ସିଅନ-ପାନଭେଲ ଏକ୍ସପ୍ରେସୱେ

ସିଅନ-ପାନଭେଲ ଏକ୍ସପ୍ରେସୱେ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ସିଆନଠାରୁ ପାନଭେଲ[୧]  ନବ୍ୟ ମୁମ୍ବାଇ ଦେଇ    ପ୍ରଶସ୍ତ ରାଜପଥଦ୍ୱାରା ସଂଯୋଗ କରିଥାଏ ।  ଏହା ମୁମ୍ବାଇ ମହାନଗରର ଏକ ବ୍ୟସ୍ତତମ ରାସ୍ତା । ଏହା ମୁମ୍ବାଇ ସହରରୁ ପୁନେ ରାଜପଥ 4 ଓ ମୁମ୍ବାଇ -ପୁନେ ଏକ୍ସପ୍ରେସୱେକୁ ସଂଯୋଗ ଦେଇଥାଏ । କୋଙ୍କାନ ଓ ଗୋଆ ପାଟରୁ ଆସୁଥିବା ଜାନ ବାହନ ସବୁ ମଧ୍ୟ ଏହି ରାସ୍ତା ବ୍ୟବହାର କରିଥାନ୍ତି । 

ସିଅନ-ପାନଭେଲ ଏକ୍ସପ୍ରେସୱେ
शीव पनवेल महामार्ग
Route information
Maintained by Maharashtra State Road Development Corporation
Maharashtra Public Works Department
Municipal Corporation of Greater Mumbai
Length:25 km (୧୬ mi)
Major junctions
West end:Sion, Mumbai
East end:Mumbai Pune Expressway at Kalamboli junction near Panvel
Districts:Mumbai Suburban district, Raigad district, Thane district
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

 ସେପ୍ଟେମ୍ବର 2014 ସୁଦ୍ଧା ବଶି ସେତୁ ପର୍ଯ୍ୟନ୍ତ ସଘରର ରାସ୍ତା 10-ଲେନ ବିଶିଷ୍ଟ [୨]ହେଇ ସମ୍ପୂର୍ଣ୍ଣ ହେଲା । ସଂପଡା ରେଳ ଷ୍ଟେସନ , ନେରୁଲ , ଉରନ ଓ କାମୋଥେଠାରେ ନୂତନ ଫ୍ଲାଇ ଓଭର ବ୍ରିଜ ନିର୍ମିତ ହେଲା । ଏଠାରେ ଟୋଲ ସଂଗ୍ରହ ନେଇ ରାଜନୈତିକ ଗଣ୍ଡଗୋଳ ଚାଲିଥିଲା [୩][୪]

ମୁଖ୍ୟ ସଂଯୋଗ  ସମ୍ପାଦନା

ଏହି ଏକ୍ସପ୍ରେସୱେକୁ ଅତିକ୍ରମ କରୁଥିବା ରାଜପଥ ସବୁ ହେଲା , 

  • ମୁମ୍ବାଇ ପାନଭେଲ
  • ଥାଣେ ବେଲାପୁର ରୋଡ

ମୁଖ୍ୟ ଯାତାୟତ ସ୍ଥଳୀ  ସମ୍ପାଦନା

  • ବାସୀ
  • ନୂଆ ପାନଭେଲ 
  • ସନପଡା 
  • ତୁରଭେ
  • ନେରୁଲ
  • କାଲମ୍ବୋଲି
  • କାମୋଥେ
  • ଖରଘର 
  • ଘଟକୋପାର 
  • ବ୍ହେମ୍ବୁର
  • ଦେୟନାର 
  • ଭାବା ଅଟୋମିକ ରିସର୍ଚ କେନ୍ଦ୍ର

ବିସ୍ତାର କାରଣ  ସମ୍ପାଦନା

 
Toll Plaza at Taloja
  • BARCଠାରୁ କଳାମ୍ବୋଲି ଜଙ୍କସନ ଯାଏ 25 କିଲୋମିଟର 
  • ସମୁଦାୟ ଖରଚ 825 କୋଟି ଟଙ୍କା । 
  • ମୂଳ ଖରଚ 675 କୋଟି ଟଙ୍କା । [୫]


ଗ୍ୟାଲେରି  ସମ୍ପାଦନା

 
Aerial view of a fully concretized 10-lane stretch near Kharghar railway station.
Aerial view of a fully concretized 10-lane stretch near Kharghar railway station
 
Rockfall protection meshing between Nerul and CBD Belapur.
Rockfall protection meshing between Nerul and CBD Belapur
 
Foot Over Bridge near Juinagar railway station.
 
Exit sign for Palm Beach Marg at Vashi.
Exit sign for Palm Beach Marg at Vashi
 
Exit sign for CBD Belapur.
Exit sign for CBD Belapur. 
 
Exit sign for Kharghar.
Exit sign for Kharghar. 


ଆଧାର  ସମ୍ପାଦନା

  1. Katkurwar, Saurabh. (2012-01-06) Sion-Panvel highway to be 10-lane in 3 yrs.
  2. "Sion-Panvel highway cuts travel time". DNAIndia.com. Retrieved 2014-09-22.
  3. "Navi Mumbai: New toll naka at Kharghar surprises and angers motorists". MidDay. Retrieved 2015-05-04.
  4. "Kharghar toll booth vandalized, highway witnesses traffic snarls". Hidustan Times. Archived from the original on 2015-07-03. Retrieved 2015-05-04.
  5. From May 2014, zip down a 10-lane Sion-Panvel highway - Mumbai - DNA.