ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ

ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର କଦପ୍ପାଠାରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ।ଏହା ବିଶ୍ୱର ଏକମାତ୍ର ଅଭୟାରଣ୍ୟ ଯାହା "jerdon ;s courser" ନାମକ ଏକ ବହୁ ବିରଳ ଓ ଅବଲୁପ୍ତ ପ୍ରାୟ ପକ୍ଷୀକୁ ସଂରକ୍ଷଣ ଦେଇଥାଏ । ଏହା ବ୍ଯତୀତ ଏହିରେ 176ଟି ପ୍ରଜାତିର ବିଭିନ୍ନ ବିରଳ ଜୀବ[୧] ଓ ବୃକ୍ଷକୁ ସଙ୍ଗରକ୍ଷନଣ ପ୍ରଦାନ ପୂର୍ବକ ରଖିଥାଏ ।  [୨]

Sri Lankamalleswara Wildlife Sanctuary
Lankamala Wildlife Sanctuary
IUCN Category IV (Habitat/Species Management Area)
Map of India
ଅବସ୍ଥାନKadapa District, Andhra Pradesh, India
ପାଖ ସହରKadapa
କ୍ଷେତ୍ରଫଳ464.42 km2 (179.31 sq mi)

ଇତିହାସ  ସମ୍ପାଦନା

1848 ମସିହାରେ ଏହି ଅଞ୍ଚଳରେ ଥୋମାସ ଜେର୍ଦୋନ ନାମକ ଚିକିଷ୍ଟକ ଓ ପ୍ରକୃତିବିଦଙ୍କଦ୍ୱାରା ପ୍ରଥମେକୁ ଚିହ୍ନଟ ଓ ଆବିଷ୍କାର କରାଯାଇଥିଲା ।ତାହାକୁ ପରେ 1986[୩] ମସିହା ଯାଏ ଅବଲୁପ୍ତ ହେଇଯାଇଥିବା ବିଶ୍ୱାସ କରାଯାଉଥିଲା । 1986 ମସିହାରେ ଏହାକୁ ପୁନର-ଆବିଷ୍କାର କରାଯିବା ପରେ ତାହାର ସଙ୍ଗରକ୍ଷଣ ପାଇଁ ପଦକ୍ଷେପ ନିଆ ଯାଇଥିଲା ।ଶ୍ରୀ ଲଙ୍କାମାଲ୍ଲେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟର ଜଳବାଯୁ ଏହା ପାଇଁ ଉପଯୁକ୍ତ ହେଇଥିବାରୁ ଏଠାରେ ସେମାନେ ରହିଛନ୍ତି ।    

ବନ୍ୟପ୍ରାଣୀ ଓ ଜୀବଜନ୍ତୁ  ସମ୍ପାଦନା

ଏଠାରେ 1400 ପ୍ରଜାତିର ବୃକ୍ଷ୍ଯରାଜି ଓ 176 ପ୍ରକାର ଭେଦ ଅନନ୍ୟ ସଜୀବ ପାହାନ୍ତି । ଏଠାରେ ବ୍ୟାଘ୍ର , ଭାଲୁ ଚିତା , ନୀଳଗାଇ ଆଦି ବନ୍ୟପ୍ରାଣୀ ରହନ୍ତି । .[୪]

ପର୍ଯ୍ୟଟନ କାଳ  ସମ୍ପାଦନା

ପର୍ଯ୍ୟଟନ ନିମନ୍ତେ ଅକ୍ଟୋବରରୁ ମାର୍ଚ ଏଠାରେ ଉପଯୁକ୍ତ ସମୟ । .[୫] କଦପ୍ପାଠାରୁ ଏହା ମାତ୍ର 15 କିଲୋମିଟର ଦୁରବର୍ତୀ । .[୬]

ଆଧାର ସମ୍ପାଦନା

  1. http://www.discoveredindia.com/andhra-pradesh/attractions/wildlife/lankamalleswaram-wildlife-sanctuary.htm
  2. http://www.discoveredindia.com/andhra-pradesh/attractions/wildlife/lankamalleswaram-wildlife-sanctuary.htm
  3. http://zeenews.india.com/news/eco-news/endangered-jerdons-courser-on-centres-priority-list_686915.html
  4. http://www.kadapa.info/subpage14.html/
  5. "ଆର୍କାଇଭ୍ କପି". Archived from the original on 2014-01-25. Retrieved 2016-12-31. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-12-31. {{cite web}}: Cite has empty unknown parameter: |1= (help)