ଷ୍ଟିଭ୍ ଜବ୍ସ

(ଷ୍ଟିଭ ଜବସରୁ ଲେଉଟି ଆସିଛି)

ଷ୍ଟିଭେନ ପଲ ଜବ୍ସ ((/ɒbz/; ଫେବୃଆରୀ ୨୪, ୧୯୫୫ – ଅକ୍ଟୋବର ୫, ୨୦୧୧) ଜଣେ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଥିଲେ । ସେ ଆପଲ କମ୍ପାନୀର ସହ ସ୍ଥାପକ ଓ ମୁଖ୍ୟ ଅଧ୍ୟକ୍ଷ ମଧ୍ୟ ଥିଲେ;pixar animation studios []ର ମୁଖ୍ୟ ଅଧ୍ୟକ୍ଷ ; the Walt Disney companyର ନିୟଂତ୍ରକ ମଣ୍ଡଳିର ସଦସ୍ୟ ମଧ୍ୟ ଥିଲେ।ସେ NeXT.incର ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ୧୯୭୦ micro computer revolutionର ଆଦିମ ଆବିଷକର୍ତା ଭାବେ ଜଣଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ "ତାଙ୍କ ପରିବର୍ତ୍ତନ ପାଇଁ ଆବେଗ ଏବଂ ଉତ୍ସାହ" ତାଙ୍କୁ 6ଟି ବଡ଼ କମ୍ପାନୀରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥିଲା।[] ସେ ଜନ୍ମରୁ San Franciscoର San Francisco bay areaରେ ନିଜ ବାଲ୍ୟ ଜୀବନ ବିତାଇ ଥିଲେ।[] ସେ ତାଙ୍କ Homestead highschoolର ଉଚ୍ଚ ଶ୍ରେଣୀ ଛାତ୍ର ଥିଲେ।ସେ Reed collegeରୁ ମହାବିଦ୍ୟାଳୟ ଶିକ୍ଷା ଶେଷ କରି ୧୯୭୨ରେ ମହାବିଦ୍ୟାଳୟରୁ ବିଦାୟ ନେଇଥିଲେ।ଜବ୍ସ ୧୯୭୪ରେ ଭାରତ ପରିଭ୍ରମଣ କରି ବୋୖଦ୍ଧଧର୍ମ ବିଷୟରେ ଅଧିକା ଜାଣିବା ପାଇଁ ଆସିଥିଲେ।

Steve Jobs
Jobs showing off the iPhone 4 at the 2010 Worldwide Developers Conference
ଜନ୍ମ
Steven Paul Jobs

(1955-02-24)ଫେବୃଆରୀ ୨୪, ୧୯୫୫
San Francisco, California, U.S.
ମୃତ୍ୟୁଅକ୍ଟୋବର ୫, ୨୦୧୧(2011-10-05) (ବୟସ ୫୬)
ମୃତ୍ୟୁର କାରଣPancreatic cancer
Alta Mesa Memorial Park
ଶିକ୍ଷାHomestead High School
ବୃତ୍ତିସମୂହ
  • Co-founder, Chairman, and CEO of Apple Inc.
  • Primary investor and CEO of Pixar
  • Founder and CEO of NeXT
ପ୍ରସିଦ୍ଧିPioneer of the personal computer revolution with Steve Wozniak
Board member of
ବୈବାହିକ-ସାଥୀ
(m. ୧୯୯୧)
ଜୀବନସାଥୀଖ୍ରୀସନାନ ବ୍ରେନନ
ସନ୍ତାନ4, including Lisa
ସମ୍ପର୍କୀୟMona Simpson (sister)


ଜବ୍ସ ପିକ୍ସର କମ୍ପାନୀ ସହ ମିଶି ୧୯୮୬ରେ ପ୍ରଥମ କମ୍ପ୍ୟୁଟର ଆନିମଟେଡ଼ ଫିଲ୍ମ [] ତିଆରି କରିଥିଲେ ,ଯାହା କି toy story ନାମରେ ପଟିଚିତ।୧୯୯୭ରେ ଆପଲ କମ୍ପାନୀ NeXT.incକୁ କିଣି ଜବ୍ସଙ୍କୁ ଆଉ ଥରେ ଆପଲର ମୁଖ୍ୟ ଅଧକ୍ଷ କରିଥିଲେ,ଏହି ଆଶାରେ ଯ ଜବ୍ସ ତାଙ୍କ କମ୍ପାନୀକୁ ଆଉ ଥରେ ସର୍ବୋଚ୍ଚ ସ୍ଥାନରେ ଆଣି ପାରିବେ। ୧୯୯୭ରେ ଜବ୍ସ think different ନାଁମରେ ଏକ ଅଭିଯାନ ଆରମ୍ଭ କରିଥିଲେ ଓ ଏଥୀ ପାଇଁ ସେ Jonathan lve ସହ କାମ କରିବାକୁ ସୁଯୋଗ ପାଇଥିଲେ ଓ ଏହା ସାମାଜିକ କ୍ଷେତ୍ରରେ କମ୍ପାନୀର ଲୋକପ୍ରିୟତା ବଢ଼ିବାରେ ସାହାଯ୍ୟ କରିଥିଲା।

