ସଦାଶିବ ରଥଶର୍ମା
ଭାରତୀୟ ଓଡ଼ିଆ-ଭାଷୀ ଗବେଷକ
ପଣ୍ଡିତ ସଦାଶିବ ରଥଶର୍ମା (୧୯୧୭-୨ ଅପ୍ରେଲ ୧୯୮୯) ପୁରୀରେ ଜନ୍ମିତ ଜଣେ ପାରମ୍ପରିକ ପଣ୍ଡିତ ଓ ବିଦ୍ୱାନ୍ ଅଟନ୍ତି । ସେ ପୁରୀ ସହରରେ ୧୯୧୭ ମସିହା ମହାଶିବରାତ୍ରି ତିଥିରେ ଜନ୍ମଲାଭ କରିଥିଲେ । ପିତା ରାମଚନ୍ଦ୍ର ରଥଶର୍ମା ଓଡ଼ିଶାର ପ୍ରଖ୍ୟାତ ବିଦ୍ୱାନ୍ ଓ ତନ୍ତ୍ର ସାଧକ ଭାବେ ପରିଚିତ ଥିଲେ । ନିଜ ବିଦ୍ୱତ୍ତା ଓ ପାଣ୍ଡିତ୍ୟ ଯୋଗୁଁ ଏବଂ ଜଗନ୍ନାଥ ପରମ୍ପରାର ପ୍ରଚାର ପ୍ରସାରରେ ଉଲେଖନୀୟ ଅବଦାନ ଯୋଗୁଁ ରଥଶର୍ମା ପଦ୍ମଶ୍ରୀ ପୁରସ୍କାର ମଣ୍ଡିତ ହୋଇଥିଲେ । ୧୯୮୯ ମସିହା ୨ ଅପ୍ରେଲ ପାପନାଶିନୀ ଏକାଦଶୀ ତିଥିରେ ୭୧ ବର୍ଷ ବୟସରେ ପଣ୍ଡିତ ରଥଶର୍ମାଙ୍କ ଦେହାନ୍ତ ହୋଇଥିଲା ।
ପଦ୍ମଶ୍ରୀ ୰ ପଣ୍ଡିତ ସଦାଶିବ ରଥଶର୍ମା | |
---|---|
ଜନ୍ମ | ମହାଶିବରାତ୍ରି ୧୯୧୭ |
ମୃତ୍ୟୁ | ପାପନାଶିନୀ ଏକାଦଶୀ, ୨ ଅପ୍ରେଲ ୧୯୮୯ | (ବୟସ ୭୧)
ଜାତୀୟତା | ଭାରତୀୟ |
ସନ୍ତାନ | ନୀଳକଣ୍ଠ ରଥଶର୍ମା, ବିରଞ୍ଚି ନାରାୟଣ ରଥଶର୍ମା, ରବିନାରାୟଣ ରଥଶର୍ମା, ସୂର୍ଯ୍ୟନାରାୟଣ ରଥଶର୍ମା |
ପିତାମାତା | ରାମଚନ୍ଦ୍ର ରଥଶର୍ମା |
ରଚନାବଳୀ
ସମ୍ପାଦନାପଣ୍ଡିତ ସଦାଶିବ ରଥଶର୍ମାଙ୍କ ଲିଖିତ ପୁସ୍ତକ ଓ ପ୍ରବନ୍ଧର ତାଲିକା ନିମ୍ନରେ ଦିଆଗଲା[୧] :
ଆଧାର
ସମ୍ପାଦନା- ↑ ସଦାଶିବ ରଥଶର୍ମାଙ୍କ ରଚନାବଳୀ : http://worldcat.org/identities/lccn-n83127412/
- ↑ Kaulacara, Ramacandra. Silpa Prakasa: medieval Orissan Sanskrit text on temple architecture (in ଇଂରାଜୀ). publisher not identified.
- ↑ ରଥଶର୍ମା, ସଦାଶିବ (1977). ବ୍ରହ୍ମର ପୁଣି ନବକଳେବର. କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର.
- ↑ ଦାଶ, ଅନିରୁଦ୍ଧ; ରଥଶର୍ମା, ସଦାଶିବ (1965). ଶ୍ରୀଜଗନ୍ନାଥ ଓ ନେପାଳ. ବିଦ୍ୟାପୁରୀ.
- ↑ Śarmā, Sadāśiva Rath (1989). Primary Doctrine of Jagannath Consciousness (in ଇଂରାଜୀ). Sri Radharaman Pustakalaya.