ଶ୍ରୋଣୀ ପୁନଃସ୍ଥାପନ

ଏଥିରେ ବିସ୍ଥାପିତ ହିପ ବା ଶ୍ରୋଣୀକୁ ପୁନସ୍ଥାପନ କରାଯାଏ ।

Template:Infobox medical intervention

ଶ୍ରୋଣୀ ପୁନଃସ୍ଥାପନ (ଇଂରାଜୀ ଭାଷାରେ Hip reduction) ଅନେକ ଉପାୟରେ କରାଯାଏ ଯେତେବେଳେ ଶ୍ରୋଣୀ ବିସ୍ଥାପିତ ହୋଇଥାଏ [] ବିସ୍ଥାପନ ନିର୍ଣ୍ଣୟ ହେବା ସଙ୍ଗେ ସଙ୍ଗେ ଏହା କରିବା ଉଚିତ ।[][] ଏହା ସାଥିରେ ଅସ୍ଥିଭଗ୍ନ ଥିଲେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] ଡେରି ହୋଇଗଲେ ଆଭାସ୍କୁଲାର ନେକ୍ରୋସିସ ଓ ସିଆଟିକ ସ୍ନାୟୁ ଆଘାତପ୍ରାପ୍ତ ହୋଇପାରେ ।[]

ଏହା ସାଧାରଣଥ ରୋଗୀ ପିଠି ତଳକୁ କରି ଶୋଇବା ପରେ ପ୍ରଶାନ୍ତିକାରକ ଔଷଧ ଓ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ।[] ହିପ ଏବଂ ଆଣ୍ଠୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କା କରି ଜଣେ ସହାୟକ ଶ୍ରୋଣୀକୁ ଧରି ଉପରୁ ତଳକୁ ଠେଲି ଦିଏ ।[] କିଛି ଟ୍ରାକ୍ସନ୍-କାଉଣ୍ଟରଟ୍ରାକସନ ମିଶ୍ରଣ ଏବଂ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଘୂର୍ଣ୍ଣନ କରିବା ଆବଶ୍ୟକ ହୋଇପାରେ ।[] ଯଦି ଏହା ଯଥେଷ୍ଟ ନୁହେଁ, ଉପର ଜଙ୍ଘକୁ ବାହାରକୁ ଟାଣିବା ପାଇଁ ଏକ ସିଟ୍ ବ୍ୟବହୃତ ହୋଇପାରେ ।[]

ପ୍ରକ୍ରିୟା ଅନୁସରଣ କରିବା ପରେ ବିସ୍ଥାପନ ହ୍ରାସକୁ ଯାଞ୍ଚ କରିବା ଏବଂ ଜଟିଳତାକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ତଞ୍ଜନଶ୍ମି କିମ୍ବା ସିଟି ସ୍କାନ କରାଯିବା ଉଚିତ ।[] [] କେହି କେହି ପରାମର୍ଶ ଦିଅନ୍ତି ଯେ ଜଣେ ବ୍ୟକ୍ତିଙ୍କ ଦୁଇ ଗୋଡ ମଧ୍ୟରେ ଏକ ତକିଆ ରଖିବା ଉଚିତ ।[] ଏହି ଚିକିତ୍ସା ପରେ କ୍ରୁଚ୍ ସହିତ ଏହି ଆଂଶିକ ଓଜନ ବହନ କରିବାକୁ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ସୁପାରିଶ କରାଯାଏ ।[] ଅସ୍ତ୍ରୋପଚାର ବିନା ହିପ ପୁନଃସ୍ଥାପନ କରିବା ଉପାୟ ପ୍ରଥମେ ବିନା ଅସ୍ତ୍ରୋପାରରେ ୧୮୭୦ ରେ ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "How To Reduce a Posterior Hip Dislocation - Injuries; Poisoning". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 29 September 2021. Retrieved 29 September 2021. ଆଧାର ଭୁଲ: Invalid <ref> tag; name "Mer2021" defined multiple times with different content
  2. Gottlieb, Michael (June 2022). "Managing Posterior Hip Dislocations". Annals of Emergency Medicine. 79 (6): 554–559. doi:10.1016/j.annemergmed.2022.01.027. Archived from the original on 19 August 2022. Retrieved 12 August 2022.
  3. ୩.୦ ୩.୧ ୩.୨ Masiewicz, Spencer; Mabrouk, Ahmed; Johnson, Dean E. (2022). "Posterior Hip Dislocation". StatPearls. StatPearls Publishing. Archived from the original on 13 February 2022. Retrieved 13 February 2022.