ଅନ୍ତରାଳ

ସମ୍ପାଦନା

ପିତା ମାତା

ସମ୍ପାଦନା

ଜବ୍ସଙ୍କ ପୋଷ୍ୟ ପିତା "ପୌଲ ରେଇନ ହୋଲ୍ଡ଼ ଜବ୍ସ" ଏକ ଧାର୍ମିକ ଘରେ ଜନ୍ମ ନେଇଥିଲେ।ପୌଲ ରେଇନ ଜଣେ କୋହଳଯୁକ୍ତ ବ୍ୟକ୍ତି ଥିଲେ।ତାଙ୍କ ପରିବାରGerman town Wisconsinରେ ଏକ ଫାର୍ମଘରେ ରହୁଥିଲେ।[] ପୌଲଙ୍କୁ ତାଙ୍କ ସ୍କୁଲରୁ tatoo କରିବା ପାଇଁ ଏବଂ ଛଳନା ପୂର୍ଣ କାର୍ୟ୍ଯ ପାଇଁ ବିଦ୍ୟାଳୟରୁ ବହିଷ୍କାର କରିଦିଆ ଯାଇଥିଲା,ଏବଂ ୧୯୩୦ରେ ନିଜ ପାଇଁ କାମ ନିଯୁକ୍ତି ଖୋଜବା ପାଇଁ ସେ ବହୁ ବର୍ଷ ଧରି ଦେଶର ମଧ୍ୟ ଭାଗରେ ଭ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ସେ united States coast guard ପଦବୀରେ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀ ରୂପରେ ରହିଥିଲେ,ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପୌଲ ସେହି କାମ ଟିକୁ ଚାଡ଼ି ଦେଇଥିଲେ।ସେ San Franciscoଠାରେ ନିଜ ସ୍ତ୍ରୀ କ୍ଳାରା ହୋଗଫିୱାଂ(୧୯୨୪-୧୯୮୬)ଙ୍କୁ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ।ଏବଂ ଏହାର ଦଶ ଦିନ ପାଇଁ ତାଙ୍କ ବିବାହ ହୋଇଥିଲ । କ୍ଳାରାଙ୍କ ଜନ୍ମ ୧୯୨୪ରେ San Fransiscoଠାରେ ହୋଇଥିଲା।ତାଙ୍କ ସ୍ୱାମୀଙ୍କ ବିଶ୍ୱଯୁଦ୍ଧରେ ହୋଇଥିଲା ଏବଂ ପୌଲଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ।ଏହାପରେ ଦୁହେଁ San Fransiscoଠାରେ ସ୍ଥରୀକୃତ ହୋଇଥିଲେ।ପୌଲ ଏବଂ କ୍ଳାରା ମିଶି ନିଜ ପରିବାରକୁ ଆଗକୁ ବଢାଇବା ପାଇଁ ପ୍ରୟୋଜନ କରିଥିଲେ କିନ୍ତୁ କ୍ଳାରାଙ୍କ ରୋଗ ଯୋଗୁଁ ଦୁହେଁଆଆ ପୋଷ୍ୟ ସନ୍ତାନ କରିବା ପାଇଁ ବାଧ୍ୟ ହୋଇଥିଲେ।ଜବ୍ସଙ୍କ ପ୍ରକୃତ ପିତା ଜଣେ ମୁସଲିମ ଥୁଲେ।"ଅବଦୁଲ ପତ୍ଥହ ଜନ ଜନ୍ଦାଲି" ଜଣେ ମୁସଲିମ ପରିବାରରୁ ଥିଲେ।ଜନ୍ଦାଲି ଜଣେ ଧନୀ ପରିବାରର ସନ୍ତାନ।ସେ ବହୁତ ଜ୍ଞାନୀ ଥିଲେ । ତାଙ୍କ ପାଠପଢ଼ାରେ ବହୁତ ରୁଚି ଥିଲା।ସେ University of Wisconsinରେ ପି.ଏଚ.ଡି କରିଥିଲେ।ସେହି ଉଚ୍ଚ ମହାବିଦ୍ୟାଳୟରେ ସେ"ଯୋନେନ କେରୋଲ ସ୍କିବଲ []ଙ୍କ ସହ ଦେଖା ହୋଇଥିଲେ।ଡାକ୍ତର ହିସାବରେ ଜନ୍ଦାଲି ସ୍କିବଲଙ୍କ ସହାଯ୍ୟକାରୀ ଥିଲେ।

ଜବ୍ସଙ୍କ ନିଜ ମାତା ସ୍କିବଲ ୧୯୫୪ରେ ଗର୍ଭବତୀ ଥିଲେ।ସେ ଏବଂ ଜନ୍ଦାଲି ଗ୍ରୀଷ୍ମୠତୁ ନିଜ ପରିବାର ସହ ବିତାଇବା ପାଇଁ ହୋମ୍ସ ଯାଇଥିଲେ । ଜନ୍ଦାଲି ନିଜ ସ୍ତ୍ରୀଙ୍କୁ ବହୁତ ପ୍ରେମ କରୁଥିଲେ କିନ୍ତୁ ସ୍କେୱିବଲଙ୍କ ପିତା ଏହାର ବିରୋଧରେ ଥିଲେ । ତେଣୁ ସେ ବାଧ୍ୟ ହୋଇ ନିଜ ଶିଶୁକୁ ପୋଷ୍ୟ ଗ୍ରହଣ ପାଇଁ ଦେଇ ଦେଇଥିଲେ ।"[] ସେହି ସମୟରେ ସ୍କିବଲଙ୍କ ପିତା ମୃତ୍ୟୁ ମୁଖରେ ଥିଲେ । ଏବଂ ସେହି ସମୟରେ ଉଭୟ ୨୩ ବର୍ଷର ଥିବାରୁ ଏହି ବାହାଘରକୁ ଏଡାଇ ଦେବା ପାଇଁ ସ୍ଥିର କରିଥିଲେ ଏବଂ United Statesରେ ଗର୍ଭପାତ ଅବୈଧ ଥିଲ । ଯୋନେନ୍ ଜନ୍ଦାଲିଙ୍କୁ ନ ଜଣେଇ ସାନ୍ ଫ୍ରାନ୍ସିସ୍କୋ ଯାଇଥିଲେ ଏବଂ ସେଠୀ ଜବ୍ସଙ୍କ ଜନ୍ମ ହୋଇଥିଲା । ସେ ତାଙ୍କ ପରିବାରକୁ କଳଙ୍କିତ କରିବାକୁ ଚାହୁଁ ନଥିଲେ । ସେଠାରେ ପହଞ୍ଚି ସେ ଏକ ଡାକ୍ତରଙ୍କ ସହ ଦେଖା ହୋଇଥିଲେ ଯିଏ କି ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରିଥାନ୍ତି ଏବଂ ନିଶ୍ଚଳ ରୂପରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବ୍ୟବସ୍ଥା ମଧ୍ୟ କରିଥାନ୍ତି । ସ୍କିବଲ ଜବ୍ସଙ୍କୁ ୧୯୫୫ ଫେବୃଆରୀ 24ରେ ସାନ୍ ଫ୍ରାନ୍ସିସ୍କୋଠାରେ ଜନ୍ମଦାନ ଦେଇଥିଲେ ।ଏବଂ ଗୋଟିଏ catholic ଉଚ୍ଚ ଶ୍ରେଣୀ ପାଠ ପଢ଼ିଥିବା,ମଦ୍ଧ୍ୟମ ଧନୀ ଘରେ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ,କିନ୍ତୁ ଉକ୍ତ ପରିବାର ପରେ ଷ୍ଟିଭଙ୍କ ପରିବର୍ତ୍ତେ ଏକ ଶିଶୁକନ୍ୟାକୁ ଗ୍ରହଣ କରିଥିଲେ । ପରେ Bay Area blue collarର ପୌଲ ଏବଂ କ୍ଳାରା ଜବ୍ସ ଦମ୍ପନ୍ତୀଙ୍କ ଶିଶୁପୁତ୍ରଟିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।କିନ୍ତୁ ତାଙ୍କର କୌଣସି ମହାବିଦ୍ୟାଳୟ ଡିଗ୍ରୀ ନଥିବାରୁ ସ୍କିବଲ ତାଙ୍କ ଶିଶୁଙ୍କୁ ହସ୍ତାନ୍ତର କରିବା ପାଇଁ ବାରଣ କରିଥିଲେ।ଏହାପରେ ସ୍କିବଲ ନ୍ୟାୟାଳୟରେ ମକୋଦମା ରଜ୍ଜୁ କରିଥିଲେ,ଏବଂ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତନୁଯାୟୀ ଯଦି ପୌଲ ଏବଂ କ୍ଳାରା ନିଜ ମହାବିଦ୍ୟାଳୟ ଶିକ୍ଷା ପୁନର୍ବାର ଆରମ୍ଭ କରିବେ।

