ସକାଳ ଦିନର ପ୍ରଥମ ଭାଗକୁ ବୁଝାଇଥାଏ । ଏହାର ଆରମ୍ଭ ଉଷାରୁ ଆରମ୍ଭ ହୋଇ ଦୁଇପହର ବା ମଧ୍ୟାହ୍ନ ଯାଏଁ ହୋଇଥାଏ । ଯଦିଓ ସୁର୍ଯ୍ୟ ଉଦୟ ହେବାକୁ ସକାଳ ବୋଲି ବିଚାର କରାଯାଇଥାଏ, ଆଜିକାଲି ନିଦରୁ ଉଠିବା ପରର କାଳକୁ ସକାଳ ଭାବରେ ଗ୍ରହଣ କରାଯାଇଥାଏ । ସକାଳ ପରେ ଯଥାକ୍ରମେ ଦୁଇପହର ବା ମଧ୍ୟାହ୍ନ, ଅପରାହ୍ଣ, ସଞ୍ଜ (ବା ସନ୍ଧ୍ୟା କାଳ) ଓ ରାତି ହୋଇଥାଏ ।

ମେଘୁଆ ସକାଳ

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା