ସଞ୍ଜୟ କୁମାର ବାଗ
ସଞ୍ଜୟ କୁମାର ବାଗ (ଜନ୍ମ: ୧୯୭୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ, ସମାଲୋଚକ ତଥା ଗାଳ୍ପିକ । ସେ ଲୋକ ସଂସ୍କୃତି ସମ୍ପର୍କରେ ବ୍ୟାପକ ଗବେଷଣା କରିଛନ୍ତି ।[୧]
ସଞ୍ଜୟ କୁମାର ବାଗ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୭୬ |
ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସଞ୍ଜୟ କୁମାର ୧୯୭୬ରେ ଜନ୍ମଗ୍ରହଣ କରିଥିଲେ । ସେ [ଦିଲ୍ଲୀ ବିଶ୍ୱବିଦ୍ୟାଳୟ]]ରୁ ଲୋକ ସଂସ୍କୃତିରେ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଗଳ୍ପ, ପ୍ରବନ୍ଧ ଓ ଗବେଷଣାତ୍ମକ ଆଲୋଚନାରେ ଆଗ୍ରହ ରଖୁଥିବା ସଞ୍ଜୟ ପେସାରେ ଜଣେ ଶିକ୍ଷାଜୀବୀ ।[୨]
ରଚନାବଳୀ
ସମ୍ପାଦନା- ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା (ଗଳ୍ପ)
- ବୀରନାଙ୍ ଦେବୀ
- ଓଡ଼ିଆ-ବଙ୍ଗଳା ସାଧାରଣ ଶବ୍ଦାବଳୀ
- ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରମୁଖ ଅବଧାରଣା
- ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡା: ଏକ ଲୋକତାତ୍ତ୍ୱିକ ଅଧ୍ୟୟନ[୩][୪]
- ଲୋକଧାରା
ଆଧାର
ସମ୍ପାଦନା- ↑ https://independent.academia.edu/SanjayaKumarBag
- ↑ https://archive.org/details/black-ink/page/n1/mode/2up
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=10915
- ↑ https://bharatavani.in/home/book?post_category=book&id=Paschima%20Odishara%20Paramparik%20Krida%20:%20Ek%20Loakatatwika%20Adhyayana