ବାଲ୍ୟଜୀବନ

ସମ୍ପାଦନା

ପୌଲ ଏବଂ କ୍ଳାରା ୧୯୫୭ରେ ଷ୍ଟିଭ୍ଙ୍କ ଭଉଣୀ ପାଟ୍ରିକାଙ୍କୁ ପୋଷ୍ୟଶିଶୁ ରୂପରେ ଗ୍ରହଣ କରିଥିଲେ।ଏହା ପରେ ପୌଲ ସପରିବାର ସହ Mountain View, Californiaକୁ ୧୯୬୧ରେ ସ୍ଥାନ ପରିବର୍ତ୍ତନ କରିଥିଲେ।ପୌଲଙ୍କ ଯାନ୍ତ୍ରିକ ଉପକରଣ ଉପରେ ଅତ୍ୟଧିକ ରୁଚି ଯୋଗୁଁ ସେ ତାଙ୍କ ଯାନଶାଳାରେ ଏକ ଯାନ୍ତ୍ରିକ କର୍ମଶାଳା ଆରମ୍ଭ କରିଥିଲେ। ସେ ଚାହୁଁଥିଲେ ଏଯ ତାଙ୍କ ପୁଅ ମଧ୍ୟ ଏହି କର୍ମରେ ଆଗ୍ରହ ରଖୁ।

homestead ଉଚ୍ଚବିଦ୍ୟାଳୟ

ସମ୍ପାଦନା

ଜବ୍ସ ୧୯୬୮ରେ ଫରଣାଣ୍ଡେଜ଼ଙ୍କ ସହ ହୋମ୍ ଷ୍ଟେଡ୍ ଉଚ୍ଚବିଦ୍ୟାଳୟକୁ ନିଜା ଶିକ୍ଷାରମ୍ଭ ପାଇଁ ଯାଇଥିଲେ । ଉଭୟ ଜବ୍ସ ଏବଂ ଫର୍ଣ୍ଣାଣ୍ଡିଜ(ଯାହାଙ୍କ ପିତା ଓକିଲଥିଲେ)ଙ୍କ ପିତା ମାତା କେହି ମଧ୍ୟ ଇଂଜିନିୟରିଂ କ୍ଷେତ୍ରରୁ ନଥିଲେ,ତେଣୁ ବାଧ୍ୟ ହୋଇ ଜବ୍ସ ଏବଂ ଫର୍ଣ୍ଣାଣ୍ଡିଜ ଯାଂତ୍ରିକବିଜ୍ଞାନ ଶିକ୍ଷା ଗ୍ରହଣ କରିଥିଲେ।ମାକଲମ୍ ବିଦ୍ରୋହତ୍ମକ ଜବ୍ସଙ୍କ ସହ ଦେଖା ହେଲା ପରେ ଜବ୍ସଙ୍କ ପାଠପଢ଼ାରୁ ଧୀରେ ଧୀରେ ଇଛା ଉଥିବାରେ ଲାଗିଥିଲା। ତାଙ୍କର ଖେଳକୁଦରୁ ମଧ୍ୟ ଧ୍ୟାନ ଉଠିଯାଇଥିଲା ଏବଂ ପରେ ସେ କହିଥିଲେ ଯେ,ସେ ଲୋକ ଦେଖନା କାମ ଅପେକ୍ଷା ଏକୁଟିଆ କାମ କରିବାକୁ ପସନ୍ଦ କରନ୍ତି । ୧୯୭୦ର ମଧ୍ୟଭାଗରେ ସେ ଏକ ବିରାଟ ପରିବର୍ତ୍ତନ ଦେଇ ଗତି କରିଥିଲେ:"I got stoned for the first time; I discovered Shakespeare, Dylan Thomas, and all that classic stuff. I read Moby Dick and went back as a junior taking creative writing classes."।ଏହା ପରେ ଜବ୍ସ ତାଙ୍କ ଜୀବନୀ ଲେଖକଙ୍କୁ କହିଥିଲେ ଯେ -"I started to listen to music a whole lot, and I started to read more outside of just science and technology—।

