ସାରଙ୍ଗଧର ରାୟଗୁରୁ

ସାରଙ୍ଗଧର ରାୟଗୁରୁ ଓଡ଼ିଶାର ଜଣେ ପୁଲିସ ମହାନିରୀକ୍ଷକ ତଥା ଗବେଷକ । ଜଗନ୍ନାଥ ସଂସ୍କୃତି ଉପରେ ତଥ୍ୟଭିତ୍ତିକ ଗବେଷଣା ପାଇଁ ତାଙ୍କୁ ଆଧ୍ୟାତ୍ମିକ ପତ୍ରିକା ମହୋଦଧି ତରଫରୁ "ମହୋଦଧି' ସମ୍ମାନରେ ସମ୍ମାନୀତ କରାଯାଇଥିଲା । [୧]

ସାରଙ୍ଗଧର ରାୟଗୁରୁ
Born
ସାରଙ୍ଗଧର ରାୟଗୁରୁ

Nationality ଭାରତୀୟ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ, ୨୦୨୧[୨]

ଆଧାର ସମ୍ପାଦନା

  1. "ଗବେଷକ ସାରଙ୍ଗଧରଙ୍କୁ ମିଳିଲା ମହୋଦଧି ସମ୍ମାନ". ସମାଜ. ୩୦ ସେପ୍ଟେମ୍ବର ୨୦୧୪. {{cite news}}: |access-date= requires |url= (help); Check date values in: |accessdate= and |date= (help)
  2. "ସାରଙ୍ଗଧର ରାୟଗୁରୁ ପାଇବେ ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ". dharitriepaper.in. ୭ ଫେବୃଆରୀ ୨୦୨୧. Retrieved 7 February 2021. {{cite web}}: Check date values in: |date= (help)