ସିମୋନେଟା ସୋମାରୁଗା
ସିମୋନେଟା ସୋମାରୁଗା (ଜନ୍ମ୧୪ ମଇ,୧୯୬୦)[୧]ହେଉଛନ୍ତି social Democratic party of Switzerlandର ସ୍ୱିସ ରାଜନୈତିଜ୍ଞା।ସେ ସ୍ୱିସ ଫେଡେରାଲ୍ କାଉନ୍ସିଲର ଜଣେ ସଦସ୍ୟ,ସେ Federal department of Justice and policeର ମୁଖ୍ୟ ମଧ(ସ୍ୱିସ ପ୍ରତିରକ୍ଷା ମନ୍ତ୍ରୀ)।[୨] ।୨୦୧୪ରେ ସେ ସ୍ୱିସ କନଫିଡ଼ରେସନର ଉପ ସଭାପତି ଥିଲେ ଓ ପରେ ସଭାପତି ପଦବୀକୁ ଉପନୀତ ହୋଇଥିଲେ।
Simonetta Sommaruga | |
---|---|
President of Switzerland | |
କାର୍ଯ୍ୟକାଳ 1 January 2015 – 31 December 2015 | |
Vice President | Johann Schneider-Ammann |
ପୂର୍ବ ଅଧିକାରୀ | Didier Burkhalter |
ପର ଅଧିକାରୀ | Johann Schneider-Ammann |
Vice President of Switzerland | |
କାର୍ଯ୍ୟକାଳ 1 January 2014 – 31 December 2014 | |
ରାଷ୍ଟ୍ରପତି | Didier Burkhalter |
ପୂର୍ବ ଅଧିକାରୀ | Didier Burkhalter |
ପର ଅଧିକାରୀ | Johann Schneider-Ammann |
Head of the Department of Justice and Police | |
Assumed office 1 November 2010 | |
ପୂର୍ବ ଅଧିକାରୀ | Eveline Widmer-Schlumpf |
Member of the Swiss Federal Council | |
Assumed office 1 November 2010 | |
ପୂର୍ବ ଅଧିକାରୀ | Moritz Leuenberger |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Zug, Switzerland | ୧୪ ମଇ ୧୯୬୦
ରାଜନୀତିକ ଦଳ | Social Democratic Party |
ଜୀବନ ସାଥୀ | Lukas Hartmann |
ଶିକ୍ଷାନୁଷ୍ଠାନ | Lucerne University University of Fribourg |
ଜୀବନୀ
ସମ୍ପାଦନାବାଲ୍ୟ ଜୀବନ
ସମ୍ପାଦନାସିନ୍ସ ଅରାଗାଉର ଜଗ୍ ସ୍ଥାନରେ ସେ ନିଜ ଦୁଇ ଭାଇ ଭଉଣୀଙ୍କ ସହ ବଢ଼ିଥିଲେ।ଛୋଟବେଳେ ସେ ବ୍ୟାୟାମଶାଳା ଯୋଗ ଦେଇଥିଲେ।ସେ ଲରେନ୍ସ ସଂଗୀତ ବିଦ୍ୟାଳୟରେ pianist ରୂପରେ ଶିକ୍ଷା ଗ୍ରହଣ କରିଥିଲେ।୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ ସେ ଫ୍ରିବର୍ଗ୍ ମହାବିଦ୍ୟାଳୟରେ ଇଂରାଜୀ ଓ ରୋମାନ୍ସ ପଢ଼ିଥିଲେ।
- ↑ ଛାଞ୍ଚ:Parlament.ch
- ↑ "Leuthard au DETEC, Widmer-Schlumpf aux finances". TSR Télévision Suisse Romande. SRG SSR. 27 September 2010. Retrieved 27 September 2010.