reed ମହାବିଦ୍ୟାଳୟ

ସମ୍ପାଦନା

ସେହି ବର୍ଷ ପରବର୍ତ୍ତୀ ସମୟରେ ଜବ୍ସ portlandସ୍ଥିତ Reed college re ନାମଙ୍କିତ କରିଥିଲେ। ରିଡ୍ ମହାବିଦ୍ୟାଳୟ ଜବ୍ସଙ୍କ ପିତାମାତାଙ୍କ ପାଇଁ ବ୍ୟୟସାପେକ୍ଷ ନଥିଲା।ଜବ୍ସଙ୍କ ପିତାମାତା ଜବ୍ସଙ୍କ ଉଚ୍ଚଶିକ୍ଷା ପାଇଁ ତାଙ୍କ ବହୁମୂଲ୍ୟ ଭବିଷ୍ୟତ ପାଇଁ ସଞ୍ଚିତଧନ ଖର୍ଚ୍ଚ କରି ଚାଲିଥିଲେ।""ବରନାନ୍"" ରିଡ଼ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜବ୍ସାଙ୍କ ସହିତ ଜଡ଼ିତ ଥିଲେ। ଜବ୍ସ ରିଡ୍ସ ମହାବିଦ୍ୟାଳୟରେ ଥିବା ସମୟରେ ଛାତ୍ରସଭାପତି ରବର୍ଟଙ୍କ ସହ ବନ୍ଧୁତ୍ୱ ଗଢ଼ିଉଠି ଥିଲା। ଏବେ ବରନାନ୍ ମହାବିଦ୍ୟାଳୟର ଉଚ୍ଚଶ୍ରେଣୀ ଛାତ୍ର ହୋଇଯାଇ ଥିଲେ କିନ୍ତୁ ସେ ଜବ୍ସଙ୍କ ସହ ସହମତ ଥିଲେ। ଜବ୍ସଙ୍କ ଅନୁଯାୟୀ ସେ ସେହି ମହାବିଦ୍ୟାଳରେ ଆଉ ପଢ଼ି ତାଙ୍କ ପିତାମାତାଙ୍କ ଅର୍ଥସମ୍ବଳ ଖର୍ଚ କରିବାକୁ ଚାହୁଁ ନଥିଲେ। ରବର୍ଟ ପୋଲାଡ଼ିନଦ୍ୱାରା ଶିକ୍ଷା ଦିଆଯାଉଥିବା ଉତ୍ତମ ଲେଖା ପାଠ୍ୟକ୍ରମରେ ସେ ଅନୁପଚାରିକ ଭାବେ ଉପସ୍ଥିତ ଜାରୀରଖିଥିଲେ , ମାତ୍ର ସେ ଜଣେ ଅଧିକୃତ ଛାତ୍ର ହୋଇନଥିବାରୁ ବ୍ରେନାନ୍ ତାଙ୍କ ପାଖକୁ ଯିବା ବନ୍ଦ କରିଦେଲେଜବ୍ସ, ରୀଡ଼ କ୍ୟାମ୍ପସ ନିକଟରେ ନେଇଥିବା ଏକ ଭଡା ଘରେ ତାଙ୍କ'ସହିତ ରହିବ ପାଇଁ ପରେ ତାଙ୍କୁ କହିଥିଲେ , କିନ୍ତୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।ସେ (ଜବ୍ସ୍) ଅନ୍ୟ ମହିଳାମାନଙ୍କର ମଣ୍ଡଳର ସ୍ୱଚ୍ଛତାକୁ ଦେଖିବା ଆରମ୍ଭ କରିଥିଲେ ଏବଂ ବର୍ନାନ ନିଜ କଳା ଶ୍ରେଣୀରେ ସାକ୍ଷାତ କରିଥିବା ଅନ୍ୟ ଜଣେ କଳା ପ୍ରେମୀଙ୍କ ପ୍ରତି ଆଗ୍ରହୀ ଥିଲେ ।ବର୍ନାନ ଅନୁମାନ କରୁଥିଲେ ଯେ ଜବ୍ସ୍ ନେଇଥିବା ଘରଟି କେବଳ ସେମାନଙ୍କର ଏକକ ବିବାହ ସମ୍ପର୍କ ପାଇଁ ଉଦ୍ୟମ ଥିଲା ।

୨୦୦୫ ମସିହାରେ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ବକ୍ତବ୍ୟ ଦେଇଥିଲେ , ସେହି ସମୟ ମଧ୍ୟରେ ଯୋବଷ୍ ନିଜ ସାଙ୍ଗ ମାନଙ୍କର ଛାତ୍ରାବାସର ଚଟାଣରେ ଶୋଇପଡିଥିଲେ , ଖାଇବା ଖର୍ଚ୍ଚ ପାଇଁ କୋକ ବୋତଲ ଫେରାଉଥିଲେ ଏବଂ ନିକଟସ୍ଥ ହରେକୃଷ୍ଣ ମନ୍ଦିରରେ ସପ୍ତାହକୁ ଥରେ ମାଗଣାରେ ଭୋଜନ କରୁଥିଲେ ।ସେହି ଏକ ବକ୍ତବ୍ୟରେ ଜବ୍ସ୍ କହିଥିଲେ - "ଯଦି ମୁଁ ମହାବିଦ୍ୟାଳୟରେ ଗୋଟିଏ ଉତ୍ତମ ଲେଖା ପାଠ୍ୟକ୍ରମରେ ଆଦୌ ପଢ଼ି ନଥିଲେ , mac ବିଭିନ୍ନ ପ୍ରକାର ଅକ୍ଷରା କୃତି କିମ୍ବା ଆନୁପାତିକ ଭଲ ଅକ୍ଷର ହୋଇ ନ ଥାନ୍ତା ।

(୧୯୭୨-୧୯୮୫)ପ୍ରାକ୍ ଆପଲ୍

ସମ୍ପାଦନା

ମୁଁ ବହୁତ ଭାଗ୍ୟଶାଳୀ ଥିଲି ଯେ "କମ୍ପ୍ୟୁଟର" ଏକ ନୂତନ ଯୁବ ଆଦର୍ଶବାଦୀ ଶିଳ୍ପ ରୂପେ ଗଢ଼ି ଉଠିଥିବା ସମୟରେ ମୁଁ ଏହା ସହ ଜଡ଼ିତ ରହିଲି। ସେହି ସମୟରେ କେବଳ କମ୍ପ୍ୟୁଟର ଶିକ୍ଷା ପାଇଁ ସାଧନ ଅତିକମ୍ ମାତ୍ରାରେ ଥିଲା,ତେଣୁ ଏହି କ୍ଷେତ୍ରରେ ଥିବା ବିଜ୍ଞଲୋକ ସବୁ ଗଣିତ,ପଦାର୍ଥବିଜ୍ଞାନ,ସଙ୍ଗୀତ,ପ୍ରାଣୀବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରର ବିଜ୍ଞ ଲୋକ ଥିଲେ। ସେହି ସମୟରେ କେହି ମଧ୍ୟ ତାଙ୍କ ରୋଜଗାର ଉଦ୍ଦେଶ୍ୟରେ ଏହି କ୍ଷେତ୍ରରେ ଆସି ନଥିଲେ। ପରେ କିଛି ଲୋକ ତାଙ୍କ ରୋଜଗାର ଉଦ୍ଦେଶ୍ୟରେ କମ୍ପାନୀ ଗଠନ କରିଥିଲେ।ସେହି କମ୍ପାନୀଙ୍କ ମଧ୍ୟରେ କିଛି ଉନ୍ନତ ଏବଂ ପ୍ରଧାନ କମ୍ପ୍ୟୁଟରଶିଳ୍ପ କମ୍ପାନୀ ଗଢ଼ି ଉଠିଥିଲେ।"ଅବଶ୍ୟ ଏହା ତାଙ୍କ ମୂଳ ଉଦ୍ଦେଶ୍ୟ ନଥାଇ ପାରେ" -ଷ୍ଟିଭ୍ ଜବ୍ସ

