ବ୍ୟବହାରକାରୀ:Raj K. Mohapatra (Puri)/ସବିତାରାଣୀ ବେହେରା

(ସବିତାରାଣୀ ବେହେରାରୁ ଲେଉଟି ଆସିଛି)

ସବିତାରାଣୀ ବେହେରା

ଜନ୍ମ: ୨୮-୦୧-୧୯୫୫, ଗମ୍ଭାରୀଆ, ବର୍ତ୍ତନା, ବାଲେଶ୍ବର

ପିତା: ବିଷ୍ଣପଦ ବେହେରା, ମାତା: ସଂଯୁକ୍ତାରାଣୀ ବେହେରା

ପତି: ପ୍ରଫେସର ରମେଶ ଚନ୍ଦ୍ର ବେହେରା

ଶିକ୍ଷା: BA (Hons), B. Ed., MA (Odia)

ବୃତ୍ତି: ଶିକ୍ଷକତା

ଏକାଧାରରେ ଜଣେ ସୁଲେଖିକା ତଥା ସାହିତ୍ୟ ସଂଗଠିକା ଓ ପତ୍ରିକା ସମ୍ପାଦିକା ଭାବେ ସୁପରିଚିତା ଶ୍ରୀମତୀ ବେହେରାଙ୍କ ସାହିତ୍ୟର ବିଭିନ୍ନ ବିଭାଗରେ ବହୁ ପୁସ୍ତକ ପ୍ରକାଶିତ । ୨୦୧୧-୧୨ରୁ ଏଯାବତ୍ ସମ୍ଭ୍ରାନ୍ତ ତ୍ରୈମାସିକ ପତ୍ରିକା 'ସ୍ମୃତି ସାନ୍ତ୍ବନା' ପ୍ରକାଶିତ ।[]

ପ୍ରକାଶିତ ପୁସ୍ତକ:

ଗଳ୍ପ:

୧- ମନ ତଳ ମନ

୨- ବାପା

୩- ସବିତା ଭାବଭୂମି

୪- ଅଜଣା ଠିକଣା

୫- ନିଜ ପାଇଁ ନିଜେ

କବିତା:

୧- ସ୍ବପ୍ନର ସୁରଭି

୨- ଝିଅ

୩- ସ୍ମୃତିର ଲୁହ

୪- ଶେଷହୀନ ନିର୍ଜନତା

୫- ଲୁହର ନୈବେଦ୍ୟ

୬- ମୁଁ ଝିଅର ମା

୭- ତୁମ ପାଇଁ

୮- ଲୁହର ଆକାଶ (ଗୀତି କବିତା)

୯- ଏକାଏକା ଏକପଦୀ

୧୦- ଶୁଣ କୁନମୁନ୍ ଶୁଣ ( ଶିଶୁ କବିତା)

ଅନ୍ୟାନ୍ୟ:

୧- ପ୍ରଶ୍ନବାଚୀ (ଉପନ୍ୟାସ)

୨- ବିମୁଗ୍ଧ ଚିନ୍ତନ (ପ୍ରବନ୍ଧ)

ସମ୍ମାନ ଓ ପୁରସ୍କାର:

᛫ ଓଡ଼ିଶା ଲେଖିକା ସଂସଦ ସାହିତ୍ୟ ସମ୍ମାନ, ଭୁବନେଶ୍ୱର ୨୦୧୪

᛫ ତୃପ୍ତି ମହିଳା ମହାବିଦ୍ୟାଳୟ ବ୍ୟକ୍ତିତ୍ବ ସମ୍ମାନ, ବାସୁଦେବପୁର, ଭଦ୍ରକ ୨୦୧୩

᛫ ଓଡ଼ିଶା ବୁକ୍ ଏମ୍ପୋରିୟମ୍, କଟକ ୨୦୨୦

᛫ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ ୨୦୨୨

᛫ ମିଉଜିକ ସର୍କଲର ବାସନ୍ତିକା ପୁରସ୍କାର, ରାଉରକେଲା ୧୯୯୩

  1. ବୟୋଡାଟା