ସନ୍ନିହିତ ସରୋବର,  ଭାରତୀୟ ରାଜ୍ୟ ହରିୟଣାର କୁରୁକ୍ଷେତ୍ର ଜିଲ୍ଲାର ଥାନେଶ୍ୱବରଠାରେ ଅବସ୍ଥିତ ଥିବା ଏକ ପବିତ୍ର ହ୍ରଦ । ଏହା 7ଟି ପବିତ୍ର ସରସ୍ୱତୀ ଧାରାର ମିଳନ ସ୍ଥଳ[୧] ଥିଲା ବୋଲି ବିଶ୍ୱାସ କରାଯାଇଥାଏ । ଜଣ ବିଶ୍ୱାସ ଅନୁସାରେ ଏହାର ଜଳରେ ଅମାବାସ୍ୟା ରାତ୍ରରେ ବା ଗ୍ରହଣ ପଡିବା ଦିନ ଗ୍ରହଣ ପରେ ବୁଡ ପକେଇଲେ ଅଶ୍ୱମେଧ ଯଜ୍ଞ କରିବାର ପୂଣ୍ୟ ମିଳିଥାଏ । 

ଫାଇଲ:Sannihit Sarovar.gif
Sannihit Sarovar

ଏଠାରେ ସ୍ନାନ କାଲେ ମନକୁ ଶାନ୍ତି ମିଳିଥାଏ । ଏଠାକୁ ଅନେକେ ପୂର୍ବପୁରୁଷ  ମାନଙ୍କୁ ପିଣ୍ଡ ଦାନ ପାଇଁ ଆସିଥାନ୍ତି । ଏହି ସରବର ତଟ ନିକଟରେ ଭଗବାନ ବିଷ୍ଣୁ , ଧ୍ରୁବ ନାରାୟଣ , ଲକ୍ଷ୍ମୀ ନାରାୟଣ , ଧ୍ରୁବ ଭାଗଟା , ଶ୍ରୀ ହନୁମାନ ଦେବୀ ଦୂର୍ଗାଙ୍କ ପାଇଁ ଚୂଡର ଦେବାସ୍ଥାନ ସବୁ ନିର୍ମିତ ହୋଇଛି । ଏଠାରେ ଭଗବାନ ବିଷ୍ଣୁ ଅବସ୍ଥାନ କରୁଥିଲେ ବୋଲି ବିଶ୍ୱାସ କରାଯାଏ । 

ଫାଇଲ:Sannihit Sarovar.gif
Sannihit Sarovar

ଏହାର ଭୌଗୋଳିକ ଅବସ୍ଥିତି  29° 57' 60" N 76° 50' 08 Eଠାରେ । 

ଆଧାର  ସମ୍ପାଦନା

  1. "Tirath in Kurukshetra - Sannehit Sarovar". Kurukshetra district website. Archived from the original on 2014-08-06. Retrieved 2014-08-08.