ସିମୋନେଟା ସୋମାରୁଗା

ସିମୋନେଟା ସୋମାରୁଗା (ଜନ୍ମ୧୪ ମଇ,୧୯୬୦)[୧]ହେଉଛନ୍ତି social Democratic party of Switzerlandର ସ୍ୱିସ ରାଜନୈତିଜ୍ଞା।ସେ ସ୍ୱିସ ଫେଡେରାଲ୍ କାଉନ୍ସିଲର ଜଣେ ସଦସ୍ୟ,ସେ Federal department of Justice and policeର ମୁଖ୍ୟ ମଧ(ସ୍ୱିସ ପ୍ରତିରକ୍ଷା ମନ୍ତ୍ରୀ)।[୨] ।୨୦୧୪ରେ ସେ ସ୍ୱିସ କନଫିଡ଼ରେସନର ଉପ ସଭାପତି ଥିଲେ ଓ ପରେ ସଭାପତି ପଦବୀକୁ ଉପନୀତ ହୋଇଥିଲେ।

Simonetta Sommaruga
President of Switzerland
କାର୍ଯ୍ୟକାଳ
1 January 2015 – 31 December 2015
Vice PresidentJohann Schneider-Ammann
ପୂର୍ବ ଅଧିକାରୀDidier Burkhalter
ପର ଅଧିକାରୀJohann Schneider-Ammann
Vice President of Switzerland
କାର୍ଯ୍ୟକାଳ
1 January 2014 – 31 December 2014
ରାଷ୍ଟ୍ରପତିDidier Burkhalter
ପୂର୍ବ ଅଧିକାରୀDidier Burkhalter
ପର ଅଧିକାରୀJohann Schneider-Ammann
Head of the Department of Justice and Police
Assumed office
1 November 2010
ପୂର୍ବ ଅଧିକାରୀEveline Widmer-Schlumpf
Member of the Swiss Federal Council
Assumed office
1 November 2010
ପୂର୍ବ ଅଧିକାରୀMoritz Leuenberger
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-05-14) ୧୪ ମଇ ୧୯୬୦ (ବୟସ ୬୩)
Zug, Switzerland
ରାଜନୀତିକ ଦଳSocial Democratic Party
ଜୀବନ ସାଥୀLukas Hartmann
ଶିକ୍ଷାନୁଷ୍ଠାନLucerne University
University of Fribourg

ଜୀବନୀ ସମ୍ପାଦନା

ବାଲ୍ୟ ଜୀବନ ସମ୍ପାଦନା

ସିନ୍ସ ଅରାଗାଉର ଜଗ୍ ସ୍ଥାନରେ ସେ ନିଜ ଦୁଇ ଭାଇ ଭଉଣୀଙ୍କ ସହ ବଢ଼ିଥିଲେ।ଛୋଟବେଳେ ସେ ବ୍ୟାୟାମଶାଳା ଯୋଗ ଦେଇଥିଲେ।ସେ ଲରେନ୍ସ ସଂଗୀତ ବିଦ୍ୟାଳୟରେ pianist ରୂପରେ ଶିକ୍ଷା ଗ୍ରହଣ କରିଥିଲେ।୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ ସେ ଫ୍ରିବର୍ଗ୍ ମହାବିଦ୍ୟାଳୟରେ ଇଂରାଜୀ ଓ ରୋମାନ୍ସ ପଢ଼ିଥିଲେ।

  1. ଛାଞ୍ଚ:Parlament.ch
  2. "Leuthard au DETEC, Widmer-Schlumpf aux finances". TSR Télévision Suisse Romande. SRG SSR. 27 September 2010. Retrieved 27 September 2010.