ସିରୁଳୀ ମହାବୀର ମନ୍ଦିର
ଓଡ଼ିଶାର ସିରୁଲିରେ ଏକ ହିନ୍ଦୁ ମନ୍ଦିର
(ସିରୁଳୀ ମହାବୀର ମନ୍ଦିର, ପୁରୀରୁ ଲେଉଟି ଆସିଛି)
ସିରୁଳୀ ମହାବୀର ଓଡ଼ିଶାର ଧାର୍ମିକ ସହର ପୁରୀଠାରେ ଥିବା ଏକ ହନୁମାନଙ୍କ ମନ୍ଦିର। ସିରୁଳୀ ମହାବୀର ମନ୍ଦିର ପୁରୀ ଜିଲ୍ଲାଠାରୁ ୨୭ କିଲୋମିଟର ଓ ଭୂବନେଶ୍ୱରଠାରୁ ୭୧ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ଶିଳ୍ପ ବିଦ୍ଯା ସମ୍ବନ୍ଧୀୟ ପାଇଁ ନୁହେଁ କିନ୍ତୁ ଏକ ଧାର୍ମିକ ସମ୍ବନ୍ଧୀୟ । ଏହା ଓଡ଼ିଶାର ଅନ୍ଯତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ । [୧]
ପୁରୀ ଭାରତବର୍ଷର ଅତ୍ୟୁତ୍ତମ ତଥା ସର୍ବବୃହତ୍ତ ତୀର୍ଥ ଏବଂ ଧାର୍ମିକ କେନ୍ଦ୍ର !। ଏହା ପ୍ରଭୁ ଜଗନ୍ନାଥଙ୍କର ପୁନ୍ୟଭୂମି। ଓଡ଼ିଶାରେ ପ୍ରଭୁ ହନୁମାନ ମଧ୍ୟ ବିସ୍ତାରିତ ରୂପେ ପୂଜା ପାଉଛନ୍ତି । କଟକରେ ପଞ୍ଚମୁଖୀ ହନୁମାନ ମନ୍ଦିର ଏବଂ ପୁରୀର ସିରୁଳୀ ମହାବୀର ଓ ସିଦ୍ଧ ମହାବୀର ମନ୍ଦିର ଓଡ଼ିଶାରେ ବିଖ୍ଯାତ ।
ଇତିହାସ
ସମ୍ପାଦନାକିମ୍ବଦନ୍ତୀ
ସମ୍ପାଦନାପର୍ବପବାଣି
ସମ୍ପାଦନାଆଧାର
ସମ୍ପାଦନା- ↑ "ସିରୁଳି ମହାବୀର ମନ୍ଦିର". Retrieved 28 May 2014.