ସାକ୍ୱିନାଭିର, ଔଷଧ ଇନଭିରେଜଫର୍ଟୋଭେସ ନାମରେ ମିଳେ ଯାହା ଏକ ଆଣ୍ଟରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ ଔଷଧ ସ‌ହ ମିଶି ଏଚଆଇଭି/ଏଡ୍‌ସ୍ର ଚିକିତ୍ସା ବା ପ୍ରତିରୋଧ ନିମନ୍ତେ ବ୍ୟ‌ବହାର କରାଯାଏ ।[] ଏହା ସ୍ୱାଭାବିକ ଭାବେ ଏହା ରିଟୋନାଭିର ବା ଲୋପିନାଭିର/ରିଟୋନାଭର ସ‌ହିତ ଦିଆଯାଏ । ଏହା ପାଟିରେ ଦିଆଯାଏ । []

ସାକ୍ୱିନାଭିର
Clinical data
Trade namesInvirase, Fortovase
AHFS/Drugs.commonograph
MedlinePlusa696001
Pregnancy
category
  • B1 (Australia)
ATC code
Pharmacokinetic data
Bioavailability~4% (without ritonavir boosting)[]
Protein binding98%
MetabolismHepatic, mainly by CYP3A4
Elimination half-life9–15 hours
Excretionfeces (81%) and urine (3%)
Identifiers
  • (2S)-N-[(2S,3R)-4-[(3S)-3-(tert-butylcarbamoyl)-decahydroisoquinolin-2-yl]-3-hydroxy-1-phenylbutan-2-yl]-2-(quinolin-2-ylformamido)butanediamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
Chemical and physical data
FormulaC38H50N6O5
Molar mass670.841 g/mol
3D model (JSmol)
  • O=C(N)C[C@H](NC(=O)c1nc2c(cc1)cccc2)C(=O)N[C@@H](Cc3ccccc3)[C@H](O)CN5[C@H](C(=O)NC(C)(C)C)C[C@@H]4CCCC[C@@H]4C5
  • InChI=1S/C38H50N6O5/c1-38(2,3)43-37(49)32-20-26-14-7-8-15-27(26)22-44(32)23-33(45)30(19-24-11-5-4-6-12-24)41-36(48)31(21-34(39)46)42-35(47)29-18-17-25-13-9-10-16-28(25)40-29/h4-6,9-13,16-18,26-27,30-33,45H,7-8,14-15,19-23H2,1-3H3,(H2,39,46)(H,41,48)(H,42,47)(H,43,49)/t26-,27+,30-,31-,32-,33+/m0/s1 checkY
  • Key:QWAXKHKRTORLEM-UGJKXSETSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଅଇ, ବାନ୍ତି, ତରଳ ଝାଡ଼ା ଓ ଥକ୍କା ଅନୁଭବ । ଅଧିକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ନାମ କ୍ୟୁଟି ଲମ୍ବିବା ସମସ୍ୟା, ହାର୍ଟ ବ୍ଲକ୍, ଅଧିକ ଲିପିଡ ସ୍ତର ଓ ଯକୃତ ସମସ୍ୟା । ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ଜଣାପଡ଼େ । ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଓ ଏଚଆଇଭି ପ୍ରୋଟିଏଜ ଅବରୋଧ କରେ ।[]

ସାକ୍ୱିନାଭିର ପ୍ରଥମେ ସନ ୧୯୯୫ରେ ବିକ୍ରୟ ହେଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୫ ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୋଇନାହିଁ ଓ ବ‌ହୁତ ଦାମିକା ଔଷଧ । [] ଏହାର ହୋଲସେଲ ଖର୍ଚ୍ଚ ଦିନ‌କୁ ୪.୫୦ ଆମେରିକୀୟ ଡଲାର । []

  1. "Invirase (saquinavir mesylate) Capsules and Tablets, for Oral Use. Full Prescribing Information" (PDF). Genentech, Inc. Retrieved 23 November 2015.
  2. ୨.୦ ୨.୧ ୨.୨ "Saquinavir". The American Society of Health-System Pharmacists. Archived from the original on September 8, 2015. Retrieved Sep 5, 2015.
  3. Minor, Lisa K. (2006). Handbook of Assay Development in Drug Discovery. Hoboken: CRC Press. p. 117. ISBN 9781420015706.
  4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 72. ISBN 9781284057560.
  6. "Saquinavir". International Drug Price Indicator Guide. Retrieved 6 September 2015.[permanent dead link]