ସନ୍ନିହିତ ସରୋବର
ସନ୍ନିହିତ ସରୋବର, ଭାରତୀୟ ରାଜ୍ୟ ହରିୟଣାର କୁରୁକ୍ଷେତ୍ର ଜିଲ୍ଲାର ଥାନେଶ୍ୱବରଠାରେ ଅବସ୍ଥିତ ଥିବା ଏକ ପବିତ୍ର ହ୍ରଦ । ଏହା 7ଟି ପବିତ୍ର ସରସ୍ୱତୀ ଧାରାର ମିଳନ ସ୍ଥଳ[୧] ଥିଲା ବୋଲି ବିଶ୍ୱାସ କରାଯାଇଥାଏ । ଜଣ ବିଶ୍ୱାସ ଅନୁସାରେ ଏହାର ଜଳରେ ଅମାବାସ୍ୟା ରାତ୍ରରେ ବା ଗ୍ରହଣ ପଡିବା ଦିନ ଗ୍ରହଣ ପରେ ବୁଡ ପକେଇଲେ ଅଶ୍ୱମେଧ ଯଜ୍ଞ କରିବାର ପୂଣ୍ୟ ମିଳିଥାଏ ।
ଏଠାରେ ସ୍ନାନ କାଲେ ମନକୁ ଶାନ୍ତି ମିଳିଥାଏ । ଏଠାକୁ ଅନେକେ ପୂର୍ବପୁରୁଷ ମାନଙ୍କୁ ପିଣ୍ଡ ଦାନ ପାଇଁ ଆସିଥାନ୍ତି । ଏହି ସରବର ତଟ ନିକଟରେ ଭଗବାନ ବିଷ୍ଣୁ , ଧ୍ରୁବ ନାରାୟଣ , ଲକ୍ଷ୍ମୀ ନାରାୟଣ , ଧ୍ରୁବ ଭାଗଟା , ଶ୍ରୀ ହନୁମାନ ଦେବୀ ଦୂର୍ଗାଙ୍କ ପାଇଁ ଚୂଡର ଦେବାସ୍ଥାନ ସବୁ ନିର୍ମିତ ହୋଇଛି । ଏଠାରେ ଭଗବାନ ବିଷ୍ଣୁ ଅବସ୍ଥାନ କରୁଥିଲେ ବୋଲି ବିଶ୍ୱାସ କରାଯାଏ ।
ଏହାର ଭୌଗୋଳିକ ଅବସ୍ଥିତି 29° 57' 60" N 76° 50' 08 Eଠାରେ ।
ଆଧାର
ସମ୍ପାଦନା- ↑ "Tirath in Kurukshetra - Sannehit Sarovar". Kurukshetra district website. Archived from the original on 2014-08-06. Retrieved 2014-08-08.