ସହଯୋଗ:ସାଧନ/ଲିପ୍ୟାନ୍ତର/ଓଡ଼ିଆ-ରୋମାନ/ନମୁନା ଲେଖା

Characters that should remain intact ( ) _ - , .
Characters should convert into Hex NCR values - @ $ % & \ / : * ? " ' < > | ~ ` # ^ + = { } [ ] ; !



ପଙ୍କ
ପଁକ
ପଂକ
ଶଙ୍ଖି
ଶଁଖି
ଶଂଖି
ବେଙ୍ଗୁଲୀ
ବେଁଗୁଲୀ
ବେଂଗୁଲୀ
ରଙ୍ଗା
ରଁଗା
ରଂଗା
ଜଙ୍ଘ
ଜଁଘ
ଜଂଘ
କେଞ୍ଚ
କେଁଚ
କେଂଚ
ବାଞ୍ଛା
ବାଁଛା
ବାଂଛା
ସଞ୍ଜ
ସଁଜ
ସଂଜ
ପଞ୍ଝା
ପଁଝା
ପଂଝା
ଅନ୍ତ
ଅଁତ
ଅଂତ
କାନ୍ଥ
କାଁଥ
କାଂଥ
ମନ୍ଦ
ମଁଦ
ମଂଦ
ବିନ୍ଧ
ବିଁଧ
ବିଂଧ
ଭିନ୍ନ
କଣ୍ଟ
କଁଟ
କଂଟ
କଣ୍ଠ
କଁଠ
କଂଠ
ଭାଣ୍ଡ
ଭାଁଡ
ଭାଂଡ
ସ୍ୱର୍ଣ୍ଣ
ହର୍ଣ
କମ୍ପ
କଁପ
କଂପ
ଆମ୍ବ
ଆଁବ
ଆଂବ
ଦମ୍ଭିଲା
ଦଁଭିଲା
ଦଂଭିଲା
ଉଷ୍ମ
ଉଷ୍ଣ
ଷ୍ନ
ସ୍ନୋ

ଶାଠ କହେ ଋତୁରେ ନଈ କଡ଼େ ଝଟା କି ଲଟାଟିଏ ଅହିରାଜ ଯଥା ଗଛରେ ଘର କରି ତା' ଦେହେ ମାତଇ ଆଉ ପ୍ରକୃତିରୁ ସକଳ ଜୀବନୀ ଖୋଜା ଊଣା ହେଲେ ଐକତାନେ ପଚା କଢ଼, ଫୁଲ ଓ ପତର-ଔଷଧୀ ଆହାର ଭରି ବଞ୍ଚେ ।

ଈଶ୍ୱର ସାର କହୁଥିଲେ ଯେ "ପିରିୟଡ଼ିକ ଟେବୁଲ"ର ମଝିରେ ଥିବା ଯବକ୍ଷାରଜାନ ସପ୍ତମ ମୌଳିକ ଓ ଓଜନ ହେଉଛି ୧୫ରୁ ଊଣା ଆଉ ଏ ଋକ୍ଷ ବାଷ୍ପଟି ଶଲ୍ୟ ଚିକିତ୍ସାର ନିଶ୍ଚେତକଠାରୁ ହୃଦ୍‌ରୋଗ ପାଇଁ ଔଷଧ, କ୍ଷେପଣାସ୍ତ୍ରର ଶକ୍ତିକୋଷ, ଥଣ୍ଡା ଫ୍ରିଜରର ଐକୀକ ଘଟକ, ଖାଦ୍ୟ ନ ସଢ଼ିବା ଭଳି ପ୍ୟାକେଜିଂ ତିଆରିରେ ଲାଗେ ।

ଅଳି, ଆଜ ଇତର ଈଶାଣ ଉପାସନା ଊହି ଏକା ଐଛିଣି ଓଗାଳୁଁ ଔଷଧିନାଶନ କାମ ଖମଣି ଗଲାରୁ ଘୁଙ୍ଗୁର ନାଦରେ ଚମକାଇ, ଛଇଳାଙ୍କୁ ଜ୍ୱାଳାରେ ଝଞ୍ଜାଇ, ନିଜ ଟମକ ଠାଣିରେ ଡରାଇ, ଢାଳେ ଅପାଙ୍ଗରେ ତର ଥରାଇ, ଦୁଃଖ ଧନ ନେଇ, ପରମାଦ ଫଜିତ ବ୍ୟାଜ ଭାବେ ମଣି ଯୋଷାଙ୍କୁ ରସିକ ଲୀଳାରେ ବନ୍ଧାଇ ଶ୍ୟାମ ଷଟପଦ ସନ୍ନିଧେ ହଜାଇ କ୍ଷନ୍ଦିଲା ।