୧୯୭୨ରେ steve wozinak କ୍ଲାସିକ ପଙ୍ଗ ଖେଳର ନିଜସ୍ୱ ଉନ୍ନତ ରୂପ ଆଣିଥିଲେ।ଏହା ସମ୍ପୁର୍ଣ୍ଣ ରୂପରେ ସରିବାପରେ ଜବ୍ସଙ୍କୁ ମୁଖ୍ୟ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହା ପରେ ଜବ୍ସ ଉକ୍ତ ଖେଳଟିକୁ ଲୋସ୍ ଗେଟୋସ କାଲିଫର୍ଣ୍ଣିଆସ୍ଥିତ Atari.incକୁ ଆଣିଥିଲେ।ଏହା ନେଇ ଅଟାରି ଭାବିଥିଲେ ଯେ ଜବ୍ସ ଏହି କମ୍ପାନୀରେ ତାଙ୍କୁ ଏକ କର୍ମଚାରୀ ରୂପରେ ନିଯୁକ୍ତ କରିଛନ୍ତି।ଅଟାରିଙ୍କ ସହ-ପ୍ରତିଷ୍ଠାତା ନୋଲାନ ବୁଶନେଲ୍ ତାଙ୍କୁ ଏକ "ଜଟିଳ ପରନ୍ତୁ ମୂଲ୍ୟବାନ" ହିସାବରେ ପରିଗଣନ କରିଥିଲେ। ଏବଂ ଏହା ମଧ୍ୟ କହିଥିଲେ ଯେ ସେ "ଏକ ବିଜ୍ଞ ବ୍ୟକ୍ତି "ଏବଂ ଲୋକ ମାନେଏହା ଜାଣିବାକୁ ସମୟ ଲାଗିବ ନାହିଁ।

୧୯୭୨ମସିହା ମଧ୍ୟଭାଗରେ ଜବ୍ସ ପୁଣିଥରେ San Francisco. Bay Areaକୁ ଫେରି ଯାଇଥିଲେ,ଏବଂ ନିଜ ଘର ଭଡା ଦେଇ ରହୁଥିଲେ । ଏହାକୁ ଦର୍ଶାଇ ବର୍ନାନ ତାଙ୍କ 'ସମ୍ବନ୍ଧ ଜଟିଳ ଥିଲା ଏବଂ ସେ ଏହି ସମ୍ପର୍କକୁ ଭାଙ୍ଗି ପରିନଥାନ୍ତେ ଓ ରଖି ମଧ୍ୟ ପରିନଥାନ୍ତେ"।ଜବ୍ସ ସହରର ପଶ୍ଚିମଭାଗରେ ଛୋଟମୋଟ କାମ ଖୋଜି କରୁଥିଲେ,ଏବଂ ବର୍ନାନ ମଧ୍ୟ ତାଙ୍କୁ ଯୋଗ ଦେଇଥିଲେ।ଧୀରେ ଧୀରେ ବିର୍ନାନ ଧ୍ୟାନ ଦେଇଥିଲେ ଯେ "ଜବ୍ସ ଓ ସେ ଧୀରେ ଧୀରେ ଦୁରେଇ ଯାଉଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ିପାରି ନଥିଲେ।ଆମେ କେବବ୍ ମଧ୍ୟ ଏ ବିଷୟରେ କଥା ହୋଇନଥିଲୁ,କେବେ ମଧ୍ୟ ଦୁରେଇଯିବା କିମ୍ବା ଅଲଗା ରାସ୍ତାରେ ଯିବା ପାଇଁ କଥା ହୋଇ ନଥିଲୁ,କିମ୍ବା ଏମିତି ବି ମଧ୍ୟ ହୋଇନଥିଲା ଯ୍ ଆମ ମଧ୍ୟରୁ ଜଣେ ଛାଡ଼ି ଚାଲିଯିବ"। ଦୁହେଁ ଅଲଗା ଅଲଗା ବଢ଼ିବାକୁ ଲାଗିଲେ କିନ୍ତୁ ଜବ୍ସ ଏବେ ମଧ୍ୟ ତାଙ୍କୁ ଖୋଜୁଥିଲେ।ବିର୍ନାନ ଖାଦ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଦୋକାନରେ କାମ କରୁଥିବା ସମୟରେ ପରସ୍ପର ନିଜ ସହ ସମ୍ପର୍କରେ ରହିଥିଲେ,ଯଦିଓ ସେ ଅନ୍ୟ ଲୋକଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲ।7

