୨୦୦୭ରେ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ଘୋଷଣା କରାଯାଇଥିଲା। UNESCO ଓ ବିଶ୍ୱର ଅନେକ ସଂଗଠନ ମିଶି ଏହାର ଘୋଷଣା କରିଥିଲେ। ବିଶ୍ୱର ୨୦ଟି ଆଶ୍ଚର୍ଯ୍ୟରୁ ସାତ ଟିକୁ ସପ୍ତାଶ୍ଚର୍ଯ୍ୟର ମାନ୍ୟତା ଦିଆଯାଇଥିଲା ଯେହୁଁଥିରୁ ଭାରତର ତାଜମହଲ ପ୍ରଥମ ସ୍ଥାନ ପାଇଥିଲା।

ବିଜେତା ସମ୍ପାଦନା

Wonder Location Image
ତାଜମହଲ
ताज महल
تاج محل
Agra, India  
ଚିଚିନ୍ ଇଟ୍‌ସା
Chi'ch'èen Ìitsha'
Yucatán, Mexico  
କ୍ରିଶ୍‌ଟ ରିଡ୍‌ମର୍
O Cristo Redentor
Rio de Janeiro, Brazil  
କୋଲୋଜିଅମ୍
Colosseo
Rome, Italy  
ଚିନର ଦୀର୍ଘ ପ୍ରାଚୀର

Wànlǐ Chángchéng
China  
ମାଚୁ ପିଚୁ
Machu Pikchu
Cuzco Region, Peru  
ପେଟ୍ରା
البتراء
al-Batrāʾ
Ma'an Governorate, Jordan