ସାଧ ବେଲୋ (Sindhi: ساڌ ٻلو), ସିନ୍ଧୁ ନଦୀର ସୁକୁର ନିକଟରେ ଥିବା ପାକିସ୍ତାନର ଏକ ଦ୍ୱିପାଞ୍ଚଳ । 

Devotees reach the Sadh Belo temple, which is situated in the middle of the Indus River.

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ସାଧ ବେଲୋ ମଧ୍ୟ ବାକୁର ଦ୍ୱିପ ତଳକୁ ରହିଥିବା ଏକ ଦ୍ୱିପ । ଏହି ଦ୍ୱିପକୁ ସାଧ ବେଲୋ ଓ ଦିନ ବେଲୋ ନାମକ 2ଟି ପଥ ରହିଛି । 183 ମସିହାର ମେପରେ ଏହା ରହିଥିବା ବେଳେ 1912 ମସିହାରେ ଏହାର ସର୍ଭେ ହେଇଥିଲା । 

 
Memorials to Udasi mahants with an invocation to Sri Chand, the founder of Udasis.

ଜନସଂଖ୍ୟା ସମ୍ପାଦନା

ସାଧ ବେଲୋ ଓ ନିକଟବରତି ଅଞ୍ଚଳରେ ସିନ୍ଧି ଜାତିର ଲୋକମାନେ ବସବାସ କରିଥାନ୍ତି । ବେସୀ ସଂଖ୍ୟାରେ ମୁସ୍ଲିମ ଧର୍ମାବଲମ୍ବୀଙ୍କ ସହ ଅନେକ ହିନ୍ଦୁମାନେ ମଧ୍ୟ  ସେଠାରେ ରହନ୍ତି । 

ହିନ୍ଦୁ ମନ୍ଦିର  ସମ୍ପାଦନା

1823 ମସିହାରେ ସ୍ୱାମୀ ବଖଣ୍ଡି ମହାରାଜ ଉଦାଶିଙ୍କଦ୍ୱାରା ଏକ ହିନ୍ଦୁ ମନ୍ଦିର ସେଠାରେ ନିର୍ମିତ ହେଇଥିଲା । ତେବେ ଏଠାରେ ସୁନ୍ଦର ରଙ୍ଗରେ ଚିତ୍ରିତ ହେଇଥିବା ଅଉନର୍ନିର୍ମାଣ ଆଧୁନିକ ଯୁଗର । ସିନ୍ଧ ପ୍ରଦେଶ ଓ ଆଖପାଖ ଅଞ୍ଚଳର ହିନ୍ଦୁ ଲୋକଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ ତୀର୍ଥ ଓ ଭାରତରୁ ମଧ୍ୟ ଭକ୍ତମାନେ ସେଟାକୁ ଯାଉଥିଲେ । [୧]

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. "SUKKUR: Indian pilgrims worship at Sadh Belo, Arore Temple". www.dawn.com. 2006-12-07. Retrieved 2015-12-27.