ସାଦିୟା ଇସଲାମ ମୌ

ବଙ୍ଗଳାଦେଶର ଅଭିନେତ୍ରୀ

ସାଦିୟା ଇସଲାମ ମୌ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନରେ କାମ କରନ୍ତି ।[୧][୨] ସେ ମୁଖ୍ୟତଃ ମୌ ଭାବରେ ପରିଚିତ । ୯୦ ଦଶକରେ ସେ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ ।

ସାଦିୟା ଇସଲାମ ମୌ
ଫାଇଲ:Sadia Mou.jpg
ଜନ୍ମ
ବୃତ୍ତି(ସମୂହ)ମଡେଲ୍, ଅଭିନେତ୍ରୀ, ନର୍ତ୍ତକୀ
ସକ୍ରିୟ ବର୍ଷ୧୯୮୯ – ଏବେଯାଏଁ
ବୈବାହିକ-ସାଥୀଜାହିଦ୍ ହାସନ
ସନ୍ତାନ

ଅଭିନୟ ଜୀବନ ସମ୍ପାଦନା

ମୌ ୧୯୮୯ ମସିହାରେ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବିଜ୍ଞାପନ ଥିଲା ମାଉଣ୍ଟ ସାମ୍ପୁ ।[୧] ଏହାପରେ ୧୯୯୪ ମସିହାରେ ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ଅଭିମାନେ ଅନୁଭବେ ।[୧] ୨୦୧୮ ମସିହାରେ ସେ ଲକ୍ସ ସୁପରଷ୍ଟାର କାର୍ଯ୍ୟକ୍ରମର ବିଚାରପତି ଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମୌ ବଙ୍ଗଳାଦେଶୀ ଅଭିନେତା ଓ ନିର୍ଦ୍ଦେଶକ ଜାହିଦ ହାସନଙ୍କୁ ବିବାହ କରିଛନ୍ତି ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।[୧]

ଅଭିନୀତ ଧାରାବାହିକ ସମ୍ପାଦନା

  • ଅଭିମାନେ ଅନୁଭବ (୧୯୯୪)
  • ଗୁମ୍ (୨୦୧୪)[୪]
  • ୟୁରୋ ଚିଟି (୨୦୧୮) [୫]
  • ଯାତ୍ରା ପଥେର ଗଳ୍ପ (୨୦୧୮) [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "A new role for Mou". The Daily Star. 2010-08-22. Retrieved 2018-08-17.
  2. "Mou's upcoming Eid play". The Daily Star. 22 August 2014. Retrieved 7 December 2015.
  3. "Zahid Hasan takes time off on his birthday". The Daily Star (in ଇଂରାଜୀ). 2013-10-04. Retrieved 2018-08-17.
  4. "Mou's upcoming Eid play". The Daily Star (in ଇଂରାଜୀ). 2014-08-22. Retrieved 2018-08-17.
  5. ୫.୦ ୫.୧ "Limelight shines bright for Mou". The Daily Star (in ଇଂରାଜୀ). 2018-08-17. Retrieved 2018-08-17.

ବାହାର ଆଦାହର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ Sadia Islam Mou