ପ୍ରାତଃକାଳୀନ ୧୯୭୩,ସମୟ ବେଳକୁ ବର୍ନାନଙ୍କ ବର୍ଣିତ ଏକ 'ସରଳ ଜୀବନ' ଯାପନ କରୁଥିଲେ ଜବ୍ସ। ଜବ୍ସ ଅଟାରୀରେ କାମ କରୁଥିବା ସମୟରେ କିଛି ଧନ ସଂଚୟ କରି ରଖିଥିଲେ।ଓ ସେ ଏହି ଧନ ଭାରତ ଗ୍ରସ୍ତ ପାଇଁ ରଖିଥିଲେ। ବର୍ନାନ ଜବ୍ସଙ୍କ ବାସସ୍ଥଳକୁ ଦୁଇ ଥର ଭ୍ରମଣ ପାଇଁ ଯାଇଥିଲେ। ସେ ତାଙ୍କ ସ୍ମୃତିକଥାରେ ଦର୍ଶାଇଥିଲେ ଯେ,ସେହି ବାସଗୃହର ସ୍ମୃତିରେ ତାଙ୍କର ଜବ୍ସଙ୍କ Be here now ବହିପଢ଼ିବା ଏବଂ ତାଙ୍କୁ ଏହା ପଢ଼ିବା ପାଇଁ ଦେବା,ଜବ୍ସଙ୍କ ପାଶ୍ଚାତ୍ୟ ସଂଗୀତ ଶୁଣିବା,ଏବଂ ଏକ ଜାପାନୀ ତକିଆରେ ତପସ୍ୟା କରିବା କେବେ ଭୁଲି ନାହାନ୍ତି। ବର୍ନାନ ଅନୁଭବ କରିବାକୁ ପାଇଥିଲେ ଯେ ଜବ୍ସ ତାଙ୍କ ପ୍ରତି ଟିକେ ଦୁରସ୍ଥ ଏବଂ ନିଷେଧର୍ଥକ ରହିଥିଲେ।ବର୍ନାନ ନିଜ ସ୍ମୃତିକଥାରେ ଦର୍ଶାଇଛନ୍ତି ଯେ ଜବ୍ସ ଭାରତ ଗ୍ରସ୍ତ ପୂର୍ବରୁ ତାଙ୍କ ସହ ଦେଖା ହୋଇଥିଲେ ଏବଂ ସେ ତାଙ୍କୁ ୧୦୦$ ଦେଇଥିଲେ, ସେ ଏହାକୁ ଅଟାରୀରେ ରହି କାମ କରୁୁଥିବା ସମୟରେ ଏହା ରୋଜଗାର କରିଛନ୍ତି ବୋଲି ଦର୍ଶାଇ ଥିଲେ। କିନ୍ତୁ ବର୍ନାନ ଏହା ଗ୍ରହଣ କରିନଥିଲେ।ଜବ୍ସ ୧୯୭୪ମସିହା ମଧ୍ୟଭାଗରେ ନିଜ ବନ୍ଧୁ ଷ୍ଟେବେ କଟୋକେଙ୍କ ସହ ପରାମର୍ଥିକ ସନ୍ଧାନରେ ଭାରତର କାଁଚି ଥରେ ଥିବା'ନିମ କରାଳି ବାବା'ଙ୍କ ଆଶ୍ରମ ଭ୍ରମଣ ପାଇଁ ଯାଇଥିଲେ ଓ ସେ ସେଠାରେ ତାଙ୍କୁ ଦେଖା କରିଥିଲେ। ଯେତେବେଳେ ସେ ନିମ କରାଳି ଆଶ୍ରମରେ ପହଁଚିଲେ ,ସେଠାକାର ପରିବେଶ ମରୁଭୂମି ସଦୃଶ୍ୟ ହୋଇ ଯାଇଥିଲା। କାରଣ ନିମ୍ କରାଳି ବାବା ୧୯୭୩ ମସିହା ସେପ୍ଟେମ୍ବରରେ ଇହାଧ୍ୟମ ତ୍ୟାଗ କରି ଦେଇଥିଲେ। ଏହା ପରେ ସେମାନେ ସେଠୁ ହାଇଦଖାନ ବାବାଜିଙ୍କ ଆଶ୍ରମକୁ ଯିବା ପାଇଁ ବାହାରି ଥିଲେ।ସେମାନେ ଯାତ୍ରା ସମୟର ଅତ୍ୟଧିକ ସମୟ ବାସରେ ହିଁ ବିତାଇ ଥିଲେ।ଏହି ମଧ୍ୟରେ ସେ 'ଦିଲ୍ଲୀ, ଉତ୍ତରପ୍ରଦେଶ,ଏବଂ ହିମାଚଳ' ପ୍ରଦେଶ ଦେଇ ଭ୍ରମଣ କରିଥିଲେ। ସାତମାସ କାଳ ଭାତରେ ରହିବା ପରେ ଜବ୍ସ ଭାରତ ଛାଡି ଅଷ୍ଟ୍ରେଲିଆ ପଳେଇ ଆସିଥିଲେ।ଡାନିଆଲ କୋଟେ ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଫେରି ଆସିଥିଲେ।ଜବ୍ସ ଅଷ୍ଟ୍ରେଲିଆ ଆସିଲା ପରେ ତାଙ୍କ ବେଶଭୂଷା ପଡ଼ିବର୍ତନ କରିଦେଇଥିଲେ। ସେ ଖିଅର କରେଇ ହେଇଥିଲେ ଓ ପାରମ୍ପରିକ ଭାରତୀୟ ବସ୍ତ୍ର ପରିଧାନ କରିଥିଲେ।ସେ ତାଙ୍କ ଭାରତ ଗ୍ରସ୍ତ ଓ ଏହି ଆଧ୍ୟାତ୍ମିକ ଅନୁଭୁତିକୁ ପରେLSD ପରୀକ୍ଷା ବୋଲି କହିଥିଲେ।ସେ ଏହାକୁ ନିଜ ଜୀବନର ବହୁତ ମହତପୁର୍ନ ନିଷ୍ପତି ଭିତରୁୁ ଅନ୍ୟତମ କହିଥିଲେ।ସେ ଏହା ପରେ ନିଜ ଘରେ କିଛି ସମୟକାଳ ଯାଏଁ ରହିଥିଲେ।ଓ ପରେ ତାଙ୍କୁ ବର୍ନାନ ଯୋଗ ଦେଇ ଥିଲେ।

ଏହି ସମୟାନ୍ତରରେ master koubn chino otogaywaଙ୍କ ଜରିଆରେ ଉଭୟ ବେର୍ନାନ ଅବ ଜବ୍ସ ବୋଦ୍ଧିଧର୍ମରେ ପେସାଜୀବୀ ହୋଇ ସାରିଥିଲେ।ଜବ୍ସ ତାଙ୍କ ବରିପଟେ ଥିବା ହାତଜନ଼ତ୍ର ଘରକୁ ଏକ ଶୋଇବା ଘରରେ ପରିଣତ କରି ଦେଇଥିଲେ। ସେ ସେଠାରେ ଏକ ଶୋଇବା ସେଜ,ମୁଣୀ,କିଛି ବହି ଓ ତାଙ୍କ ତକିଆ ରଖିଥିଲେ।ଜବ୍ସଙ୍କ ପ୍ରାୟତଃ ସମୟ ଆଧ୍ୟାତ୍ମିକ ସାଧନାରେ ଯାଉଥିଲା ପରେ ଜବ୍ସଙ୍କ କହିବନୁଯାଇ-ଯେଉଁମାନେ ତାଙ୍କ ଜୀବନ ଯାପନ ପ୍ରଣାଳୀକୁ ଗ୍ରହଣ କରିପାରୁ ନଥିଲେ ସେମାନେ ଜବ୍ସଙ୍କ ଭାବନା ସହ ମେଳଖାଇ ଚାଲି ପାରିବେ ନାହିଁ।

