ଶ୍ରଦ୍ଧା ଶର୍ମା ଜଣେ ଭାରତୀୟ ସାମ୍ବାଦିକ ତଥା ଉଦ୍ୟୋଗୀ ଅଟନ୍ତି । ସେ ୟୋର ଷ୍ଟୋରୀର ପ୍ରତିଷ୍ଠାତା, ସିଇଓ ଏବଂ ମୁଖ୍ୟ ସମ୍ପାଦକ ଅଟନ୍ତି ।[୨][୩][୪] ୨୦୦୮ ମସିହାରେ ୟୋର ଷ୍ଟୋରୀ ଆରମ୍ଭ କରିବା ପୂର୍ବରୁ, ଶର୍ମା CNBC - TV 18ରେ ସହକାରୀ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଟାଇମ୍ସ ଅଫ ଇଣ୍ଡିଆର ବ୍ରାଣ୍ଡ ପରାମର୍ଶଦାତା ମଧ୍ୟ ଥିଲେ ।[୫][୬]

ଶ୍ରଦ୍ଧା ଶର୍ମା
ଜନ୍ମ (1980-07-06) ୬ ଜୁଲାଇ ୧୯୮୦ (ବୟସ ୪୩)[୧]
ଜାତୀୟତାଭାରତୀୟ
ଶିକ୍ଷାଇତିହାସରେ ମାଷ୍ଟର
ଶିକ୍ଷାନୁଷ୍ଠାନସେଣ୍ଟ. ଷ୍ଟିଫେନ୍ କଲେଜ, ଦିଲ୍ଲୀ
MICA (ଅନୁଷ୍ଠାନ)
ବୃତ୍ତିସାମ୍ବାଦିକ
ପ୍ରସିଦ୍ଧିୟୋର ଷ୍ଟୋରୀର ପ୍ରତିଷ୍ଠାତା ତଥା ସିଇଓ
ଉଲ୍ଲେଖନୀୟ କୃତିୟୋର ଷ୍ଟୋରୀ
ବୈବାହିକ-ସାଥୀଗୌରବ ଶର୍ମା

ୟୋର ଷ୍ଟୋରୀ; ରତନ ଟାଟା, ଭାନି କୋଲା, କାର୍ତ୍ତି ମାଡାସାମି ଏବଂ ଟିଭି ମୋହନଦାସ ପାଏଙ୍କଠାରୁ ଅର୍ଥ ବିନିଯୋଗ ଗ୍ରହଣ କରିଛି ।[୭][୮][୯]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ଶର୍ମା ବିହାରର ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିଲେ ।[୧୦] ସେ ପାଟନାରେ ବଡ ହୋଇଥିଲେ ।[୫] ତାଙ୍କ ସ୍କୁଲ ସମୟରେ, ସେ ନିଜ ଶ୍ରେଣୀରେ ଶ୍ରେଷ୍ଠରେ ରହିଥିଲେ ଏବଂ ସେ ଭାଷଣରେରେ ବହୁତ ସକ୍ରିୟ ଥିଲେ ।

ଶର୍ମା ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ଇତିହାସରେ ସ୍ନାତକୋତ୍ତର ଏବଂ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରେ ସେ ମେରିଲ୍ୟାଣ୍ଡ ଇନଷ୍ଟିଚ୍ୟୁଟ କଲେଜ ଅଫ ଆର୍ଟରୁ ଏମବିଏ ହାସଲ କରିଥିଲେ ।

ପୁରସ୍କାର ଏବଂ ସଫଳତା ସମ୍ପାଦନା

ଏକ ଷ୍ଟାର୍ଟଅପ ସମ୍ପ୍ରଦାୟ ଗଠନରେ ତାଙ୍କର ଉଦ୍ୟମ ପାଇଁ ଶର୍ମା ନାସକୋମ ଇକୋସିଷ୍ଟମ ଇଭାନ୍ସେଲିଷ୍ଟ ପୁରସ୍କାର ଗ୍ରହଣ କରିଛନ୍ତି, ଏଥିସହ ତାଙ୍କୁ ୨୦୧୦ ମସିହାରେ ଷ୍ଟାର୍ଟଅପ କଭରେଜ ପାଇଁ ଭିଲ୍ଗ୍ରୋ ସାମ୍ବାଦିକ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୫ ମସିହାରେ ସେ ବିଶ୍ୱ ବ୍ୟାପୀ ୫୦୦ ଲିଙ୍କଡଇନ ଇନଫ୍ଲୁଏନ୍ସ ମଧ୍ୟରେ ତାଲିକାଭୁକ୍ତ ହୋଇଥିଲେ ଏବଂ ସେହି ବର୍ଷ ସେ L'Oréal ପ୍ୟାରିସ ଫେମିନା ପୁରସ୍କାର ଗ୍ରହଣ କରିଥିଲେ ।

ଆଧାର ସମ୍ପାଦନା

  1. "biography". Archived from the original on 28 मार्च 2019. Retrieved 28 मार्च 2019. {{cite web}}: Check date values in: |access-date= and |archive-date= (help)
  2. "On the road with…". BBC Capital (in ଇଂରାଜୀ). Retrieved 2022-05-16.
  3. Anand, N. (2018-08-04). "YourStory Media eyes 200 mn 'voice' stories". The Hindu (in Indian English). ISSN 0971-751X. Retrieved 2022-05-16.
  4. "Shradha Sharma: The Founder of YourStory, India's Biggest Startup Platform". thetrendingpeople. Retrieved 2023-06-08.
  5. ୫.୦ ୫.୧ Sharma, Shradha (2013-08-08). "Listen to the green shoots". The Hindu Business Line. Retrieved 2016-12-10.
  6. "Startup Street: India To Get A Desi Version Of Shark Tank?". Bloomberg Quint. Archived from the original on 28 मार्च 2019. Retrieved 2016-12-10. {{cite news}}: Check date values in: |archive-date= (help)
  7. Reporter, B. S. (2015-08-18). "Ratan Tata reads YourStory, and writes a cheque for it". Business Standard India. Archived from the original on 28 मार्च 2019. Retrieved 2016-12-10. {{cite news}}: Check date values in: |archive-date= (help)
  8. "The 40 who matter in the Indian start-up ecosystem". Live Mint. Archived from the original on 28 मार्च 2019. Retrieved 28 मार्च 2019. {{cite news}}: Check date values in: |access-date= and |archive-date= (help)
  9. "Corporate India's fastest rising women leaders". Economic Times. Archived from the original on 28 मार्च 2019. Retrieved 28 मार्च 2019. {{cite news}}: Check date values in: |access-date= and |archive-date= (help)
  10. MELANGE, TEAM. "High above the glass ceiling". The Hindu. Archived from the original on 21 दिसंबर 2016. Retrieved 2016-12-10. {{cite news}}: Check date values in: |archive-date= (help)