ସିମ୍ବଲବାରା ଅଭୟାରଣ୍ୟ
ସିମ୍ବଲବାରା ଅଭୟାରଣ୍ୟ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଶିର୍ମୌର ଜିଲ୍ଲାରେ ଅବସ୍ଥିତ । ଏହି ଅଞ୍ଚଳ ଘଞ୍ଚ ଶାଲ ବଣରେ ପରିପୂର୍ଣ । ଏହି ସ୍ଥାନ ଦେଇ ଏକ ଚିରସ୍ରୋତା ଜଳଧାରା ପ୍ରବାହିତ ହେଇଥାଏ । ଏଠାରେସ୍ଥିତ ସିମ୍ବଲବାରା ଜଙ୍ଗଲ ରେସ୍ଟ ହାଉସ ପୁରୁବାଲା ଆଞ୍ଚଳ ସହ ରାସ୍ତା ପଥଦ୍ୱାରା ସୁସଂଯୁକ୍ତ । ଏଠାରୁ ଉପତ୍ୟକାର ସୁନ୍ଦର ପ୍ରକୃତିକ ଦୃଶ୍ୟ ଦେଖାଯାଇଥାଏ । ଏହି ଅରଣ୍ୟରେ ଗୋରାଳ , ସମ୍ବର , ଚିତଳ ଆଦି ବନ୍ୟ ପ୍ରାଣୀ ବହୁ ସଂଖ୍ୟାରେ ଦୃଷ୍ଟିଗୋଚର ହେଇଥାନ୍ତି । ଜଙ୍ଗଲ ମଦ୍ୟ ଦେଇ ଚଲାପଥ ସବୁ ନିକଟବରତି ଅରଣ୍ୟ ସବୁକୁ ରହିଛି । ଅକ୍ଟୋବର - ନଭେମ୍ବର[୧] କାଳ ଏହାକୁ ପାରଦର୍ଶନ କରି ଯିବା ପାଇଁ ଉତ୍କୃଷ୍ଟ ସମୟ । ହିମାଚଳ ପ୍ରଦେଶର ପର୍ଯ୍ୟଟନ ଓ ଯାତ୍ରା ବିଭାଗ ଏହି ଅଭୟାରଣ୍ୟକୁ ତାହାର ପ୍ରକୃତିକ ସୋଭା ସହ ସଂରକ୍ଷଣ କରି ରଖିଛନ୍ତି ।[୨]
ଯାତାୟତ
ସମ୍ପାଦନା- ନିକଟତମ ବିମାନ ବନ୍ଦର -ଚଣ୍ଡୀଗଡ଼ (87 କିଲୋମିଟର )
- ନିକଟତମ ରେଳ ଷ୍ଟେସନ -ଅମ୍ବାଲା କଣ୍ଟ(63 କିଲୋମିଟର )
- ରାସ୍ତାଦ୍ୱାରା ଏହି ଅରଣ୍ୟ ସହ ଅନେକ ସହର ସହ ଯୋଗାଯୋଗ ରହିଛି .
- ।ନିକଟତମ ଗ୍ରାମ -ପଲ୍ହୋରୀ
ଆଧାର
ସମ୍ପାଦନା- ↑ "Himachal Tourism Dep". Archived from the original on 2010-03-24. Retrieved 2016-11-30.
- ↑ "Simbalbara sanctuary @surfindia.com". Archived from the original on 2007-09-27. Retrieved 2016-11-30.
ବାହାର ଲିଙ୍କ
ସମ୍ପାଦନା- himachaltourism.nic.in Archived 2007-01-15 at the Wayback Machine.
- hptdc.gov.in Archived 2019-03-15 at the Wayback Machine.
This Himachal Pradesh location article is a stub. You can help Wikipedia by expanding it. |