ଶ୍ରେଣୀ:ଜଗନ୍ନାଥ ଧର୍ମର ପର୍ବ

ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ପୁରୀ ଠାରେ ଅବସ୍ଥାନ କରିଥାନ୍ତି । ଓଡ଼ିଆ ଜନଜୀବନ ଓ ଚଳଣି ଶ୍ରୀ ଜଗନ୍ନାଥଙ୍କ ଦେଇ ନାନା ଭାବରେ ପ୍ରଭାବିତ । ଜଗନ୍ନାଥ ଧର୍ମ ଜଗନ୍ନାଥଙ୍କ ରୀତି ନୀତି, ପାର୍ବଣ ଓ ଦର୍ଶନକୁ ବୁଝାଇଥାଏ ।