ସାଇକ୍ଲୋବେଞ୍ଜାପ୍ରିନ

ଯୌଗିକ ରାସାୟନିକ ପଦାର୍ଥ, ପେଶୀ ସ୍ପାଜ୍ମ ନିମନ୍ତେ ଦିଆଯାଏ ।

ସାଇକ୍ଲୋବେଞ୍ଜାପ୍ରିନ (ଇଂରାଜୀ ଭାଷାରେ Cyclobenzaprine, ଏକ ବିକ୍ରୟ ନାମ ଫ୍ଲେକ୍ସେରିଲ/ Flexerilଏକ ଯାହା ଯାହା ହଠାତ୍ ଆରମ୍ଭ ହେଉଥିବା ମାଂସପେଶୀ ସ୍ପାଜ୍ମ (muscle spasm) ବା ଅଙ୍ଗ‌ଗ୍ରହ ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହି ଔଷଧ ସେରେବ୍ରାଲ୍ ପାଲ୍‌ସି ରୋଗରେ କାମ କରେନାହିଁ ।[] ପାଟିରେ ଏହା ଦିଆଯାଏ ।[] ଅଳ୍ପ କିଛି ସପ୍ତାହରୁ ଅଧିକ ସମୟ ଏହା ଦିଆଯାଏନାହିଁ ।[]

ସାଇକ୍ଲୋବେଞ୍ଜାପ୍ରିନ
Clinical data
Trade namesFlexeril, others
AHFS/Drugs.commonograph
MedlinePlusa682514
Pregnancy
category
  • Category B
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability33–55%[][]
Protein binding93%
Metabolismmajor: CYP3A4, CYP1A2; minor: CYP2D6, N-demethylation[]
Metabolitesdesmethrylcyclobenzaprine
Elimination half-life32 hours (range 8–37 hours)[]
ExcretionKidney
Identifiers
  • 3-(5H-dibenzo[a,d]cyclohepten-5-ylidene)- N,N-dimethyl-1-propanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.588 Edit this at Wikidata
Chemical and physical data
FormulaC20H21N
Molar mass275.387 g/mol
3D model (JSmol)
  • c3cc\2c(\C=C/c1c(cccc1)C/2=C/CCN(C)C)cc3
  • InChI=1S/C20H21N/c1-21(2)15-7-12-20-18-10-5-3-8-16(18)13-14-17-9-4-6-11-19(17)20/h3-6,8-14H,7,15H2,1-2H3 checkY
  • Key:JURKNVYFZMSNLP-UHFFFAOYSA-N checkY
  (verify)

ସାଇକ୍ଲୋବେଞ୍ଜାପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ମୁଣ୍ଡ ଓଜନିଆ ଲାଗିବା ଓ ଶୁଷ୍କ ପାଟି ଆଦି ଲକ୍ଷଣ ଦେଖାଯାଏ ।[] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃତ୍‌ସ୍ପନ୍ଦନ (irregular heart beat) ହୁଏ ।[] ଗର୍ଭାବସ୍ଥାରେ ଏହାର ଖରାପ ପ୍ରଭାବର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ବିଷୟରେ ଅଧିକ ଅନୁଶୀଳନ ହୋଇନାହିଁ ।[] ଏହା ମାଓ ଇନହିବିଟର (MAO inhibitor) ସ‌ହିତ ଦିଆଯାଏନାହିଁ ।[] ଏହାର କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଅଛି । []

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସାଇକ୍ଲୋବେଞ୍ଜାପ୍ରିନ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[] ସନ ୨୦୧୬ରେ ୧୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୪୬ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଭାବାର ଗଣାଯାଇଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏହା ସନ ୨୦୧୨ ସୁଦ୍ଧା ମିଳୁନଥିଲା । []

  1. Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF). Archived from the original (PDF) on 2016-12-22. Retrieved 2019-02-07.
  2. Micromedex® 2010 – DRUGDEX® Evaluations (Cyclobenzaprine Hydrochloride)
  3. "Cyclobenzaprine Hydrochloride Tablets USP Revised: April 2005 Rx only". nih.gov. Retrieved 1 October 2016.
  4. Teva Pharmaceuticals USA, Inc (May 2016). "AMR40470 (Amrix) Prescribing Information" (PDF). Archived from the original (PDF) on 2016-12-22. Retrieved 2019-02-07.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ "Cyclobenzaprine Monograph for Professionals". Drugs.com (in ଇଂରାଜୀ). AHFS. Retrieved 22 December 2018.
  6. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  7. "The Top 300 of 2019". clincalc.com. Retrieved 22 December 2018.
  8. "Fibromyalgia, psychiatric comorbidity, and the somatosensory cortex | British Journal of Medical Practitioners". www.bjmp.org. 5 (2): a522. 2012.