ସାମୋଆ
ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟମାନଙ୍କ ଭିତରେ ଫରାସୀ ବ୍ୟବସାୟୀମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଓ ବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।[୭] ଏହି ଦେଶର ଅଧିବାସୀମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି । [୮][୯]
Independent State of Samoa Malo Saʻoloto Tutoʻatasi o Sāmoa (Samoan) | |||||
---|---|---|---|---|---|
| |||||
ରାଜଧାନୀ | ଅପିଆ 13°50′S 171°45′W / 13.833°S 171.750°W | ||||
ବୃହତ୍ତମ ସହର | Apia | ||||
ସରକାରୀ ଭାଷା | |||||
ଜାତି (2001) |
| ||||
ଧର୍ମ | Christianity (official) | ||||
ଜାତୀୟତା | Samoan | ||||
Government | Unitary parliamentary democracy | ||||
Va'aletoa Sualauvi II | |||||
Naomi Mataʻafa | |||||
ବିଧାନ ମଣ୍ଡଳ | Legislative Assembly | ||||
Independence from New Zealand | |||||
14 June 1889 | |||||
16 February 1900 | |||||
1 March 1900 | |||||
30 August 1914 | |||||
• League mandate | 17 December 1920 | ||||
• UN trusteeship | 13 December 1946 | ||||
• Western Samoa Act 1961 | 1 January 1962 | ||||
କ୍ଷେତ୍ରଫଳ | |||||
• ମୋଟ | 2,842 km2 (1,097 sq mi) (167th) | ||||
• ଜଳଭାଗ (%) | 0.3 | ||||
ଲୋକସଂଖ୍ୟା | |||||
• November 2016 census | 192,342[୨] | ||||
• ଘନତା | 68/km2 (176.1/sq mi) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2016 estimate | ||||
• ମୋଟ | $1.046 billion[୩] | ||||
• ମୁଣ୍ଡପିଛା | $5,368[୩] | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2016 estimate | ||||
• ମୋଟ | $876 million[୩] | ||||
• ମୁଣ୍ଡପିଛା | $4,496[୩] | ||||
ମାନବ ବିକାଶ ସୂଚନାଙ୍କ (2014) | 0.702[୪] high · 105th | ||||
ମୁଦ୍ରା | Tala (WST) | ||||
ସମୟ ମଣ୍ଡଳ | UTC+13b (UTC+13:00) | ||||
• Summer (DST) | UTC+14 (UTC+14:00) | ||||
ରାସ୍ତା ଚାଲିବା ପାଖ | leftc | ||||
ଟେଲିଫୋନ କୋଡ଼ | +685 | ||||
Internet TLD | .ws | ||||
ଇତିହାସ
ସମ୍ପାଦନାସାମୋଆ ଦେଶର ସବୁଠୁ ପୁରୁଣା ତଥ୍ୟ ବର୍ତ୍ତମାନ ନିଉଜିଲ୍ୟାଣ୍ଡ ଦେଶର ବୈଜ୍ଞାନିକ ମାନଙ୍କ ପାଖରେ ରହିଛି । ସେମାନକ ଅନୁଯାୟୀ ଏହି ଦେଶ "ଲପିତ" ଯୁଗର ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । [୧୦]
ସ୍ୱାଧୀନତା
ସମ୍ପାଦନାଶାସନ
ସମ୍ପାଦନାଭୌଗଳିକ ଅବସ୍ଥିତି
ସମ୍ପାଦନାଅର୍ଥନୀତି
ସମ୍ପାଦନାସଂସ୍କୃତି
ସମ୍ପାଦନା- ↑ "Samoa". CIA – The World Factbook. Archived from the original on 2016-05-21. Retrieved 2017-10-01.
- ↑ "Census 2016 Preliminary Count". Samoa Bureau of Statistics. p. 3. Archived from the original on 17 September 2017. Retrieved 2 February 2017.
- ↑ ୩.୦ ୩.୧ ୩.୨ ୩.୩ "Samoa". International Monetary Fund.
- ↑ "2015 Human Development Report Statistical Annex" (PDF). United Nations Development Programme. 2015. p. 13. Retrieved 14 December 2015.
- ↑ Staff/Agencies (31 December 2011). "Samoa skips Friday in time zone change". ABC Australia. Archived from the original on 8 January 2012. Retrieved 16 January 2012.
- ↑ Chang, Richard S. (8 September 2009). "In Samoa, Drivers Switch to Left Side of the Road". The New York Times. Retrieved 23 May 2010.
- ↑ "List of Member States: S". United Nations. Retrieved 27 November 2007.
- ↑ "The Navigator Islands". The Argus. 2 January 1882.
- ↑ "Samoa – The Heart of Polynesia". Polynesian Culture Center. Archived from the original on 24 July 2011.
- ↑ Green, Roger C.; Leach, Helen M. (1989). "New Information for the Ferry Berth Site, Mulifanua, Western Samoa". Journal of the Polynesian Society. 98 (3): 319–330. Archived from the original on 10 May 2011. Retrieved 30 January 2011.