ସବ୍ୟସାଚୀ ଚୌଧୁରୀ

ଭରତୀୟ ଅଭିନେତା

ସବ୍ୟସାଚୀ ଚୌଧୁରୀ (ଜନ୍ମ: ୩୧ ଅକ୍ଟୋବର ୧୯୮୯)[୧] ଜଣେ ଭାରତୀୟ ଅଭିନେତା, ଯିଏକି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ଜଲ୍‌ସାରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ମହାପୀଠ ତାରାପୀଠରେ ସେ ବାମଖେପ ଭୂମିକାରେ ଅଭିନୟ ପାଇଁ ଲୋକପ୍ରିୟତା ପାଇଥିଲେ ।[୨][୩][୪] ସେ ସାତ ଭାଇ ଚମ୍ପାରେ ମଧ୍ୟ କାମ କରିଥିଲେ ।[୫] ସେ ଷ୍ଟାର୍ ଜଲସାର ଅନେକ କିଛି ଧାରାବାହିକରେ କାମ କରିଛନ୍ତି ।[୬]

ସବ୍ୟସାଚୀ ଚୌଧୁରୀ
ଜନ୍ମ (1989-10-31) ୩୧ ଅକ୍ଟୋବର ୧୯୮୯ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପ୍ରସିଦ୍ଧିମହାପୀଠ ତରାପୀଠ

ପେଷା ସମ୍ପାଦନା

ସବ୍ୟସାଚୀ ଜଣେ ଅଭିନେତା ଭାବରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଇଶୋ ମାଆ ଲୋକ୍କି, ଅଙ୍ଗିଜାଲ, ଭକ୍ତେର ଭଗବାନ ଶ୍ରୀ କ୍ରିଷ୍ଣା, ଝୁମୁର, ଓମ୍ ନମୋ ଶିବାୟ, ସାତ ଭାଇ ଚମ୍ପା ଆଦିରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଧାରାବାହିକ ମହାପୀଠ ତାରାପୀଠରେ ୫୦୦ରୁ ଅଧିକ ଅଧ୍ୟାୟ ପ୍ରସାରିତ ହୋଇଥିଲେ ।[୭]

ଆଧାର ସମ୍ପାଦନା

  1. "Actor Sabyasachi Chowdhury turns a year older". Times Of India (in ଇଂରାଜୀ).
  2. "Playing Bama's role highly challenging: Actor Sabyasachi Chowdhury". India Blooms (in ଇଂରାଜୀ).
  3. "যতক্ষণ লাল বসনে থাকি ততক্ষণ তারা মা ছাড়া কিচ্ছু জানি না, চিনি না". Anandabazar (in Bengali).
  4. "'মহাপীঠ তারাপীঠ'-এ তরুণ বামা ক্ষ্যাপার চরিত্রে কে অভিনয় করছেন?". Anandabazar (in Bengali).
  5. "Star Jalsha's New Serial Mahapeeth Tarapeeth; To Throw Light on Maa Tara and Sadhak Byamakhyapa's Journey". The Kolkata Mail (in ଇଂରାଜୀ).
  6. Ananda, A. B. P. "সব্যসাচী থেকে 'রামপ্রসাদ' হয়ে ওঠার সফর, নতুন ধারাবাহিক নিয়ে অকপট অভিনেতা". ABP Bengali (in Bengali). Retrieved 2023-04-18.
  7. "Mythological show Mahapeeth Tarapeeth completes 500 episodes". Times Of India (in ଇଂରାଜୀ).