ସଫିନାମାଇଡ
ସଫିନାମାଇଡ (ଇଂରାଜୀ ଭାଷାରେ Safinamide), ଅନ୍ୟମାନଙ୍କ ମଧ୍ୟରେ ଜାଡାଗୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କେବେ କେବେ ହେଉଥିବା (off episodes) ପାର୍କିନ୍ସନ୍ ରୋଗ ପାଇଁ ଏକ ଅଧିକତର ଚିକିତ୍ସା ଭାବରେ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଲେଭୋଡୋପା-କାର୍ବିଡୋପା ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Xadago, Onstryv, others |
Synonyms | EMD-1195686, PNU-15774E; (2S)-2-[[4-[(3-fluorophenyl)methoxy]phenyl] methylamino]propanamide |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 95% |
Protein binding | 88–90% |
Metabolism | Amidases, glucuronidation |
Elimination half-life | 20–30 hrs |
Excretion | 76% Kidney, 1.5% faeces |
Identifiers | |
| |
ECHA InfoCard | 100.120.167 |
Chemical and physical data | |
Formula | C17H19FN2O2 |
Molar mass | ୩୦୨.୩୫ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଗତି ନିୟନ୍ତ୍ରଣ କରିବାରେ ଅସୁବିଧା, ନିଦ୍ରା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ମୋତିଆବିନ୍ଦୁ, ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ, ହଠାତ୍ ଶୋଇବା ଆରମ୍ଭ, ଅଦମ୍ୟ ଜୁଆ ଖେଳ ଇଚ୍ଛା ଏବଂ ହାଲୁସିନେସନ ହୋଇପାରେ | [୨] ମୋନୋଆମିନୋ ଅକ୍ସିଡେଜ ବିର ଏକ ପ୍ରତିବନ୍ଧକ ଏବଂ ଯାହା ଫଳରେ ଡୋପାମିନ୍ର ସ୍ତର ବଢ଼ିଯାଏ ।[୩]
୨୦୧୫ ମସିହାରେ ୟୁରୋପରେ,[୩] ୨୦୧୭ରେ ଯୁକ୍ତରାଷ୍ଟ୍ରରେ[୨] ଏବଂ ୨୦୧୯ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଫିନାମାଇଡ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ୨୦୨୧ ସୁଦ୍ଧା ମୂଲ୍ୟ ପ୍ରାୟ ୭୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[୬]
ଆଧାର
ସମ୍ପାଦନା- ↑ "Summary of the risk management plan (RMP) for Xadago (safinamide)" (PDF). European Medicines Agency. January 2015. Archived (PDF) from the original on 2017-03-29. Retrieved 2021-08-04.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Safinamide Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 10 October 2021.
- ↑ ୩.୦ ୩.୧ ୩.୨ "Xadago". Archived from the original on 6 March 2021. Retrieved 10 October 2021.
- ↑ Government of Canada, Health Canada (2012-04-25). "Drug Product Database Online Query". health-products.canada.ca. Archived from the original on 2021-08-29. Retrieved 2019-07-21.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 447. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Xadago Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 10 October 2021.