ସବର୍ଣା ସଂରହଶାଳା, କଲିକତା
ସବର୍ଣାସଂରହଶାଳା (সাবর্ণ সংগ্রহশালা) , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତା ସହରରେ ସ୍ଥାପିତ ଏକ ବେସରକାରୀ ସଂଗ୍ରହାଳୟ।ଏହା ସବର୍ଣା ଚୌଧୁରୀ ପରିବାର ପରିଷଦ ତରଫରୁ 2005 ମସିହାରେ ଏଇତିହାସିକ ପ୍ରତ୍ନତତ୍ତ୍ୱ ଦ୍ରବ୍ୟ ର ସଂଗ୍ରହ ଓ ସଂରକ୍ଷନ ପାଇଁ ସ୍ଥାପନ କରାଯାଇଛି ।
ସଂଗ୍ରହାଳୟ
ସମ୍ପାଦନାଏହା କଲିକତା ସହରର ବାରିଷା ଥରେ ଅବସ୍ଥିତ । ଏଠାରେ ବିରଳ ଏଇତିହାସିକ ନଥିପତ୍ର ସବୁ ସହ ଏଇତିହାସିକ ଗବେଷଣା ପାଇଁ ଆବଶ୍ୟକ ଦ୍ରବ୍ଯ ସବୁ ସଂରୁହିତ ହେଇ ରକ୍ଷା ଯାଇଛି । 18ଶ ଓ 19 ଶ ଶତାବ୍ଦୀର ଅନେକ ଦଲିଲ ସହ କବିଲାତିପତ୍ର କବି ରମପରସଦ ସେନଙ୍କ ହସ୍ତଲିପି ଯୁକ୍ତ ନଥିପତ୍ର , 1840 ମସିହାର ମାଟିପତ୍ର ହୂକାହ , 1845ର ବଟିବା ପଥର , ଧାତବ ମହମବତୀ ଷ୍ଟାଣ୍ଡ ବିରଳ ଷ୍ଟାମ୍ପ ଇତ୍ୟାଦି ରହିଛି । ବିଭିନ୍ନ ସମୟର ବିରଳ ମୁଦ୍ରା ମଧ୍ୟ ରହିଛି ।
Aକଲିକତା ହାଇ କୋଟର ଏଇତିହାସିକ ଦଲିଲ ଓ ରିପୋର୍ଟ , ଆଳିକତା ସହରର ସ୍ଥାପନ ସହିତ ଜଡ଼ିତ ହାଇ କୋଟର ନିଷ୍ପତ୍ତିପତ୍ର ମଧ୍ୟ ଏଠାରେ ରହିଛି । [୧][୨][୩]
ଲାଇବ୍ରେରୀ
ସମ୍ପାଦନାସଂଗ୍ରହାଳୟର ନିଜସ୍ୱ ଲାଇବ୍ରେରୀରେ ଅନେକ ପୁରାତନ ପୁସ୍ତକ ଓ ପାଣ୍ଡୁଲିପି ରହିଛି । ଏହାକୁ ପରେ ଡିଜିଟାଲ କରାଯାଇ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି । ବିଶ୍ୱର ବିଭିନ୍ନ ଅଞ୍ଚଳର ପୁରାତନ ପୁସ୍ତକ ସବୁ ମଧ୍ୟ ଏଠାରେ ସ୍ଥାନିତ । .[୪]
ପ୍ରକାଶନ
ସମ୍ପାଦନାମନ୍ନା ପ୍ରକାଶନ ସହଯୋଗିତାରେ ଏଠାରୁ ବିଭିନ୍ନ ପ୍ରକାଶନ ସବୁ ବାହାରିଥାଏ । ବଙ୍ଗୀୟ ସବର୍ଣା କଥା କାଳୀକ୍ଷେତ୍ର କଲିକତା ମଧ୍ୟ ଏଠାରୁ ପ୍ରକାଶ ହୁଏ ।
ଦୀପକ ରାୟ ଚୌଧୁରୀଙ୍କ ସମ୍ପାଦିତ International History & Heritage Exhibition ଏଠାରେ ପ୍ରକାଶିତ ହେଇଥିଲା ।
ଆଧାର
ସମ୍ପାଦନା- ↑ Bangiya Sabarna Katha Kalishetra Kalikatah by Bhabani Roy Choudhury, Manna Publication.
- ↑ http://news.bbc.co.uk/2/hi/south_asia/3034419.stm
- ↑ http://indiankanoon.org/doc/782056/?type=print
- ↑ http://epaper.thestatesman.com/555313/The-Statesman-Kolkata/1st-August-2015#page/15/2