ସିବା ରାଜ୍ୟ, ବ୍ରିଟିଶ ଭାରତ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ହିମାଲୟର ପଦ ଦେଶରେ ଅବସ୍ଥିତ ।  ବର୍ତ୍ତମାନ ଏହା ହିମାଚଳପ୍ରଦେଶର କାଙ୍ଗରା ଜିଲାର ଦାଦାଶିବ ତହସିଲ ନାମରେ ପରିଚିତ ।ଏହି ରାଜ୍ୟ 1450 ମସିହାରେ ସ୍ଥାପିତ ହେଇଥିଲା । .[୧]

Siba State
सिबा
Princely State

1450–1947
History
 •  Foundation of the state 1450
 •  1/3rd part,Dadu-Siba jagir Annexed by the British Raj in 1849. Later on universally known as DadaSiba (Jagir ) 1947
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

1450 ମସିହାରେ ଗୁଲର ରାଜ୍ୟ ରାଜାଙ୍କ ଭାଇ ଶିବର୍ଣା ଚାନ୍ଦଙ୍କଦ୍ୱାରା ଏହି ରାଜ୍ୟ ସ୍ଥାପିତ ହେଇଥିଲା । ଏହିଉ ରାଜ୍ୟ ଗୁଲର ରାଜ୍ୟଦ୍ୱାରା 1808 ମଶିହାରେ ଗୁଲର ରାଜ୍ୟ ସହ ମିଶି ଯାଇଥିଲା । 1813 ମସିହାରେ ଏହା ଲାହୋରେର ଶିଖ ସମ୍ରାଟ  ରଣଜୀତ ସିଂହଙ୍କଦ୍ୱାରା ଅଧିକୃତ ହେଇନଥିଲା ।ଏହାର ଏକ ଅଂଶ ରାଜା ଗିବିନ୍ଦ ସିଂହଙ୍କୁ ପ୍ରଦାନ କରାଯାଇଥିଲା । କିଛି ଅଞ୍ଚଳ ରାଜା ଗୋବିନ୍ଦ ସିଂହଙ୍କ ସମ୍ପର୍କିତ ଭ୍ରାତା ମିଆଁ ଦେବୀ ସିଂହଙ୍କ ଭରଣ ପୋଷଣ ପାଇଁ ଦିଆ ଯାଇଥିଲା । 1833 ମସିହାରେ ବ୍ରିଟିଶମାନେ ମୂଳ ରାଜାଙ୍କୁ ତାଙ୍କର ସମସ୍ତ ଅଞ୍ଚଳ ପ୍ରଦାନ କରିଥିଲେ । କିନ୍ତୁ ରାଜା ରାମ ସିଂହ ଅପୁତ୍ରିକ ରହି ମୃତ୍ୟୁ ବରଣ ଲରିବାରୁ ରାଜ୍ୟ ବ୍ରିଟିଶ ଅଧୀନକୁ ପୁଣି ଚାଲିଗଲା ।  r[୨]

ଶାସକ  ସମ୍ପାଦନା

କଟୋଚ ଶିବାଇୟା ବଂଶର ଶାସକମାନେ ସିବା ରହୟ ଶାସମ କରୁଥିଲେ ଓ ସେମାନେ ନିଜକୁ ରାଜା ବୋଲାଉଥିଲେ । .[୩]  

ପୁନଶ୍ଚ ଦେଖଣା  ସମ୍ପାଦନା

  • List of Rajput dynasties
  • Guler State

ଆଧାର  ସମ୍ପାଦନା

  1. Mark Brentnall, ed.
  2. The Imperial Gazetteer of India.
  3. Princely states of India