ସଫିନାମାଇଡ (ଇଂରାଜୀ ଭାଷାରେ Safinamide), ଅନ୍ୟମାନଙ୍କ ମଧ୍ୟରେ ଜାଡାଗୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କେବେ କେବେ ହେଉଥିବା (off episodes) ପାର୍କିନ୍‌ସନ୍ ରୋଗ ପାଇଁ ଏକ ଅଧିକତର ଚିକିତ୍ସା ଭାବରେ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଲେଭୋଡୋପା-କାର୍ବିଡୋପା ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସଫିନାମାଇଡ
Clinical data
Trade namesXadago, Onstryv, others
SynonymsEMD-1195686, PNU-15774E;
(2S)-2-[[4-[(3-fluorophenyl)methoxy]phenyl] methylamino]propanamide
AHFS/Drugs.commonograph
data
Pregnancy
category
  • Fetal malformations in animal studies[୧]
Routes of
administration
By mouth
Legal status
Legal status
Pharmacokinetic data
Bioavailability95%
Protein binding88–90%
MetabolismAmidases, glucuronidation
Elimination half-life20–30 hrs
Excretion76% Kidney, 1.5% faeces
Identifiers
  • N2-{4-[(3-fluorobenzyl)oxy]benzyl}-L-alaninamide
ECHA InfoCard100.120.167 Edit this at Wikidata
Chemical and physical data
FormulaC17H19FN2O2
Molar mass୩୦୨.୩୫ g·mol−1
3D model (JSmol)
  • O=C(N)[C@@H](NCc2ccc(OCc1cccc(F)c1)cc2)C
  • InChI=1S/C17H19FN2O2/c1-12(17(19)21)20-10-13-5-7-16(8-6-13)22-11-14-3-2-4-15(18)9-14/h2-9,12,20H,10-11H2,1H3,(H2,19,21)/t12-/m0/s1 checkY
  • Key:NEMGRZFTLSKBAP-LBPRGKRZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଗତି ନିୟନ୍ତ୍ରଣ କରିବାରେ ଅସୁବିଧା, ନିଦ୍ରା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ମୋତିଆବିନ୍ଦୁ, ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ, ହଠାତ୍ ଶୋଇବା ଆରମ୍ଭ, ଅଦମ୍ୟ ଜୁଆ ଖେଳ ଇଚ୍ଛା ଏବଂ ହାଲୁସିନେସନ ହୋଇପାରେ | [୨] ମୋନୋଆମିନୋ ଅକ୍ସିଡେଜ ବିର ଏକ ପ୍ରତିବନ୍ଧକ ଏବଂ ଯାହା ଫଳରେ ଡୋପାମିନ୍‌ର ସ୍ତର ବଢ଼ିଯାଏ ।[୩]

୨୦୧୫ ମସିହାରେ ୟୁରୋପରେ,[୩] ୨୦୧୭ରେ ଯୁକ୍ତରାଷ୍ଟ୍ରରେ[୨] ଏବଂ ୨୦୧୯ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଫିନାମାଇଡ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ୨୦୨୧ ସୁଦ୍ଧା ମୂଲ୍ୟ ପ୍ରାୟ ୭୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[୬]

ଆଧାର ସମ୍ପାଦନା

  1. "Summary of the risk management plan (RMP) for Xadago (safinamide)" (PDF). European Medicines Agency. January 2015. Archived (PDF) from the original on 2017-03-29. Retrieved 2021-08-04.
  2. ୨.୦ ୨.୧ ୨.୨ ୨.୩ ୨.୪ "Safinamide Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 10 October 2021.
  3. ୩.୦ ୩.୧ ୩.୨ "Xadago". Archived from the original on 6 March 2021. Retrieved 10 October 2021.
  4. Government of Canada, Health Canada (2012-04-25). "Drug Product Database Online Query". health-products.canada.ca. Archived from the original on 2021-08-29. Retrieved 2019-07-21.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 447. ISBN 978-0-85711-369-6.{{cite book}}: CS1 maint: date format (link)
  6. "Xadago Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 10 October 2021.