ସାହିଲ ଆନନ୍ଦ

ଭାରତୀୟ ଅଭିନେତା

ସାହିଲ ଆନନ୍ଦ (ଜନ୍ମ: ୧ ଜାନୁଆରୀ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାଗ ୧ ଓ ୨ ତଥା ଭୁଟ୍ ସିଲେକ୍ଟରେ ପ୍ରସାରିତ ବବଲୁ ହାପି ହୈ, ବ୍ୟାନ୍‌ଡ୍ ୱେବ୍‌ସିରିଜ୍ ଏବଂ ଦୂରଦର୍ଶନ ଧାରାବାହିକ କସୌଟି ଜିନ୍ଦଗି କେ ପାଇଁ ଜଣାଶୁଣା ।[] ସେ ଏମ୍‌ଟିଭି ରୋଡ଼ିଜ୍ ୪ରେ ଭାଗ ନେଇଥିଲେ ଏବଂ ବିଗ୍ ବସ୍ ୧୦ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରାୟ ୬୦ଟିରୁ ଅଧିକ ଦୂରଦର୍ଶନ ବିଜ୍ଞାପନ ଏବଂ ୩ଟି ମ୍ୟୁଜିକ୍ ଭିଡ଼ିଓରେ ସେ କାମ କରିଛନ୍ତି ।[][]

ସାହିଲ ଆନନ୍ଦ
ଜନ୍ମ (1989-01-01) ୧ ଜାନୁଆରୀ ୧୯୮୯ (ବୟସ ୩୫)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପ୍ରସିଦ୍ଧିଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ (୨୦୧୨)
କସୌଟି ଜିନ୍ଦଗି କେ (୨୦୧୮)
ବୈବାହିକ-ସାଥୀରଣଜିତ୍ ମୋଗା (ବିବାହ: ୨୦୧୧୦
ସନ୍ତାନ[]
ପିତାମାତାଅଶୋକ ଆନନ୍ଦ (ବାପା)
ଅଞ୍ଜୁ ଆନନ୍ଦ (ମାଆ)

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଆନନ୍ଦ ଡିସେମ୍ବର ୨୦୧୧ରେ ରଣଜିତ୍ ମୋଙ୍ଗାଙ୍କୁ ବିବାହ କରିଥିଲେ । ୧୪ ଅପ୍ରେଲ ୨୦୨୧ରେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା ।

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୨ ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ଜିତ୍ ଖୁରାନା ପ୍ରଥମ କଥାଚିତ୍ର
୨୦୧୩ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ବ୍ୟାଙ୍କ୍କ୍ []
୨୦୧୪ ବବଲୁ ହାପି ହୈ ଯତିନ
୨୦୧୬ ହୈ ଅପ୍‌ନା ଦିଲ୍ ତୋ ଆୱାରା ଟୋନି ସିଂହ []
ଲଭ୍ ଡେ - ପ୍ୟାର୍ କା ଦିନ୍ ସ୍ୟାଣ୍ଡି []
୨୦୧୯ ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ୨ ଜିତ୍ ଖୁରାନା

ଦୂରଦର୍ଶନ

ସମ୍ପାଦନା
ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୬ ଏମ୍‌ଟିଭି ରୋଡ଼ିଜ୍ ୪ ପ୍ରତିଯୋଗୀ
୨୦୦୮ ଏମ୍‌ଟିଭି ସ୍ପ୍ଲିଟ୍ସଭିଲ୍ଲା ୧
୨୦୧୦ ମେରା ନାମ୍ କରେଗି ରୋଶନ୍ ଭୀଷ୍ମ
୨୦୧୦ ରଙ୍ଗ୍ ବଦଲତି ଓଢ଼ନି| ଅକ୍ଷୟ
୨୦୧୧ ଶଶୁରାଲ୍ ସୀମର କା ଶୈଳେନ୍ଦ୍ର ଭରଦ୍ୱାଜ
୨୦୧୨ ସବସେ ବଡ଼େ ଲଡ଼ାଇୟା ଉଦଲ
୨୦୧୫ ଏକ ନୟି ଉମ୍ମିଦ୍ - ରୋଶନି ନିଖିଲ
୨୦୧୬ ବିଗ୍ ବସ୍ ୧୦ ପ୍ରତିଯୋଗୀ
୨୦୧୮–୨୦୨୦ କସୌଟି ଜିଙ୍ଗଦି କେ ୨ ଅନୁପମ ସେନଗୁପ୍ତା
  1. "Bigg Boss 10's Sahil Anand and wife Rajneet blessed with baby boy; actor reveals son's name". Zoom TV. 29 April 2021.
  2. "STUDENT Varun Dhawan turns life savior for Sahil Anand". Yahoo! Movies. Retrieved 14 January 2014.
  3. Batra, Ankur (7 November 2013). "I love being Jeet in real life: Sahil Anand". The Times of India. Archived from the original on 10 November 2013. Retrieved 14 January 2014.
  4. Talreja, Vinod (9 January 2014). "Babloo Happy Hai trailer: It will tickle your funny bone a bit!". Bollywood Life. Retrieved 14 January 2014.
  5. "Sahil Anand with Swati on sets of their film 'Bang Bang Bangkok'". 11 June 2013.
  6. "Joy Mukerji's son revives his banner with 'Hai Apna Dil toh Awara'". Business Standard India. 10 October 2014.
  7. "Sahil Anand: I developed a close bond with Ajaz Khan while shooting for Love Day". The Times of India.

ବାହାର ଲିଙ୍କ୍

ସମ୍ପାଦନା