ସାଇପ୍ରିୟା ଦେବା
ଭାରତୀୟ ଅଭିନେତ୍ରୀ
ସାଇପ୍ରିୟା ଦେବା ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୧]
ସାଇପ୍ରିୟା ଦେବା | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ପିତାମାତା |
|
ପେଷା
ସମ୍ପାଦନାଦେବାଙ୍କ ପରିବାର ପ୍ରାୟ ଏକ ଶତାବ୍ଦୀ ଧରି ଚଳଚ୍ଚିତ୍ର ଜଗତରେ ବିଭିନ୍ନ ବ୍ୟବସାୟରେ ସକ୍ରିୟ ଅଛନ୍ତି ।[୧] ସେ ପି. ବାସୁଙ୍କ ନିର୍ଦ୍ଦେଶିତ କଥାଚିତ୍ର ଶିବଲିଙ୍ଗ ଜରିଆରେ ୨୦୧୭ ମସିହାରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୧] ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରଥମ ମାଲାୟଲମ କଥାଚିତ୍ର ଏନ୍ତେ ଉମାନ୍ତେ ପେରୁ ମୁକ୍ତିଲାଭ କରିଥିଲା ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୭ | ଶିବଲିଙ୍ଗ | ସଙ୍ଗୀତା | ତାମିଲ୍ | |
୨୦୧୮ | ଏନ୍ତେ ଉମାନ୍ତେ ପେରୁ | ସାଇନାବା | ମାଲାୟଲମ୍ | |
୨୦୨୧ | ବୁମ୍ ବୁମ୍ କାଲାଇ | ତାମିଲ୍ | ||
୨୦୨୨ | ୟୁଥା ସାଥମ୍ | ରାଘବୀ | ତାମିଲ୍ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "I cried and fought with my family to get into films: Saipriya Deva". The Times of India. Retrieved 23 November 2017."I cried and fought with my family to get into films: Saipriya Deva". The Times of India. Retrieved 23 November 2017.
- ↑ "Two-time lucky". Deccan Chronicle. 17 December 2018.