ସାଇ ବାବା ମନ୍ଦିର, ଦିଲସୁଖନଗର

ଏହା ଏକ ହିନ୍ଦୁ ମନ୍ଦିର ଯାହା ଭାରତର ହାଇଦରାବାଦ ପ୍ରଦେଶରେ ଥିବା ଦିଳସୁଖନଗରରେ ଅବସ୍ଥିତ ଓ ଏହା ସିରିଡ଼ି ସାଇ ବ

ସାଇ ବାବା ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ହାଇଦରାବାଦ ପ୍ରଦେଶରେ ଥିବା ଦିଳସୁଖନଗରରେ ଅବସ୍ଥିତ ଓ ଏହା ସିରିଡ଼ି ସାଇ ବାବା ଆନ୍ଦୋଳନରେ ପ୍ରସ୍ତୁତ ହୋଇଛି । [୧] ଏହା ହାଇଦରାବାଦର ଏକ ଲୋକପ୍ରିୟ ମନ୍ଦିର ।

ସାଇ ବାବା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରଙ୍ଗା ରେଡ୍ଡି
ଦେବାଦେବୀସାଇ ବାବା
FestivalsGuru Purnima, Sri Rama Navami
Location
ସ୍ଥାନଦିଲସୁଖନଗର, ହାଇଦରାବାଦ
Stateତେଲେଙ୍ଗାନା
Countryଭାରତ
ଭୌଗଳିକ ଅବସ୍ଥିତି17°22′4.3″N 78°31′38.2″E / 17.367861°N 78.527278°E / 17.367861; 78.527278
Architecture
Completed୧୯୮୦

ଇତିହାସ ସମ୍ପାଦନା

ଏହି ମନ୍ଦିରଟି ୧୯୯୦ ମସିହାରୁ ଲୋକପ୍ରିୟ ହୋଇ ରହିଛି, ବିଶେଷତଃ ଗୁରୁବାର ଦିନମାନଙ୍କରେ । ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ମରାଠୀ ପୂଜା ଓ ଆରତୀ ସମ୍ପନ୍ନ କରାଯାଏ । ଏହି ପୂଜା ଦେଖିବାକୁ ବହୁ ସଂଖ୍ୟକ ଭକ୍ତ ସମବେତ ହୁଅନ୍ତି ।

ଆତଙ୍କବାଦୀ ବମ ବିସ୍ଫୋରଣ ସମ୍ପାଦନା

ପ୍ରଥମ ଥର ପାଇଁ ବାମ ବିସ୍ଫୋରଣ ୨୦୨୨ ମସିହା ନଭେମ୍ବର ମାସରେ ହୋଇଥିଲା ।[୨] ନଭେମ୍ବର ୨୦୨୨ ମସିହାରେ ହୋଇଥିବା ବାମ ବିସ୍ଫୋରଣରେ ୭ ଜଣ ଲୋକ ଆଘାତପ୍ରାପ୍ତ ହୋଇଥିଲେ ।[୩] ୨୦୧୩ ମସିହାରେ ଏହି ମନ୍ଦିରକୁ ଆତଙ୍କବାଦୀମାନେ ଲଖ୍ୟ କରିଥିଲେ କିନ୍ତୁ ମନ୍ଦିରର କଡ଼ା ସୁରକ୍ଷା ହେତୁ ସେଠାରୁ ହଟିଗଲେ ।

ଆଧାର ସମ୍ପାଦନା

  1. "Temple trust chief taken for a ride - Times of India". articles.timesofindia.indiatimes.com. Archived from the original on 14 November 2013. Retrieved 17 January 2022.
  2. "The Hindu : Two Lashkar men planned more blasts". www.hindu.com. Archived from the original on 29 January 2004. Retrieved 17 January 2022.
  3. "Latest News, India News, Breaking News, Today's News Headlines Online, English News Top Stories, Coronavirus News, IPL 2022 Updates".