ଏହା ପରେ ଜବ୍ସ ଅଟାରୀକୁ ଫେରି ଆସିଥିଲେ ଓ ନୂଆ arcade video game ଆରମ୍ଭ କରିବା ପାଇଁ ସେ ସେଠୀ ଏକ ସଭାସମିତି ଗଠନ କରିଥିଲେ।ବୁଶ୍ନେଲଙ୍କ ଅନୁଷାରେ,ଅଟାରୀ ପ୍ରତି ttl chip ପାଇଁ ୧୦୦ ଅମେରିକି ଟଂକା ଯୋଗାଇଥିଲେ।

ଆପଲ(୧୯୭୬-୧୯୮୫)

ସମ୍ପାଦନା

ଜବ୍ସ ୱଜିନାକଙ୍କସହ ୧୯୭୫ରେ home brew କମ୍ପ୍ୟୁଟର କ୍ଲବର ସଭାସମିତି ସବୁ ଯୋଗ ଦେବାକୁ ଲାଗିଲେ।୧୯୭୬ରେ ୱଜିନାକ ପ୍ରଥମ Apple i କମ୍ପ୍ୟୁଟର ଉଦ୍ଭାବନ କରିଥିଲେ।ସେ ଜବ୍ସଙ୍କୁ ସବୁ ଦର୍ଶାଇ ଥିଲେ।ଜବ୍ସ ୱଜିନାକଙ୍କୁ ଏହା ବିକ୍ରି କରିବା ପାଇଁ କହିଥିଲେ।ଉଭୟ ଜବ୍ସ ଓ ୱଜିନାକ Ronald waneଙ୍କ ସହ ମିଶିଜ୍ୱ୍ସାଙ୍କ Christ driveସ୍ଥିତ ଘରେ ପ୍ରଥମ ଆପଲ କମ୍ପ୍ୟୁଟର ଉଦ୍ଭାବନ କରିଥିଲେ।ୱେନ ଅଳ୍ପ ସମୟ ପାଇଁ। କାର୍ଯ୍ୟରତ ରହିଥିଲେ ଏବଂ ପରେ ଜବ୍ସ ଏବଂ ୱଜିନାକଙ୍କୁ ମୁଖ୍ୟ ପ୍ରତିଷ୍ଠାତା ରୂପରେ ରଖି କମ୍ପାନୀରୁ ଇସ୍ତଫା ଦେଇଥିଲେ।ଜବ୍ସଙ୍କ ଏକ ପଡୋଶୀ ତାଙ୍କୁ ଏକ ଏମିତି ଲୋକ ବୋଲି କହିଥିଲେ,ଯିଏ ନିଜ କର୍ମ କ୍ଷେତ୍ରରେ ଏତେ ହଜିଯାଇଥିଲେ ଯ୍ ନିଜ ଗ୍ରାହକଙ୍କ ସହ ଦେଖା ହେବ ସମୟରେ ଦୈନିକ ପୋଷାକରେ ମଧ୍ୟ ଦେଖା ହୋଇ ଯାଉଥିଲେ।ଡାନିଆଲ କୋଟ୍କେ କହିଲେ ଯ୍ ସେ ପ୍ରଥମ ମଣିଷ ଯିଏ ନିଜ ଗ୍ୟାରେଜରେ ରହି କାମ କରୁଥିଲେ।ସେ ଏହା ମଧ୍ୟ କହିଥିଲେ ଯ୍ ଜବ୍ସ ଅତି ବେଶିରେ ସପ୍ତାହରେ ଥରେ ନିଜ ନୂଆ ଉଦ୍ଭାବନ କରିଥିବା code ନେଇ ବାହାରକୁ ଆସୁଥିଲେ।କୋଟକେ ମଧ୍ୟ ତାଙ୍କ ସହ କାମ କରିବା ଆରମ୍ଭ କରିଦେଲେ।ସେ ଜବ୍ସଙ୍କ ଘରେ ରହି ତାଙ୍କ ପାଇଁ ଫୋନଦ୍ୱାରା ପୁଞ୍ଜିନିବେଷକଙ୍କୁ ଯୋଗାଯୋଗ କରିବାକୁ ଲାଗିଲେ। ତାଙ୍କ ପରିଶ୍ରମ ଫଳରେ ସେ ଇଣ୍ଟେଲ କମ୍ପାନୀଠାରୁ ଋଣ ପାଇଥିଲେ।ଏବଂ କମ୍ପାନୀ ଫ ଜଣେ ଜଣାଶୁଣା ବ୍ୟକ୍ତି କହିଥିଲେ ଯେ,ଜବ୍ସ ତାଙ୍କ ପ୍ରତିବନ୍ଧ ଭହିଁ ନିଜ କଳ୍ପନାକୁ ସାକାର କରିଛନ୍ତି। ଭାରତ ଭ୍ରମଣରୁ ଫେରିବା ପରେ ବର୍ନାନ ଜବ୍ସଙ୍କୁ ଦେଖା କରିବାକୁ ତାଙ୍କ ମତାପିତାଙ୍କ ଘରକୁ ଯାଇଥିଲେ।ଯେଉଁଠି ଜବ୍ସ ଏବେ ମଧ୍ୟ ରହୁଥିଲେ।ଏହି ଅନ୍ତରାଳରେ ଜବ୍ସ ବର୍ନାନ ପୁନଃ ପ୍ରେମରେ ବାନ୍ଧି ହୋଇଥିଲେ।ବର୍ନାନ ଧୀରେ ଧୀରେ ଜବ୍ସଙ୍କଠାରେ ପରିବର୍ତ୍ତନ ଲକ୍ଷ କରିଥିଲେ। ଏହି ସମୟରେ ଜବ୍ସ ନିଜ ପ୍ରଥମ ଅପଲ୍ କଂପୁଟର ତାଙ୍କ ପିତା ମାତାଙ୍କୁ ଦେଖାଇଥିଲେ। ଜବ୍ସ ତାଙ୍କୁ ଏହି ମଡେଲ ତ ତାଙ୍କ ଘରେ ଦେଖାଇଥିଲେ।୧୯୭୭ ମସିହା ପ୍ରାରମ୍ଭରେ ଜବ୍ସ ଏବଂ ବର୍ନାନ ଏକାଠି ତାଙ ଘରେ ସମୟ ବିତାଇବା କରିବା ଆରମ୍ଭ କରିଦେଇଥିଲେ।ସେ los Altosଠାରେ ରହୁଥିଲେ ଯାହା କି ଏକ ପାଠପଢ଼ା ଏବଂ ଭଲ ସାମାଜିକ ପରିବେଶ ଥିଲା।ବର୍ନାନ ସେଠୀ ଏକ ଶିକ୍ଷୟତ୍ରୀ ରୂପେ ମଧ୍ୟ କାମ କରିଥିଲେ।ସେଠାରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସେ ଚାଷ କରିବା ଶିଖାଉଥିଲେ।୧୯୭୭ରେ ଜବ୍ସ ଏବଂ ୱଜିନାକ Apple iiକୁ ଏକ ବିଜ୍ଞାନମେଳାରେ ଆନୟନ କରାଇଥିଲେ।ଏହା ଆପଲ୍ର ସବୁଠୁ ପ୍ରଥମ ଏବଂ ସବୁଠୁ ଅଧିକ ସଫଳତା ପ୍ରାପ୍ତ ବିକ୍ରି ହପିଥିବା ଜମ୍ପୁ୍ଟର।ଏହା ଲୋକଙ୍କଦ୍ୱାରା ବହୁତ ପସନ୍ଦ ଆସିଥିବା ପ୍ରଥମ ଅପଲ୍ କମ୍ପ୍ୟୁଟର ରୂପେ ହୋଇଥିଲା। ଏହି କମ୍ପ୍ୟୁଟର ତ ପ୍ରଥମେ ୱଜିନାଙ୍କଙ୍କଦ୍ୱାରା ତିଆରି ହୋଇଥିଲା। ପରେ ଏହି କମ୍ପ୍ୟୁଟରକୁ ଜବ୍ସ ନିରୀକ୍ଷଣ କଫିଥିଲେ ଓ ସେଥିରେ କିଛିଟା ସୁଧର କରିଥିଲେ।Red holt ଏହାର ଏକ ନୂତନ ଓ ଅଦ୍ୟିତୀୟ ଶକ୍ତି ସଂଚାର ସୁବିଧା ତିଆରି କରିଥିଲେଜବ୍ସ ସବୁ ବେଳେ ଗୋଟିଏ ହିଁ ପ୍ରକାର ପୋଷାକ ପିନ୍ଧୁଥିଲେ।ସେ ଏକ କଳା ସାର୍ଟ ଏବଂ levis 501 jeans ପିନ୍ଧିବାକୁ ପସନ୍ଦ କରୁଥଲେ। ସେ କହିଥିଲେ ଯ୍ ତାଙ୍କ ଏହି ପୋଷାକ ଶୈଳୀ ସେ ବ୍ରାଉନ ମହାବିଦ୍ୟାଳୟରେ ଥିବା ଏକ କର୍ମ ତତ୍ପର ଶିକ୍ଷକ ଷ୍ଟୁଆର୍ଟଙ୍କଠାରୁ ପ୍ରେରିିତ।ଜବ୍ସ ତାଙ୍କ ନିଜସ୍ୱ ଜୀବନୀଲେଖକଙ୍କୁ କହିଥିଲେ ଯେ "ସେ ନିଜ ପାଇଁ ଏକ ସମପୋଷାକ ତିଆରି ପାଇଁ କହିଥିଲେ।କାରଣ ଏହା ତାଙ୍କୁ ନିଜସ୍ୱ ପରିଚୟ ଯୋଗାଇ ଦେବ ବୋଲି ଭାବୁଥିଲେ।

