ସତୀଶ ଶିବଲିଙ୍ଗମ
ଭାରତୀୟ ଭାରତ୍ତୋଳକ
ସତୀଶ ଶିବଲିଙ୍ଗମ ([Sathish Sivalingam] Error: {{Lang-xx}}: text has italic markup (help)) (ଜନ୍ମ 23 ଜୁନ 1992) ଜଣେ ଭାରତୀୟ ଭାରତ୍ତୋଲନ ବ୍ୟାୟମର ଖେଳାଳୀ ଅଟନ୍ତି । ସେ 2014 ମସିହାର ରାଷ୍ଟ୍ରମଣ୍ଡଳ ଖେଳରେ 77 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଯାହା ଗ୍ଲେସଗୋ, ସ୍କଟଲ୍ୟାଣ୍ଡରେ ଆୟୋଜିତ କରାଯାଇଥିଲା ।[୧]
ବ୍ୟକ୍ତିଗତ ତଥ୍ୟ | |||||||||||||
---|---|---|---|---|---|---|---|---|---|---|---|---|---|
ଜାତୀୟତା | Indian | ||||||||||||
ଜନ୍ମ | Vellore, Tamil Nadu, India | ୨୩ ଜୁନ ୧୯୯୨||||||||||||
ଉଚ୍ଚତା | ୧.୭୫ m (୫ ft ୯ in) (2014) | ||||||||||||
ଓଜନ | ୭୬ kg (୧୬୮ lb) (2014) | ||||||||||||
Sport | |||||||||||||
ଦେଶ | ![]() | ||||||||||||
କ୍ରୀଡ଼ା | Weightlifting | ||||||||||||
Event(s) | 77 kg | ||||||||||||
Medal record
| |||||||||||||
Updated on 28 July 2014. |
ଜୀବନସମ୍ପାଦନ କରନ୍ତୁ
ସତୀଶ ଶିବଲିଙ୍ଗମଙ୍କ ଜନ୍ମ ତାମିଲନାଡୁର ବେଲ୍ଲୋର ଜିଲ୍ଲାର ସତୁବିଚାର ଗ୍ରାମରେ ହୋଇଥିଲା । ତାଙ୍କ ପିତା ଜଣେ ପୂର୍ବତନ ଚାକିରିଆ ଥିଲେ ଏବଂ ବର୍ତ୍ତମାନ ଯିଏ ଭିଆଇଟି ୟୁନିଭାରସିଟିରେ ସିକ୍ୟୁରିଟ ଗାର୍ଡ ତରଫରୁ ନ୍ୟାସନାଲ ଲିଭାଲରେ ଗୋଲ୍ଡ ମେଡାଲ ଜିତିଥିଲେ ।[୨][୩]
सन्दर्भସମ୍ପାଦନ କରନ୍ତୁ
- ↑ "Glasgow 2014 - Men's 77kg Group A". Glasgow 2014. Retrieved 17 ଅଗଷ୍ଟ 2016.
- ↑ "Vellore Lad Follows Dad's Lead, Keeps Up Pride of Family". The New Indian Express. 29 July 2014. Retrieved 29 July 2014.
- ↑ "Winning CWG gold is life's turning point: Satish Kumar Sivalingam". Times of India. 28 July 2014. Retrieved 17 ଅଗଷ୍ଟ 2016.