ସହରୀ ବାଘ (୨୦୨୨ର ଓଡ଼ିଆ କଥାଚିତ୍ର)

୨୦୨୨ର ଓଡ଼ିଆ କଥାଚିତ୍ର

ସହରୀ ବାଘ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ରାଜେନ୍ଦ୍ର ଭରଦ୍ୱାଜ । ସୁନୀଲ ବାପି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ରାମଣା ମୋଗୁଲି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ସହରୀ ବାଘ
ନିର୍ଦ୍ଦେଶକରାମଣା ମୋଗୁଲି
ପ୍ରଯୋଜକରାମଣା ମୋଗୁଲି
ସଂଳାପସୁନୀଲ ବାପି
ଚିତ୍ରନାଟ୍ୟରାମଣା ମୋଗୁଲି
କାହାଣୀରାଜେନ୍ଦ୍ର ଭରଦ୍ୱାଜ
କଳାକାରସମ୍ବିତ ଆଚାର୍ଯ୍ୟ
ପବାଣୀ
ପୃଥ୍ୱୀରାଜ ନାୟକ
ସଙ୍ଗୀତବଲେ ସାବ୍‌ଲି
ଚିତ୍ରଗ୍ରହଣନଗେନ୍ଦ୍ର କୁମାର
ସମ୍ପାଦକଭି. ନଗିରେଡ୍ଡୀ
ମୁକ୍ତିଲାଭ ତାରିଖ
୧୧ ନଭେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ପବାଣୀ । ପୃଥ୍ୱୀରାଜ ନାୟକ, ବାହୁବଳୀ ପ୍ରଭାକର, ଭୂପାଳ ରାଜ, ରବି, ବିଜୟ ଭାସ୍କର, ସଞ୍ଜୟ ମହାନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଲେ ସାବ୍‌ଲି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଏଇ ମନକୁ ବୁଝେଇ ପାରୁନି"ହ୍ୟୁମାନ ସାଗର, ଅମ୍ରିତା ନାୟକ 
2."ଓଃ ମାଇଁ ଲଭ୍‌ଲି"ସତ୍ୟଜିତ ପ୍ରଧାନ ଅମ୍ରିତା ନାୟକ 
3."ଲହୁ ଲହୁ"ବିଷ୍ଣୁମୋହନ କବି 
4."ଜମିଗଲା ଏଥର ଆମ ଯୋଡ଼ି"ହ୍ୟୁମାନ ସାଗର, ଅମ୍ରିତା ନାୟକ 

ଆଧାର ସମ୍ପାଦନା

  1. "ଆଜି ଶୁଭମୁକ୍ତି". ସମ୍ବାଦ. 11 November 2022. Archived from the original on 30 December 2022. Retrieved 30 December 2022.
  2. "ସଂଳାପକାର ସୁନୀଲ୍". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
  3. Sahari Bagha Movie: Showtimes, Review, Trailer, Posters, News & Videos | eTimes, retrieved 2022-12-30

ବାହାର ଆଧାର ସମ୍ପାଦନା