ସିଅନ-ପାନଭେଲ ଏକ୍ସପ୍ରେସୱେ
ସିଅନ-ପାନଭେଲ ଏକ୍ସପ୍ରେସୱେ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ସିଆନଠାରୁ ପାନଭେଲ[୧] ନବ୍ୟ ମୁମ୍ବାଇ ଦେଇ ପ୍ରଶସ୍ତ ରାଜପଥଦ୍ୱାରା ସଂଯୋଗ କରିଥାଏ । ଏହା ମୁମ୍ବାଇ ମହାନଗରର ଏକ ବ୍ୟସ୍ତତମ ରାସ୍ତା । ଏହା ମୁମ୍ବାଇ ସହରରୁ ପୁନେ ରାଜପଥ 4 ଓ ମୁମ୍ବାଇ -ପୁନେ ଏକ୍ସପ୍ରେସୱେକୁ ସଂଯୋଗ ଦେଇଥାଏ । କୋଙ୍କାନ ଓ ଗୋଆ ପାଟରୁ ଆସୁଥିବା ଜାନ ବାହନ ସବୁ ମଧ୍ୟ ଏହି ରାସ୍ତା ବ୍ୟବହାର କରିଥାନ୍ତି ।
ସିଅନ-ପାନଭେଲ ଏକ୍ସପ୍ରେସୱେ शीव पनवेल महामार्ग | |
---|---|
Route information | |
Maintained by Maharashtra State Road Development Corporation Maharashtra Public Works Department Municipal Corporation of Greater Mumbai | |
Length: | 25 km (୧୬ mi) |
Major junctions | |
West end: | Sion, Mumbai |
East end: | Mumbai Pune Expressway at Kalamboli junction near Panvel |
Districts: | Mumbai Suburban district, Raigad district, Thane district |
Highway system | |
ସେପ୍ଟେମ୍ବର 2014 ସୁଦ୍ଧା ବଶି ସେତୁ ପର୍ଯ୍ୟନ୍ତ ସଘରର ରାସ୍ତା 10-ଲେନ ବିଶିଷ୍ଟ [୨]ହେଇ ସମ୍ପୂର୍ଣ୍ଣ ହେଲା । ସଂପଡା ରେଳ ଷ୍ଟେସନ , ନେରୁଲ , ଉରନ ଓ କାମୋଥେଠାରେ ନୂତନ ଫ୍ଲାଇ ଓଭର ବ୍ରିଜ ନିର୍ମିତ ହେଲା । ଏଠାରେ ଟୋଲ ସଂଗ୍ରହ ନେଇ ରାଜନୈତିକ ଗଣ୍ଡଗୋଳ ଚାଲିଥିଲା [୩][୪]
ମୁଖ୍ୟ ସଂଯୋଗ
ସମ୍ପାଦନାଏହି ଏକ୍ସପ୍ରେସୱେକୁ ଅତିକ୍ରମ କରୁଥିବା ରାଜପଥ ସବୁ ହେଲା ,
- ମୁମ୍ବାଇ ପାନଭେଲ
- ଥାଣେ ବେଲାପୁର ରୋଡ
ମୁଖ୍ୟ ଯାତାୟତ ସ୍ଥଳୀ
ସମ୍ପାଦନା- ବାସୀ
- ନୂଆ ପାନଭେଲ
- ସନପଡା
- ତୁରଭେ
- ନେରୁଲ
- କାଲମ୍ବୋଲି
- କାମୋଥେ
- ଖରଘର
- ଘଟକୋପାର
- ବ୍ହେମ୍ବୁର
- ଦେୟନାର
- ଭାବା ଅଟୋମିକ ରିସର୍ଚ କେନ୍ଦ୍ର
ବିସ୍ତାର କାରଣ
ସମ୍ପାଦନା- BARCଠାରୁ କଳାମ୍ବୋଲି ଜଙ୍କସନ ଯାଏ 25 କିଲୋମିଟର
- ସମୁଦାୟ ଖରଚ 825 କୋଟି ଟଙ୍କା ।
- ମୂଳ ଖରଚ 675 କୋଟି ଟଙ୍କା । [୫]
ଗ୍ୟାଲେରି
ସମ୍ପାଦନା
|
ଆଧାର
ସମ୍ପାଦନା- ↑ Katkurwar, Saurabh. (2012-01-06) Sion-Panvel highway to be 10-lane in 3 yrs.
- ↑ "Sion-Panvel highway cuts travel time". DNAIndia.com. Retrieved 2014-09-22.
- ↑ "Navi Mumbai: New toll naka at Kharghar surprises and angers motorists". MidDay. Retrieved 2015-05-04.
- ↑ "Kharghar toll booth vandalized, highway witnesses traffic snarls". Hidustan Times. Archived from the original on 2015-07-03. Retrieved 2015-05-04.
- ↑ From May 2014, zip down a 10-lane Sion-Panvel highway - Mumbai - DNA.