluoride (SDF) for Dental Care". WebMD (in ଇଂରାଜୀ). Archived from the original on 31 October 2022. Retrieved 2 December 2022. {{cite web}}: |last= has generic name (help)