ସିଦ୍ଧେଶ୍ୱର ମନ୍ଦିର, କଟକ
ଭାରତର ଏକ ହିନ୍ଦୁ ମନ୍ଦିର
(ସିଦ୍ଧେଶ୍ଵର ମନ୍ଦିର, କଟକରୁ ଲେଉଟି ଆସିଛି)
ସିଦ୍ଧେଶ୍ୱର ମନ୍ଦିର ଓଡ଼ିଶାର କଟକ ଜିଲ୍ଲା ଅବସ୍ଥିତ ଏକ ଶୈବପୀଠ। ଏଠାରେ ଆଷାଢ ମାସରେ କାଉଡିଆମାନେ ଏଠାକୁ ଆସିଥାନ୍ତି।
ସିଦ୍ଧେଶ୍ୱର ମନ୍ଦିର | |
---|---|
ସିଦ୍ଧେଶ୍ୱର ମନ୍ଦିର | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କଟକ |
Location | |
Country | ଭାରତ |
ଅବସ୍ଥିତି ସମ୍ପାଦନା
କଟକର ବାଦାମ୍ବବାଡିଠାରୁ ଏହାର ଦୂରତା ପ୍ରାୟ ୨୦ କି.ମି ହେବ।
ବିଗ୍ରହ ସମ୍ପାଦନା
ଭ୍ରମଣ ସମୟ ସମ୍ପାଦନା
ବର୍ଷର ଯେକୌଣସି ସମୟରେ ଏଠାକୁ ଆସିହେବ।ଏହା ବଣଭୋଜି ପାଁଇ ମଧ୍ୟ ଏହା ଏକ ଉପଯୁକ୍ତ ସ୍ଥାନ।
ଛବି ସମୂହ ସମ୍ପାଦନା
-
ସିଦ୍ଧେଶ୍ୱର
-
ସିଦ୍ଧେଶ୍ୱରରେ ସଂନ୍ଧ୍ୟା