ସିଜଏଡ଼ ବ୍ୟକ୍ତିତ୍ୱ ବିକାର

ଏହି ରୋଗରେ ଏକ ସୀମିତ ଭାବନାର ସାମାଜିକ ସମ୍ପର୍କ ଏବଂ ସାମାନ୍ୟ ଇଚ୍ଛା ହେବା ଦୀର୍ଘକାଳୀନ ଢାଞ୍ଚା ଥିବା ଦେଖାଯା

  ସିଜଏଡ଼ ବ୍ୟକ୍ତିତ୍ୱ ବିକାର (SPD କିମ୍ବା SzPD) ରୋଗରେ ଏକ ସୀମିତ ଭାବନାର ସାମାଜିକ ସମ୍ପର୍କ ଏବଂ ସାମାନ୍ୟ ଇଚ୍ଛା ହେବା ଦୀର୍ଘକାଳୀନ ଢାଞ୍ଚା ଥିବା ଦେଖାଯାଏ ।[୧] ପ୍ରଭାବିତ ରୋଗୀଙ୍କର ସେମାନଙ୍କ ବିଷୟରେ ଅନ୍ୟମାନଙ୍କ ମତାମତ ବିଷୟରେ ସାମାନ୍ୟ ଚିନ୍ତା କରନ୍ତି ନାହିଁ । [୧] ଏହା ସମସ୍ତ ପରିସ୍ଥିତିରେ ବିଦ୍ୟମାନ ଥାଏ ।[୧] ଲକ୍ଷଣଗୁଡ଼ିକ ଯୁବାବସ୍ଥା ଆରମ୍ଭରେ ସୃଷ୍ଟି ହୁଏ ।[୧] ସାମାଜିକ ବିଚ୍ଛିନ୍ନତା ପ୍ରାୟ ଦେଖାଯାଏ ।[୨]

Schizoid personality disorder
Video explanation
ଉଚ୍ଚାରଣ
ବିଭାଗPsychiatry
ଲକ୍ଷଣLittle desire for social relationships, limited emotions[୧]
ଆକ୍ରାନ୍ତ ସମୟBy early adulthood[୧]
ଅବଧିLong term[୧]
କାରଣUnclear[୧]
ବିପଦ କାରକFamily history[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟPsychosis, substance misuse, autism spectrum disorder, other personality disorders[୧]
ଚିକିତ୍ସାCounselling[୨]
PrognosisTypically poor[୨]
ପୁନଃପୌନିକ3 to 5%[୧]

ଏହାର କାରଣ ଅସ୍ପଷ୍ଟ ରହିଛି। [୧] ବିପଦ କାରଣଗୁଡିକରେ ପାରିବାରିକ ଇତିହାସ ପ୍ରାୟ ୩୦% ଥିବା ଆକଳନ କରାଯାଇଛି ।[୧] [୨] ଏହାକୁ ଏକ କ୍ଲଷ୍ଟର ଏ ବ୍ୟକ୍ତିତ୍ୱ ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ।[୧] ଅଟିଜିମ ସ୍ପେକ୍ଟ୍ରମ ଏବଂ ପ୍ରମୁଖ ଅବସାଦ ବେମାରୀ ଭଳି ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼େଇବା ପରେ ଲକ୍ଷଣ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । [୧] [୨]

ଚିକିତ୍ସାର ଅଧ୍ୟୟନ ଭଲ ଭାବରେ କରାଯାଇ ନାହିଁ । [୨] ପରାମର୍ଶର ବ୍ୟବହାରକୁ କିଛି ପ୍ରମାଣ ସମର୍ଥନ କରେ । [୨] ଉଦାସୀନତା ଜଡିତ ଅବସ୍ଥାକୁ ଚିକିତ୍ସା କରିବା ପାଇଁ ଔଷଧ ବ୍ୟବହୃତ ହୋଇପାରେ ।[୨] ଏହି ଅବସ୍ଥା ଥିବା ଅଧିକାଂଶ ଲୋକ ଏହାକୁ ଏକ ଅସୁବିଧା ବୋଲି ଦେଖନ୍ତି ନାହିଁ ଏବଂ ତେଣୁ ସକ୍ରିୟ ଭାବରେ ଏହା ପାଇଁ ସାହାଯ୍ୟ ଖୋଜନ୍ତି ନାହିଁ । [୨] ଦୀର୍ଘକାଳୀନ ଫଳାଫଳ ବାରମ୍ବାର ଖରାପ ଅଟେ । [୨]

ଏହା ୩ରୁ ୫% ଲୋକଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି। [୧] ଏହା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ ।[୧] ବ୍ୟାଧି ପ୍ରଥମେ ୧୯୮୦ ମସିହାରେ ଡିଏସଏମ-୩ରେ ଅନ୍ତର୍ଭୁକ୍ତ ହୋଇଥିଲା।[୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 652-655. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Fariba, K; Gupta, V (January 2020). "Schizoid Personality Disorder". PMID 32644660. {{cite journal}}: Cite journal requires |journal= (help)