ଶୈଶବ ବିକାଶ (ଇଂରାଜୀ ଭାଷାରେ Child development) କ‌ହିଲେ ଜନ୍ମ ହେବାଠାରୁ କିଶୋର ଅବସ୍ଥାର ଶେଷ ପର୍ଯ୍ୟନ୍ତ ଶିଶୁର ଜୈବିକ, ମାନସିକ ଓ ଭାବନାର ବ୍ୟକ୍ତି କୈନ୍ଦ୍ରିକ ପରିବର୍ତ୍ତନ‌ ବା ବିକାଶକୁ (biological) ବୁଝାଏ ଯାହା ନିର୍ଭରଶୀଳତାରୁ ବୃଦ୍ଧି ପାଇ ସ୍ୱୟଂ ନିର୍ଭରଶୀଳ ହେବା ପର୍ଯ୍ୟନ୍ତ ଚାଲୁରହେ । ଏହା ଏକ ଧାରାବାହିକ କ୍ରିୟା ଯାହାର ଏକ ଆଶାଜନ‌କ ଅନୁକ୍ରମ ଥାଏ କିନ୍ତୁ କିନ୍ତୁ ପ୍ରତ୍ୟେକ ଶିଶୁର ନିଜସ୍ୱ ଅତୁଳନୀୟ ଧାରା ଥାଏ । ଏହି ବିକାଶ ସମ ହାରରେ ହୁଏନି ଓ ବିକାଶର ଅନୁଭୁତି ଗ୍ରହଣ କରି ପରିବର୍ତ୍ତିତ ହୁଏ । ଜେନେଟିକ କାରକ ଓ ଜନ୍ମ ପୂର୍ବର ଘଟଣାକୁ ନେଇ ବିକାଶ ଶକ୍ତ ଭାବରେ ପ୍ରଭାବିତ ହୁଏ । ଏହି ପରିବର୍ତ୍ତନ ଜେନେଟିକଦ୍ୱାରା ନିୟନ୍ତ୍ରିତ ଏକ ପ୍ରକ୍ରିୟାଦ୍ୱାରା ସଂଘଟିତ ହୁଏ ଯାହାକୁ ବିକାଶ ଜୀବବିଜ୍ଞାନ (maturation) କୁହାଯାଏ,[୧] ବା ଶିକ୍ଷା ଓ ପରିବେଶ କାରକ ବା ଉଭୟଙ୍କର ଭୂମିକା ରହେ । ମାନବ ଚରିତ୍ର ଓ ଶିଖିବାର ପ୍ରବୃତ୍ତି ଉପରେ ମଧ୍ୟ ବିକାଶ ନିର୍ଭର କରେ ।

Young child playing in squatting position

ଆଧାର ସମ୍ପାଦନା

  1. Toga AW, Thompson PM, Sowell ER; Thompson; Sowell (2006). "Mapping brain maturation". Trends in Neurosciences. 29 (3): 148–59. doi:10.1016/j.tins.2006.01.007. PMC 3113697. PMID 16472876.{{cite journal}}: CS1 maint: multiple names: authors list (link)