ଜବ୍ସ ଏବଂ ଆପଲ୍ ସଫଳତାର ସ୍ୱାଦ ଚାଖିବା ପରେ,ତାଙ୍କ ଓ ବର୍ନାନଙ୍କ ସମ୍ପର୍କ ଦିନକୁ ଦିନ ଜଟିଳ ହେବକୁ ଲାଗିଲା।୧୯୭୭ମସିହାରେ ସଫଳତା ପରେ ଆପଲ୍ ତାଙ୍କ ସମ୍ପର୍କର ଏକ ଅଂଶ ରୂପରେ ଜଡ଼ିତ ହୋଇ ଗଲା।ଜବ୍ସ,ବର୍ନାନ ଓ ଡାନିଏଲ କୋଟ୍କେ କୁପେର୍ଟିନଠାରେ ଏକ ଘରେ ଏକାଠି ରହିବାକୁ ଲାଗିଲେ।ବର୍ନାନ ଆପଲ୍ କମାପଣିର ପରିବହନ ସଂଚାଳନ ବିଭାଗରେ ଏକ ପଦବୀ ଅଧିଗ୍ରହଣ କଲେ।କାଳ କ୍ରମେ ଜବ୍ସଙ୍କ ଆପଲ୍ କମ୍ପାନୀରେ ପଦବୀ ଉଚ୍ଚକୁ ବଢ଼ିବାକୁ ଲାଗିଲା ଏବଂ ବର୍ନାନ ଓ ତାଙ୍କ ସମ୍ପର୍କରେ ଅବନତି ଘଟିବାକୁ ଲାଗିଲା,ଓ ଏହା ନେଇ ବର୍ନାନ ତାଙ୍କ ସମ୍ପର୍କକୁ ଛୋଟ ପଫିବର୍ତନ ମାନକଙ୍କଦ୍ୱାରା ଶେଷ କରିବାକୁ ଚାହିଁଲେ।

  1. "The Walt Disney Company and Affiliated Companies – board of directors". The Walt Disney Company. Retrieved October 2, 2009.
  2. D'Onfro, Jillian (March 22, 2015). "Why execs from other companies wanted to meet with Steve Jobs on Fridays". Business Insider. Retrieved 2015-09-11.
  3. Isaacson, Walter (2011). Steve Jobs. Simon & Schuster.
  4. Foremski, Tom. "The Steve Jobs way: Exploring the intersection of psychedelics and technology | ZDNet". ZDNet. Retrieved 2016-02-24.
  5. Smith, Alvy Ray. "Pixar Founding Documents". Alvy Ray Smith Homepage. Archived from the original on April 27, 2005. Retrieved January 11, 2011.
  6. Foremski, Tom. "The Steve Jobs way: Exploring the intersection of psychedelics and technology | ZDNet". ZDNet. Retrieved 2016-02-24.
  7. Graff, Amy (18 November 2015). "Social media reminds us Steve Jobs was the son of a Syrian migrant". SFGate. Hearst Communications. Retrieved 19 May 2016.
  8. Staff (August 27, 2011). "Dad waits for Jobs to iPhone". New York Post. Retrieved June 27, 2015.

ବାହାର ତଥ୍ୟ

ସମ୍ପାଦନା