ସାଧ ବେଲୋ
ସାଧ ବେଲୋ (Sindhi: ساڌ ٻلو), ସିନ୍ଧୁ ନଦୀର ସୁକୁର ନିକଟରେ ଥିବା ପାକିସ୍ତାନର ଏକ ଦ୍ୱିପାଞ୍ଚଳ ।
ଭୌଗୋଳିକ ଅବସ୍ଥିତି
ସମ୍ପାଦନାସାଧ ବେଲୋ ମଧ୍ୟ ବାକୁର ଦ୍ୱିପ ତଳକୁ ରହିଥିବା ଏକ ଦ୍ୱିପ । ଏହି ଦ୍ୱିପକୁ ସାଧ ବେଲୋ ଓ ଦିନ ବେଲୋ ନାମକ 2ଟି ପଥ ରହିଛି । 183 ମସିହାର ମେପରେ ଏହା ରହିଥିବା ବେଳେ 1912 ମସିହାରେ ଏହାର ସର୍ଭେ ହେଇଥିଲା ।
ଜନସଂଖ୍ୟା
ସମ୍ପାଦନାସାଧ ବେଲୋ ଓ ନିକଟବରତି ଅଞ୍ଚଳରେ ସିନ୍ଧି ଜାତିର ଲୋକମାନେ ବସବାସ କରିଥାନ୍ତି । ବେସୀ ସଂଖ୍ୟାରେ ମୁସ୍ଲିମ ଧର୍ମାବଲମ୍ବୀଙ୍କ ସହ ଅନେକ ହିନ୍ଦୁମାନେ ମଧ୍ୟ ସେଠାରେ ରହନ୍ତି ।
ହିନ୍ଦୁ ମନ୍ଦିର
ସମ୍ପାଦନା1823 ମସିହାରେ ସ୍ୱାମୀ ବଖଣ୍ଡି ମହାରାଜ ଉଦାଶିଙ୍କଦ୍ୱାରା ଏକ ହିନ୍ଦୁ ମନ୍ଦିର ସେଠାରେ ନିର୍ମିତ ହେଇଥିଲା । ତେବେ ଏଠାରେ ସୁନ୍ଦର ରଙ୍ଗରେ ଚିତ୍ରିତ ହେଇଥିବା ଅଉନର୍ନିର୍ମାଣ ଆଧୁନିକ ଯୁଗର । ସିନ୍ଧ ପ୍ରଦେଶ ଓ ଆଖପାଖ ଅଞ୍ଚଳର ହିନ୍ଦୁ ଲୋକଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ ତୀର୍ଥ ଓ ଭାରତରୁ ମଧ୍ୟ ଭକ୍ତମାନେ ସେଟାକୁ ଯାଉଥିଲେ । [୧]
ପୁନଶ୍ଚ ଦେଖଣା
ସମ୍ପାଦନାଆଧାର
ସମ୍ପାଦନା- ↑ "SUKKUR: Indian pilgrims worship at Sadh Belo, Arore Temple". www.dawn.com. 2006-12-07. Retrieved 2015-12-27.