ସତୀଶ ଶିବଲିଙ୍ଗମ
ଭାରତୀୟ ଭାରତ୍ତୋଳକ
ସତୀଶ ଶିବଲିଙ୍ଗମ ([Sathish Sivalingam] Error: {{Lang-xx}}: text has italic markup (help)) (ଜନ୍ମ 23 ଜୁନ 1992) ଜଣେ ଭାରତୀୟ ଭାରତ୍ତୋଲନ ବ୍ୟାୟମର ଖେଳାଳୀ ଅଟନ୍ତି । ସେ 2014 ମସିହାର ରାଷ୍ଟ୍ରମଣ୍ଡଳ ଖେଳରେ 77 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଯାହା ଗ୍ଲେସଗୋ, ସ୍କଟଲ୍ୟାଣ୍ଡରେ ଆୟୋଜିତ କରାଯାଇଥିଲା ।[୧]
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ଜାତୀୟତା | Indian | ||||||||||||||
ଜନ୍ମ | Vellore, Tamil Nadu, India | ୨୩ ଜୁନ ୧୯୯୨||||||||||||||
ଉଚ୍ଚତା | 1.75 m (5 ft 9 in) (2014) | ||||||||||||||
ଓଜନ | 76 kg (168 lb) (2014) | ||||||||||||||
Sport | |||||||||||||||
ଦେଶ | ଭାରତ | ||||||||||||||
କ୍ରୀଡ଼ା | Weightlifting | ||||||||||||||
Event(s) | 77 kg | ||||||||||||||
Medal record
| |||||||||||||||
Updated on 28 July 2014. |
ଜୀବନ
ସମ୍ପାଦନାସତୀଶ ଶିବଲିଙ୍ଗମଙ୍କ ଜନ୍ମ ତାମିଲନାଡୁର ବେଲ୍ଲୋର ଜିଲ୍ଲାର ସତୁବିଚାର ଗ୍ରାମରେ ହୋଇଥିଲା । ତାଙ୍କ ପିତା ଜଣେ ପୂର୍ବତନ ଚାକିରିଆ ଥିଲେ ଏବଂ ବର୍ତ୍ତମାନ ଯିଏ ଭିଆଇଟି ୟୁନିଭାରସିଟିରେ ସିକ୍ୟୁରିଟ ଗାର୍ଡ ତରଫରୁ ନ୍ୟାସନାଲ ଲିଭାଲରେ ଗୋଲ୍ଡ ମେଡାଲ ଜିତିଥିଲେ ।[୨][୩]
सन्दर्भ
ସମ୍ପାଦନା- ↑ "Glasgow 2014 - Men's 77kg Group A". Glasgow 2014. Archived from the original on 2014-08-09. Retrieved 17 ଅଗଷ୍ଟ 2016.
- ↑ "Vellore Lad Follows Dad's Lead, Keeps Up Pride of Family". The New Indian Express. 29 July 2014. Archived from the original on 14 August 2014. Retrieved 29 July 2014.
- ↑ "Winning CWG gold is life's turning point: Satish Kumar Sivalingam". Times of India. 28 July 2014. Retrieved 17 ଅଗଷ୍ଟ 2016.