ଶ୍ରୀନଅର
ଗଜପତି ମହାରାଜାଙ୍କର ରାଜଧାନୀ ପୁରୀ ବାହାରେ ଥିବାସ୍ଥଳେ ପୁରୀରେ ଏକ ରାଜବାଟି ଶ୍ରୀନହର ନାମରେ ଥିଲା ପୁରୀ ବାଲିସାହିରେ ଏହି ନଅର ଥିବାରୁ ଏହା 'ବାଲିନଅର' ନାମରେ ଜଣା ।

ନିର୍ମାଣ ସମ୍ପାଦନ କରନ୍ତୁ
ଏହି ନଅରରେ ଦେବୀ ଶ୍ୟମାକାଳୀ ଉପାସିତ ହେଉଥିଲେ । ଏହାର ଚାରି ଦ୍ୱାରରେ ଚାରି ଦେବୀ ବିଜେ କରିଥିଲେ । ଏହାର ପୂର୍ବଦ୍ୱାରରେ ସର୍ବମଙ୍ଗଳା ବିଜେ କରିଥିଲେ । ଶ୍ରୀନଅର ଧ୍ୱଂସ ହେଇଯିବା ପରେ ମଧ୍ୟ ଚାରି ଦ୍ୱାରରେ ଚାରି ଦେବୀ ଏବେବି ପୂଜା ପାଉଛନ୍ତି ।
ଇତିହାସ ସମ୍ପାଦନ କରନ୍ତୁ
ପତନ ସମ୍ପାଦନ କରନ୍ତୁ
ଅମିର ଫତେ ଖାନ୍ ୧୬୪୭ ମସିହାରେ ଶ୍ରୀମନ୍ଦିର ଓ ବାଲି ନଅର ଉପରେ ଆକ୍ରମଣ କରିଥିଲା । ଗଜପତି ନରସିଂହ ଦେବଙ୍କ ମୁଣ୍ଡକାଟି ହତ୍ୟା କରିବା ପରେ ନଅରର ପତନ ଆରମ୍ଭ ହେଲା ।[୧]