କରଣଜିତ କୌର ଭୋହରା (ଜନ୍ମ: ୧୩ ମେ, ୧୯୮୧), ଯିଏକି ନିଜ ଷ୍ଟେଜ ନାଁ ସନି ଲିୟୋନ ନାଁରେ ଅଧିକ ପରିଚିତ । ସେ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଓ ପୂର୍ବତନ ପର୍ଣ୍ଣଷ୍ଟାର । କ୍ୟାରେନ ମାଲହୋତ୍ରା ତାଙ୍କର ଆଉ ଗୋଟେ ଷ୍ଟେଜ ନାଁ । ତାଙ୍କ ସଫଳତା ମଧ୍ୟରେ ରହିଛି: ୨୦୦୩ରେ ପେଣ୍ଟହାଉସ ପେଟ୍ ଅଫ ଦ ଇୟର, ୨୦୧୦ରେ ମାକ୍ସିମଦ୍ୱାରା ୧୨ ସର୍ବଶ୍ରେଷ୍ଠ ପର୍ଣ୍ଣଷ୍ଟାର ତାଲିକାରେ ଅନ୍ତର୍ଭୁକ୍ତ ଇତ୍ୟାଦି ।

'ସନି ଲିୟୋନ'
ଏପ୍ରିଲ ୨୦୧୬ରେ ଗ୍ଲୋବାଲ ଇଣ୍ଡିଆନ ଆକାଡେମୀ ଆୱାର୍ଡଠାରେ ସନି ଲିୟୋନ
ଜନ୍ମ
କରଣଜିତ କୌର ଭୋହରା

(1981-05-13) ମଇ ୧୩, ୧୯୮୧ (ବୟସ ୪୨)[୧]
ସାର୍ଣ୍ଣିଆ, ଓଣ୍ଟାରିଓ, କାନାଡ଼ା[୨]
ଜାତୀୟତାକାନାଡ଼ୀୟ ଆମେରିକୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ଭୂତପୂର୍ବ ପର୍ଣ୍ଣଷ୍ଟାର
ଉଚ୍ଚତା5 ft 4 in (1.63 m)[୧][୨]
ବୈବାହିକ-ସାଥୀଡାନିଏଲ ୱେବର (୨୦୧୧-ବର୍ତ୍ତମାନ)[୩]
ଅଶ୍ଳୀଳ ଚଳଚ୍ଚିତ୍ର ସଂଖ୍ୟା56 as actress,
59 as director[୪]

ସେ ବିଭିନ୍ନ ଉତ୍ସବ, ଚଳଚ୍ଚିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମରେ ଭୂମିକା ନେଇଛନ୍ତି । ମୁଖ୍ୟଧାରାରେ ପ୍ରଥମ କରି ସେ ୨୦୦୫ରେ MTV ଭିଡ଼ିଓ ମ୍ୟୁଜିକ ଆୱାର୍ଡ଼ରେ ସେ ଜଣେ ରେଡ଼ କାର୍ପେଟ ରିପୋର୍ଟର ଭାବେ ଦାୟିତ୍ୱ ତୁଲାଇ ଥିଲେ । ୨୦୧୧ରେ ସେ ଭାରତୀୟ ରିୟାଲିଟି ଶୋ ବିଗ୍ ବସ୍‌ରେ ଭାଗନେଇଥିଲେ । ସେ ବର୍ତ୍ତମାନ ଆଉ ଏକ ରିୟାଲିଟି ଶୋ ସ୍ପିଟ୍ସଭିଲାରେ ହୋଷ୍ଟ ଅଛନ୍ତି ।

ଚଳଚ୍ଚିତ୍ର ଦୁନିଆରେ ସେ ପ୍ରଥମ କରି ୨୦୧୨ରେ ପୂଜା ଭଟ୍ଟଙ୍କ ରହସ୍ୟ-ରୋମାଞ୍ଚ ଚଳଚ୍ଚିତ୍ର ଜିସ୍ମ ୨ ଦେଇ ପାଦ ଥାପିଥିଲେ । ତା ପରେ ଜ୍ୟାକପଟ (୨୦୧୩), ରାଗିଣି ଏମ.ଏମ.ଏସ ୨ (୨୦୧୪) ଓ ଏକ ପହେଲି ଲୀଲା (୨୦୧୫) ଚଳଚ୍ଚିତ୍ର ଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଅଭିନୟ ବ୍ୟତୀତ ସେ ବିଭିନ୍ନ ସଚେତନତାମୂଳକ ଓ ପରୋପକାରୀ କାର୍ଯ୍ୟକ୍ରମରେ ସକ୍ରିୟ । ଆମେରିକାନ କ୍ୟାନସର ସୋସାଇଟି, ପେଟା ଆଦି ଏଥିରେ ଅନ୍ତର୍ଭୁକ୍ତ ।

୨୦୧୧ରେ ସେ ସଙ୍ଗୀତକାର ଡାନିଏଲ ୱେବରଙ୍କୁ ବିବାହ କରିଥିଲେ ।

କ୍ୟାରିୟର ସମ୍ପାଦନା

ମୁଖ୍ୟଧାରାରେ ଭୂମିକା ସମ୍ପାଦନା

ବିଗ୍ ବସ୍ ସମ୍ପାଦନା

ବଲିଉଡ଼୍ ସମ୍ପାଦନା

ଲେଖିକା ସମ୍ପାଦନା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଚଳଚ୍ଚିତ୍ର ତାଲିକା ସମ୍ପାଦନା

ରୂପେଲି ପରଦାରେ ସମ୍ପାଦନା

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "About Me". www.sunnyleone.com. Archived from the original on December 25, 2018. Retrieved January 5, 2016.
  2. ୨.୦ ୨.୧ ୨.୨ "Sunny Leone Becomes Vivid Girl". AVN. 2007-06-20. Archived from the original on 2012-04-15. Retrieved 2007-08-26.
  3. "Sunny Leone's husband comes to India". Times of India. April 16, 2012. Retrieved October 1, 2012.
  4. Sunny Leone ଇଣ୍ଟରନେଟ ଆଡଲ୍ଟ ଫିଲ୍ମ ଡାଟାବେସରେ . Retrieved July 30, 2009.

ଅଧିକ ତଥ୍ୟ ସମ୍ପାଦନା