ସମ୍ପତି (ରାମାୟଣ ଚରିତ୍ର )

ଜଟାୟୁ ବଡ଼ଭାଇ

ସମ୍ପତି , In Hindu mythology, Sampati (Sanskrit: सम्पाति Sampāti, Indonesian: Sempati, Thai: Sampathi, Tamil: Campati, Malay: Dasampani) ହିନ୍ଦୁ ମହାପୁରାଣ ରାମାୟଣର ଜଣେ ଚରିତ୍ର । ସେ ସୀତାକୁ ଉଦ୍ଧାର କରିବାକୁ ରାବଣ ସହ ଯୁଦ୍ଧ କରି ନିହତ ହୋଇଥିବା " ଜଟାୟୁ "ଙ୍କ ଭାଇ ଥିଲେ ଓ ଅରୁଣଙ୍କ ପୁତ୍ର ଥିଲେ । 

ସମ୍ପତି (ରାମାୟଣ ଚରିତ୍ର )
Sampati
Sampati meeting with Vanaras painted by Balasaheb Pandit Pant Pratinidhi

  ସମ୍ପତିଙ୍କ ପକ୍ଷ ହରଣ  ସମ୍ପାଦନା

ଜଟାୟୁ  ଓ ସମ୍ପତ୍ତି ପିଲା ଦିନରେ ଉଡିବା ଅଭ୍ଯାସ କଳା ବେଳେ କିଏ ବେଶୀ ଉପରକୁ ଉଡି ପାରିବ ତାର ପ୍ରତିଯୋଗିତା ହଉଥିଲା । ଥରେ ଜଟାୟୁ ଏତେ ଉପରକୁ ଉଡିଗଲେ ଯେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ତାଙ୍କ ଦେହ ଜଳି ଯିବାର ଭୟ ହେଲା । ସମ୍ପତ୍ତି ତାଙ୍କ ଉପରକୁ ଯାଇ ତାଙ୍କ ପକ୍ଷଦ୍ୱାରା ଜଟାୟୁଙ୍କୁ ସୂର୍ଯ୍ୟ କିରଣରୁ ବଞ୍ଚେଇଲେ । କିନ୍ତୁ ସେଥିଯୋଗୁ ତାଙ୍କ ନିଜ ପକ୍ଷ ସବୁଦିନ ପାଇଁ ନଷ୍ଟ ହେଇଥିଲା । 

ରାମାୟଣରେ ସମ୍ପତି  ସମ୍ପାଦନା

 ରାବଣ ଅରଣ୍ୟ କୁଟୀରରୁ ସୀତାଙ୍କ ହରଣ କରି ନେବାପରେ ଜଟାୟୁ ପ୍ରଥମେ ତାହା ଦେଖି ରାବଣ ସହ ଯୁଦ୍ଧ କରିଥିଲେ ।ତେବେ ରବଣଦ୍ୱାରା ପରାଜିତ ହେଇ ଗଭୀର ଆହତ ଅବସ୍ଥାରେ ପଡି ରହିଉଲେ । ଅଙ୍ଗଦ ଓ ଜମ୍ବବାନ ସିତାଙ୍କୁ ଖୋଜି ଆସିଲା ବେଳେ ସମ୍ପତ୍ତି ତାଙ୍କୁ ହେଟିଥିଲେ ଓ ତାଙ୍କଠାରୁ ସୀତାଙ୍କୁ ରାବଣ ଦକ୍ଷିଣ ଆଡକୁ ନେଇଥିବା ଜାଣିଥିଲେ ।  

ବିଶ୍ୱାସ କରାଯାଏ ଯେ ମଧ୍ୟ ପ୍ରଦେଶର ସତନା ଜିଲ୍ଲା ଅଞ୍ଚଳରେ  ଥିବା ଗୃଦ୍ଧରାଜ ପାରଣତ ସମ୍ପତ୍ତିଙ୍କ ଜନ୍ମସ୍ଥାନ ଥିଲା । .[୧]

ଆଧାର  ସମ୍ପାଦନା

  1. Skanda Purana